କାଶ Cough ଜନିତ ସମସ୍ୟାରୁ ସବୁ ଦିନ ପାଇଁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପାୟ, ଛୁଇଁ ବି ପାରିବନି କୋରୋନା- Baba Ramdev Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ମଣିଷ ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟର ସେବନ କରିଥାନ୍ତି ଯାହା କାରଣରୁ ଅଧିକାଂଶ ଲୋକଙ୍କୁ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକାଂଶ ଲୋକଙ୍କର କାସ ଓ କଫ ଜନିତ ଅନେକ ସମସ୍ୟା ହୋଇଥାଏ । ଏହି ସମସ୍ୟା ହେବା କାରଣରୁ ମଣିଷକୁ ବିରକ୍ତ ଲାଗିଥାଏ ଓ ସେ ଠିକ ଭାବରେ କଥା ହୋଇପାରେ ନାହିଁ । ଏହା ସହିତ ତାକୁ ଖାଦ୍ୟ ସେବନ କରିବା ସମୟରେ ମଧ୍ୟ ବହୁତ କଷ୍ଟ ହୋଇଥାଏ । ବନ୍ଧୁଗଣ ରାମଦେବ ବାବାଙ୍କ ମତରେ ସମସ୍ତ ଲୋକଙ୍କୁ ସୁସ୍ଥ ରହିବା ପାଇଁ ସଠିକ ଭୋଜନ ଓ ସଠିକ ଖାଦ୍ୟର ସେବନ କରିବା ଉଚିତ ।

ରାମଦେବ ବାବାଙ୍କ ଅନୁସାରେ କାଶ ଓ କଫ ଜନିତ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ରହିଛି ଯାହାକୁ କରି ଆପଣ ମାନେ ଏହି କଫ, କାସ ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଫ, କାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ରାମଦେବ ବାବାଙ୍କ ମତରେ କଫ ଓ କାସ ଜନିତ ସମସ୍ୟାକୁ ଦୂର କରିବାକୁ ହେଲେ ଆମକୁ ଗିଲୋଏ ଓ ଶ୍ଵାସରି କ୍ଵାଥର ସେବନ କରିବା ଉଚିତ । ବନ୍ଧୁଗଣ ଏହି ଦୁଇଟି ଜିନିଷରେ ପ୍ରଚୁର ମାତ୍ରାରେ ଔଷଧୀୟ ଗୁଣ ରହିଥାଏ । ଯଦି ଆପଣ ମାନେ ଏହାର ସେବନ କରିବେ ତା ହେଲେ ଆପଣଙ୍କୁ ପ୍ରଥମ ଦିନରୁ ଏହାର ଫରକ ଜଣା ପଡିଯିବ ।

ଆପଣ ଏହାକୁ ସଂପୂର୍ଣ୍ଣ ୭ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଆପଣଙ୍କ କଫ ଓ କାସ ଜନିତ ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ଗିଲୋଏ ଓ ଶ୍ଵାସରି କ୍ଵାଥର କ୍ୟାନ୍ସର ରୋଗକୁ ଦୂର କରିବା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଦୁଇଟି ଜିନିଷର ସେବନ ନିଶ୍ଚୟ କରନ୍ତୁ ।

କଫ କାସ ଜନିତ ସମସ୍ୟା ସାଧାରଣତଃ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ । ତେଣୁ ଆପଣ ମାନଙ୍କୁ ମେଡ଼ିସିନ ଅପେକ୍ଷା ଏହି ଆୟୁରେବେଦିକ ଔଷଧର ସେବନ କରିବା ଉଚିତ । ତା ହେଲେ ବନ୍ଧୁଗଣ ନିଜର କଫ ଓ କାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏହି ଉପାୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।




