ଦେଶ ବିଦେଶ

ପ୍ରେମ ତ ପ୍ରେମ ଇୟେ କେମିତିକା ପ୍ରେମ ଶେଷରେ ଡ୍ରେନ ଭିତରେ ପ୍ରି ୱେଡ଼ିଂ ଫଟୋ ସୁଟ୍ ଦେଖନ୍ତୁ ଏହି ଦୃଶ୍ୟ ଦେଖନ୍ତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ତେବେ ଆଜିର ଯୁବ ପିଢୀ ନିଜର ବହୁତ ଭଲଦିନ ବା ଖୁସିର ଦିନକୁ ସବୁଦିନ ଛବିରେ କଏଦ କରି ରଖିବା ପାଇଁ ବିଭିନ୍ନ ସମୟରେ ଫଟୋସୁଟ୍ କରିଥାନ୍ତି। ଯେପରିକି ବିବାହ,ବ୍ରତଘର,ଜନ୍ମଦିନ,କଲେଜ୍ ଫକ୍ସନ ଇତ୍ୟାଦି। ଆଜିକାଲି ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ୍ ପୋଷ୍ଟ ୱେଡିଙ୍ଗ୍ ଇତ୍ୟାଦି ଫଟୋସୁଟ୍ ଟ୍ରେଡିଙ୍ଗ୍ ଚାଲିଛି।
ତେବେ ବନ୍ଧୁଗଣ ଆଜିକାଲିକା ଯୁବପୀଢ଼ି ମାନେ ବିବାହ ପାଇଁ ପ୍ରିୱେଡ଼ିଂ ଫୋଟ ସୁଟ ପାଇଁ କିଛି ବି କରିଥାନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ପୋଜ ଓ କ୍ରୀୟଟିଭ ଉପାୟରେ ନିଜ ଫୋଟ ସୁଟ କରିଥାନ୍ତି।
ଏଥିପାଇଁ କ୍ୟାମେରା ବାଲା ମଧ୍ୟ ଲୋକ ମାନଙ୍କ ଠାରୁ ଖୁବ ଟଙ୍କା ନେଇଥାନ୍ତି। ବର୍ତ୍ତମାନ ଯେଉଁ ଦମ୍ପତିଙ୍କର ପ୍ରିୱେଡ଼ିଂ ଫୋଟ ସୁଟି ଭାଇରାଲ ହେଉଛି ତାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଆପଣ ମାନେ ଏହି ଭିଡ଼ିଓଟିରେ ଦେଖି ପାରୁଥିବେ କେମିତି ଜଣେ ଦମ୍ପତି ଅପରିଷ୍କାର ଡ୍ରେନ ଭିତରେ ଫୋଟ ସୁଟ କରୁଛନ୍ତି। ଆଉ ଏହି ଫୋଟରେ ଦେଖିବାକୁ ମିଳୁଛି ଯେ ଏହି ଦମ୍ପତି ଅପରିଷ୍କାରରେ ପରିପୂର୍ଣ୍ଣ ଏକ ଡ୍ରେନ ଭିତରେ ଛିଡା ହୋଇଛନ୍ତି।
କେବଳ ସେତିକି ନୁହେଁ ଫୋଟ ଗୁଡିକରେ ଏହା ଦେଖିବାକୁ ମିଳୁଛି ଯେ ଡ୍ରେନରେ ଥିବା ଏହି ଅଳିଆ ଆବର୍ଜନା ଭିତରେ ଦମ୍ପତି ଜଣକ ରୋମାଣ୍ଟିକ ପୋଜ ମଧ୍ୟ ଦେଉଛନ୍ତି।
କିଛି ଫୋଟରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଛନ୍ତି ତ ଆଉ କିଛି ଫୋଟରେ ପରସ୍ପରକୁ କୁଣ୍ଢାଇ ଧରିଥିବାର ନଜର ଆସୁଛନ୍ତି। ଭାଇରାଲ ହେଉଥିବା ଏହି ଦମ୍ପତିଙ୍କ ଫୋଟ କେଉଁ ଡ୍ରେନ ବା ନଦୀରେ ସୁଟ କରାଯାଇଛି ତାହା ଜଣାପଡ଼ି ନାହିଁ।
ଏବଂ ଏହି ଦମ୍ପତିଙ୍କ ବିଷୟରେ କୌଣସି ସୂଚନା ମଧ୍ୟ ମିଳିପାରିନାହିଁ। କିନ୍ତୁ ଏହିଭଳି ଏକ ନିଆରା ଫୋଟ ସୁଟ୍ କରି ଦମ୍ପତି ଜଣକ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button