ଶୋଇବା ପୂର୍ବରୁ କେବଳ ୨ ମିନିଟ କରନ୍ତୁ ଏଭଳି ମାଲିସ୍ ! ପେଟର ଚର୍ବି ହୋଇଯିବ ଗାୟବ

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକାଲି ଜୀବନରେ ଲୋକେ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ଶରୀର ପ୍ରତି ଜମା ବି ଧ୍ୟାନ ଦେଉ ନାହାନ୍ତି । ସମସ୍ତେ ଖାଇ ସାରି ନିଜ ନିଜର କାମରେ ବସି ରହୁଛନ୍ତି। ଯାହା ଫଳରେ ସେମାନଙ୍କ ପେଟରେ ଚର୍ବି ବଢି ବାକୁ ଲାଗୁଛି । ଏହା ଫଳରେ ଓଜନ ବଢୁଛି ଏବଂ ଓଜନ ବଢିବାରୁ ଅନ୍ୟାନ୍ୟ ରୋହ=ଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏକ ସହଜ ସରଲ ସ୍ୱାସ୍ଥ୍ୟ ଟିପ୍ସ ଦେବୁ ଯାହା କରିବା ଦ୍ଵାରା ଆପଣ ନିଜ ପେଟରେ ଲାଗିଥିବା ଚର୍ବିକୁ କମ କରି ଏକ ସୁସ୍ଥ ଜୀବନ ଜାପାନ କରିପାରିବେ ।
1. ଉପରକୁ ମୁହଁ କରି ନିଜ ଶେଯରେ ସୋଇଯାଆନ୍ତୁ ।
2. ଏହା ପରେ ନିଅଜର ଦୁଇ ହାତ ପାପୁଲିକୁ ପରସ୍ପର ସହ ଘଷି ଗରମ କରି ନିଅନ୍ତୁ ।
3. ଏହା ପରେ ସେହି ଗରମ ପାପୁଲିକୁ ନିଜ ପେଟ ଉପରେ ରଖନ୍ତୁ ।
4. ଧୀରେ ଧୀରେ ପେଟରେ ଚାରିପଟେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ ।
5. ଏହି ବୁଲେଇବା ସମୟରେ ଧୀରେ ଧୀରେ ଚାପ ପକାନ୍ତୁ ।
6. ଏହିପରି ପ୍ରାୟ ୨ ମିନିଟ୍ ଧରି କରନ୍ତୁ । ପ୍ରତ୍ୟକ ଦିନ ରାତିରେ ଏମିତି କରିବା ପରେ କିଛି ଦିନ ପରେ ଆପଣ ଫରକ ଜାଣିପାରିବେ ।