ବିଚାର

ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ରସୁଣ ସକାଳୁ ଉଠି ଦେଖିବେ ତ ଆପଣ ଆଶ୍ଚଜ୍ୟ ହୋଇଯିବେ

କୁହାଯାଏ କି ରସୁଣ ଆମର ଏହି ଧରିତ୍ରୀ ଉପରେ ସବୁଠାରୁ ସୁସ୍ଥ ଖାଇବା ଭିତରୁ ଏକ ଅଟେ । କେବଳ ଏତିକି ନୁହେଁ ଏହା ବହୁତ ସାରା ପୋଷାକ ତତ୍ବରେ ଭରପୁର ହୋଇଥାଏ ଏହି କାରଣରୁ ଏହା ବହୁତ ସାରା ସ୍ୱାସ୍ଥ୍ୟରେ ଲାଭ ଦେଇଥାଏ । ଏଠି ପାଇ ଆପଣ ସବୁବେଳେ ରସୁଣ ଖାଇବା ଉଚିତ । ତକିଆ ପାଖରେ ରସୁଣ ରଖିଲେ ମିଳିଥାଏ ବିଶେଷ ଫାଇଦା ।

ନିଦ ଲାଗିବାରେ ସାହାଯ୍ୟ କରିଥାଏ ରସୁଣ

ଯଦି ଆପଣଙ୍କୁ ଭଲ ନିଦ ହେଉନାହିଁ ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କୁ ଭଲ ନିଦ ଦରକାର ତାହେଲେ ତକିଆ ତଳେ ରସୁଣ ରଖନ୍ତୁ । ତକିଆ ଲେଟ ରସୁଣ ରଖିଲେ ଖରାପ ଶକ୍ତି ପାଖକୁ ଆସି ନଥାଏ ।

ଯକୃତକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ ରସୁଣ

ଏହା ଆପଣଙ୍କୁ ଜଣାନଥିବା କି ରସୁଣ ଯକୃତକୁ କମଜୋର କରିବାକୁ ଦେଇନଥାଏ ଏବଂ ଏହା ଥଣ୍ଡାରୁ ବି ଆମକୁ ରକ୍ଷା କରିଥାଏ । ଆୟୁର୍ବେଦ ରେ ରସୁଣକୁ ଏକ ପ୍ରାକୃତିକ ଔଷଧ ରୂପେ ବ୍ୟବହାର କରାଯାଇଥାଏ ,ଯାହା ସାବି ପ୍ରକାର ରୋଗ ସହିତ ଲଢିବାକୁ କ୍ଷମତା ରଖିଥାଏ ।

ରସୁଣକୁ ମସଲା କରି ଖାଇବା ଦ୍ଵାରା ଶକ୍ତି ହୋଇଥାଏ

ଯଦି ଆପଣ ରସୁଣର ପ୍ରୟୋଗ ସିଧା ସିଧା ଖାଇଥାନ୍ତି ତାହେଲେ ଆପଙ୍କୁ ରୋଗ ସହିତ ଲଢିବା ପାଇଁ ତାକତ ମିଳିଥାଏ ,ଯଦି ସେହି ରସୁଣକୁ ଆମେ ଯଦି ମସଲା କରି ଖାଇବା ତାହେଲେ ଆମକୁ ଏକ ଅଲଗା ଶକ୍ତି ମିଳିଥାଏ । ରସୁଣ ରୋଗ ସହିତ ଲଢିବା ଏବଂ ଲୋକମାନଙ୍କୁ ଏକ ଅଦଭୁତ ଶକ୍ତି ମଧ୍ୟ ବି ଦେଇଥାଏ ,ଏହା ତାର ପ୍ରାକୃତିକ ଗୁଣ ହୋଇଥାଏ ।

ପିରାମିଡ୍ସ ତିଆରି କରିବାରେ ସାହାଯ୍ୟ କରିଥାଏ ରସୁଣ

କୁହାଯାଏ କି ଇଯିପ୍ଟି ବାସିନ୍ଦା ମାନେ ପିରାମିଡ୍ସ ତିଆରି କରିଥାନ୍ତି କିନ୍ତୁ ଆପଣଙ୍କୁ ଏହା ଜଣା ନଥିବାକୀ ସେମାନେ ଜେତାବେଳେ ଏହାକୁ ତିଆରି କରିଥାନ୍ତି ସେତବେଳେ ସେମାନେ କେବଳ ରସୁଣ ହିଁ ଖାଇଥାନ୍ତି ,କାରଣ କୁହାଯାଏକି ରସୁଣ ପରିଶ୍ରମ କରିବା ପାଇଁ ଶକ୍ତି ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button