ଦେଶ ବିଦେଶ
ଲାଟିନ ଭିତରେ ଲୁଚି ଲୁଚି ଖେଳ କରୁଥିଲେ ପ୍ରେମୀ ଯୁଗଳ ଦେଖନ୍ତୁ ପଡିଲେ ଧରା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲିର ପିଲା ମାନେ ବର୍ତ୍ତମାନ ସମସ୍ତେ ପ୍ରେମ କରୁଛନ୍ତି। ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଯାଇଛି। ସେମାନେ ପାଠ ପଢା ନାଁ ରେ ଘରେ ମିଛ କଥା କହି ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁ-ଚି ଲୁ-ଚି ବାହାରେ ଆସି ପ୍ରେମ କରୁଛନ୍ତି।
ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଗୋଡ଼ରେ ଆଡେଇ ଦେଇ ଓ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି।
ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ଆଜିକାଲିର ପିଲା ମାନେ ପାଠ ପଢା ନାଁ ରେ ସବୁବେଳେ ଏଭଳି କାର୍ଯ୍ୟ କରି ଚାଲୁଛନ୍ତି।
ସେମାନେ ନିଜ ପରିବାର କଥା ଭାବୁ ନାହାନ୍ତି କି ପରିବାରର ମାନ ସମ୍ମାନ କଥା ମଧ୍ୟ ଚିନ୍ତା କରୁ ନାହାଁନ୍ତି। ସେମାନେ ନିଜ କଥା ହିଁ ସବୁବେଳେ ଭାବି ଥାଆନ୍ତି ଓ ସବୁବେଳେ ମଜା ଓ ମସ୍ତୁ କରିବା ପାଇଁ ଚାହିଁ ରହି ଥାଆନ୍ତି।
ସେମାନେ ଏଭଳି କାର୍ଯ୍ୟ କରି ସେମାନେ ନିଜ ଭବିଷ୍ୟତକୁ ନିଜେ ନ-ଷ୍ଟ କରି ଦେଉଛନ୍ତି। ଆଜି ମଧ୍ୟ ଆମେ ସେହିପରି ଏକ ଖବର ସମ୍ପର୍କରେ ଆପଣଙ୍କୁ କହିବୁ ଯାହା କି ଜଣେ ଯୁବକ ଏବଂ ଯୁବତୀ ଟଇଲେଟ ଭିତରେ କରୁଥିଲେ ରାସଲୀଳା।
ଉଭୟ ପ୍ରେମିଯୁଗଳ ଲାଟିନ ଭିତରେ ଥିବା ବେଳେ ଆଉ ଜଣେ ଯୁବକ ଲାଟିନ ଯିବାକୁ ବାହାରିଥିଲେ। ଆଉ ତାପରେ ପ୍ରେମୀଯୁଗଳ କବାଟ ଖୋଲି ନଥିଲେ।
ଯାହାକି ସେହି ଯୁବକ ଜଣଙ୍କୁ ସନ୍ଦେହ ହେଇଥିଲା। ଏବଂ ସେହି ଯୁବକ ଅପେକ୍ଷା କରିବା ପରେ ଦେଖିଲେ ଉଭୟ ପ୍ରେମୀଯୁଗଳ ଲାଟିନ ଭିତରୁ ବାହାରି ଥିଲେ। ଏହି ଭିଡ଼ିଓକୁ ଦେଖି ସରିବା ପରେ ଲୋକ ମାନେ ତାଙ୍କୁ ନି-ନ୍ଦା କରିବା ସହିତ ଘୃ-ଣା କରୁଛନ୍ତି। । ଏହି ପରି କାମ ପାଇଁ ସମାଜ ମଧ୍ୟ ଧୀରେ ଧୀରେ କଳୁ-ଷିତ ହେବାକୁ ଲାଗୁଛି। ସେମାନେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ପିଲା ମାନେ ମଧ୍ୟ ଖରାପ ଏହାକୁ ଦେଖି ଖରାପ ବାଟରେ ଆଗେଇ ଯାଉଛନ୍ତି।