ବିଚାର

ଭାଉଜ କୁ ମିଛ ରେ ଭାଇ ଆସିଛନ୍ତି କହି ଦିଅର ଲୁଟିଲା ଇଜ୍ଜତ, ପରେ ଯେତେବେଳେ ସବୁ ସରିଗଲା ଭାଉଜ ନିଜ ଘରେ କହିଲା ସତ ଆଉ ତାପରେ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ମହିଳା ଜଣକ ବିବାହର ୧୫ ବର୍ଷ ପରେ ଏଭଳି ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି ଯାହାକି ହେଉଛି ଆପଣଙ୍କ କଲ୍ପନା ବାହାରେ। ଏହି ମାମଲା ଆଲହାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ମୋହଲା ବାଗିୟା ଅଞ୍ଚଳର। ଏଠାରେ ଅଭିଯୁକ୍ତ ପତ୍ନୀ ସୋନିଏବଂ ତାଙ୍କର ଦିଅର ଶ୍ୟାମପାଲ।
୧୫ ବର୍ଷ ପୂର୍ବେ ସୋନି ଏବଂ ଅନୁଜ ଙ୍କ ବିବାହ ହୋଇଥିଲା।ସେମାନଙ୍କର ଏକ ଦଶ ବର୍ଷର ପୁଅ ରାଘବ ମଧ୍ୟ ଅଛି।ମଦ୍ୟପାନ କରିବା ପରେ ଅନୁଜ ପ୍ରତିଦିନ ତାଙ୍କ ସ୍ତ୍ରୀ ସହ ଝଗଡ଼ା କରୁଥିଲେ।
ଏହାର ସୁଯୋଗ ପାଇ ମହିଳା ଜଣକ ତାଙ୍କର ଦିଅର ଶ୍ୟାମପାଲଙ୍କ ସହ ସମ୍ପର୍କ ରଖିଥିଲେ। ଅନୁଜ ଜାଣିବା ପରେ ସେ ଶ୍ୟାମପାଲଙ୍କୁ ଘରକୁ ଆସିବାକୁ ବାରଣ କରିଥିଲେ।ଆଉ ଏହାପରେ ଅନୁଜ ଦିଲ୍ଲୀ ଚାଲି ଯାଇଥିଲେ।
ଯାହାଫଳରେ କି ଶ୍ୟାମପାଲ ଙ୍କ ରାସ୍ତାରୁ କଣ୍ଟା ହଟି ଯାଇଥିଲା। ଏହାପରେ ସୋନି ଏବଂ ଶ୍ୟାମପାଲ ଦୁହେଁ ମିଶି ଅନୁଜ ଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲେ।
ବୁଧବାର ରାତିରେ ଅନୁଜଙ୍କୁ ଯୋଜନାବଦ୍ଧ ଭାବରେ ହ-ତ୍ୟା କରାଯାଇଥିଲା।ତାଙ୍କୁ ରୁଟି ରେ ମୂଷା ମରା ଔଷଧ ଦିଆ ଯାଇ ଥିଲା। ଏହାପରେ ସେ ଚେତାଶୂନ୍ୟ ହେବା ପରେ ଇଟା ଓ ବାଡ଼ିରେ ପିଟିପିଟି ହ-ତ୍ୟା କରାଯାଇଥିଲା।
 ହେଲେ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ। ଏହାପରେ ପୋଲିସ ଯେତେବେଳେ ଏହି ଘଟଣାର ତଦନ୍ତ ଆରମ୍ଭ କଲା ସେତେବେଳେ ଜଣା ପଡିଥିଲା କି ସୋନି ଓ ଶ୍ୟାମପାଲ ନିଜ ରାସ୍ତାରୁ ଅନୁଜ ଙ୍କୁ ହଟାଇବା ପାଇଁ ଏଭଳି କରିଛନ୍ତି।ଆଉ ଏବେ ଦୁହେଁ ମଧ୍ଯ ପୋଲିସ ର ହେପାଜତରେ ଅଛନ୍ତି ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ହିଁ ଦୋଷୀ ଙ୍କୁ ଉପଯୁକ୍ତ ଶାସ୍ତି ମିଳିବ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button