ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଚୋବାଇ ଖାଆନ୍ତୁ କେବଳ ଏହାର 2 ଟି ପତ୍ର 12 ବର୍ଷ ପୁରୁଣା ଡାଇବେଟିସ ବି 5 ଦିନରେ ଗାୟବ ହେଇଯିବ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମଧୁମେହ ରୋଗୀ ଙ୍କ ପାଇଁ ଏଭଳି ଏକ ଉପଚାର ସମ୍ବନ୍ଧରେ ତଥା କିଛି ପତ୍ର ସମ୍ବନ୍ଧରେ କହିବୁ ଯାହାକୁ ଚୋବାଇ ଖାଇଲେ ଆପଣଙ୍କ ରୋଗ ଭଲ ହୋଇଯିବ ତଥା ନିୟନ୍ତ୍ରଣ ହୋଇ ରହିବ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ମଧୁମେହ ଏକ ଅତ୍ୟନ୍ତ ଭୟଙ୍କର ରୋଗ ଅଟେ । ବନ୍ଧୁଗଣ ଏହି ରୋଗକୁ ଚିନି ର ରୋଗ ମଧ୍ୟ କୁହାଯାଏ। କାରଣ ଏହି ରୋଗରେ ଆମ ରକ୍ତ ରେ ସୁଗାର ର ପରିମାଣ ବଢ଼ି ଯାଇଥାଏ ଏବଂ ଯାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ।

ବନ୍ଧୁଗଣ ଏହି ମଧୁମେହ ରୋଗ ଦ୍ୱାରା କିଡନୀ, ହାର୍ଟ ଜନିତ ସମସ୍ୟା ମଧ୍ୟ ଦେଖାଯାଏ।ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରଲ ଏବଂ ଏହାସହିତ ଆହୁରି ଅନେକ ପ୍ରକାରର ରୋଗ ଆମ ଶରୀରକୁ ମାଡ଼ି ବସେ। ଅର୍ଥାତ ଏହି ମଧୁମେହ ରୋଗ ଆମ ଶରୀର କୁ ସମ୍ପୂର୍ଣ୍ଣ ଭାବରେ ରୋଗୀ ବନାଇ ଦେଇଥାଏ। ତେଣୁ ବନ୍ଧୁଗଣ ଏହି ମଧୁମେହ ରୋଗର ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ନଚେତ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ମଧୁମେହ ରୋଗ ପ୍ରାୟ ବ୍ୟକ୍ତି ଙ୍କ ଶରୀର ରେ ଦେଖିବାକୁ ମିଳୁଛି । ଭାରତ ଦେଶ ରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣଂକୁ ଯେଉଁ ଉପଚାର ସମ୍ବନ୍ଧରେ କହିବୁ ତାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସୁଗାର ଲେବଲ ନିୟନ୍ତ୍ରଣ ହୋଇ ରହିବ ଏବଂ ଏହା ସହିତ ମଧୁମେହ ରୋଗ ସହ ସମ୍ପୃକ୍ତ ଥିବା ସମସ୍ୟା ଗୁଡ଼ିକ ରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ ଏବଂ ଆପଣଙ୍କ ଶରୀର ସୁସ୍ଥ ରହିବ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଉପଚାର ଟି ହେଉଛି ତୁଳସୀ ପତ୍ର ର ସେବନ। ବନ୍ଧୁଗଣ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଏହା ବିଟା କୋଷ ର ଗତି କୁ ସଠିକ ଭାବରେ ନିୟନ୍ତ୍ରଣ କରିଥାଏ ଏବଂ ଯାହାଦ୍ୱାରା ଏହା ସଠିକ ଭାବରେ ଇନ୍ସୁଲୀନ ଉତ୍ପାଦନ କରିଥାଏ ଏବଂ ଏହା ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିଥାଏ।ତେଣୁ ବନ୍ଧୁଗଣ ପ୍ରତ୍ୟେକ ମଧୁମେହ ରୋଗୀଙ୍କୁ ସକାଳେ ଖାଲି ପେଟରେ ୨ଟି ତୁଳସୀ ପତ୍ର କୁ ଚୋବାଇ ଖାଇବା ଉଚିତ।

୨. ବନ୍ଧୁଗଣ ଅମୃତଭଣ୍ଡା ର ପତ୍ରର ବ୍ୟବହାର ମଧୁମେହ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।ଏହି ପତ୍ର ର ସେବନ ଦ୍ୱାରା ଏହା ଶରୀର ରେ ଇନ୍ସୁଲୀନ ର ମାତ୍ରା ସଠିକ ରହିଥାଏ ଏବଂ ଏହି ପତ୍ରର ସେବନ ଦ୍ୱାରା କିଡ୍ନୀ ଜନିତ ସମସ୍ୟା ଦୂର ହୋଇଥାଏ।ତେଣୁ ପ୍ରତ୍ୟେକ ମଧୁମେହ ରୋଗୀଙ୍କୁ ସବୁବେଳେ ସକାଳ ସମୟରେ ଏହି ପତ୍ରକୁ ଗରମ ପାଣି ରେ ଫୁଟାଇ ସେବନ କରିବା ଉଚିତ।

୩. ପ୍ରତ୍ୟେକ ମଧୁମେହ ରୋଗୀଙ୍କୁ ନିମ୍ବ ପତ୍ର ର ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ। କାରଣ ଏହି ପତ୍ର ଶରୀରରେ ଥିବା ଗ୍ଲୁକୋଜ କୁ ଶୁଖିବାକୁ ଦେଇ ନଥାଏ ଏବଂ ଏହାର ସେବନ ଦ୍ଵାରା ଶରୀରର ସୁଗାର ନିୟନ୍ତ୍ରଣ ହୋଇରୁହେ।ତେଣୁ ଏହି ପତ୍ରକୁ ଖାଲି ଚୋବାଇ ଖାଇବା ଅଥବା ଏହାର ରସକୁ ପିଇବା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ।

୪. ବନ୍ଧୁଗଣ ଆମ୍ବ ର ସେବନ କରିବାକୁ ପ୍ରତ୍ୟେକ ମଧୁମେହ ରୋଗୀଙ୍କୁ ମନା ହୋଇଥାଏ।କିନ୍ତୁ ଏହି ଆମ୍ବ ର ପତ୍ର ମଧୁମେହ ରୋଗ କୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ସାହାଯ୍ୟ କରିଥାଏ। ତେଣୁ ଏହି ପତ୍ର ର ପାଉଡର ବନାଇ ପ୍ରତ୍ୟେକ ଦିନ ଖାଇବା ପରେ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ସୁଗାର ନିୟନ୍ତ୍ରଣ ରେ ରହିଥାଏ।

ତେବେ ବନ୍ଧୁଗଣ ଏହି ପତ୍ରର ସେବନ କରିବା ଦ୍ୱାରା ଆପଣଂକୁ କୌଣସି ଔଷଧ ର ସେବନ କରିବାର ଆବଶ୍ୟକତା ପଡ଼ିନଥାଏ।ତେଣୁ ନିଶ୍ଚିତ ଭାବରେ ମଧୁମେହ ରୋଗୀ ଏହି ପତ୍ର ଗୁଡ଼ିକର ସେବନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button