ଜୀବନଶୈଳୀ

ରିୟଲ ଲାଇଫ କୁମ୍ଭକର୍ଣ୍ଣ ଅଟେ ଏହି ସୁନ୍ଦରୀ ଝିଅ, ଲଗାତାର ୬ ମାସ ପର୍ଯ୍ୟନ୍ତ ସୋଇଥାଏ- ଏହା ପଛର କାରଣ ହେଲା…

ଅଧିକାଂଶ ଲୋକଙ୍କୁ ନିଦ ଆସି ନଥାଏ । ସେହି ମଧ୍ୟରୁ କିଛି ଲୋକଙ୍କୁ ବହୁତ ନିଦ ଆସିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଝିଅର ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେ ଥର ଶୋଇବା ପରେ, ପୁରା 6 ମାସ ପରେ ଉଠିଥାନ୍ତି ।22 ବର୍ଷୀୟ ବେଥ ଗୁଡ଼ର ସାରା ଦିନ ଖାଲି ସୋଇ ରୁହନ୍ତି । ତାକୁ ଯେତେ ଉଠାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଉଠନ୍ତି ନାହିଁ । ବେଥ କ୍ଲିନ ଲୋବେନ ସିଣ୍ଡ୍ରୋମ ନାମକ ଗୋଟେ ରୋଗରେ ପୀଡିତ ଅଛନ୍ତି ଯାହା କାରଣରୁ ସେ ସାରା ଦିନ ସୋଇ ରହୁଛନ୍ତି । ଏହି ରୋଗ 100 ଲୋକଙ୍କ ମଧ୍ୟରୁ ଜଣକୁ ହୁଏ । ଏହି ରୋଗରେ ପୀଡିତ ଲୋକେ ପୁରା ଦିନ ବା କେତେ ମାସ ଯାଏ ସୋଇ ରୁହନ୍ତି ।

17 ବର୍ଷର ବୟସରେ ମେଥର ଏହି ରୋଗ ହୋଇଥିଲା । ଯେବେ ସେ  ସେଥିରୁ ଉଠିଥାନ୍ତି ସେ ଖାଇବା ପିଇବା ଓ ବାଥରୁମ ଯିବା ଭଳି କାମ କିଛି ଏମିତି କରି ପାରିଥାନ୍ତି । ଏହି ରୋଗ ପାଇଁ ତାଙ୍କର ପଢାପଢି ମଧ୍ୟ ଅଧୁରା ରହି ଯାଇଥିଲା । ସେ ବେଶିରୁ ରୁ ବେଶି 2 ସପ୍ତାହ ପାଇଁ ଉଠି ଥାଆନ୍ତି । ଵେଥର ବୟେଫ୍ରେଣ୍ଡ ସବୁଦିନ ତା ସହିତ ଦେଖାକରିବାକୁ ଆସିଥାନ୍ତି ।

ଏହି ରୋଗରୁ ସେ ଠିକ୍ ହୋଇ ପାରିବେନି ବୋଲି ମଧ୍ୟ ଜଣା ପଡିଛି । ସେଥିପାଇଁ ତାଙ୍କ ବୟେଫ୍ରେଣ୍ଡ ତାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ତାଙ୍କ ମନରେ ଟିକେବି ଦୁଃଖ ନାହିଁକି ତାଙ୍କ ପ୍ରେମିକାଙ୍କ ଏହି ରୋଗକୁ ନେଇ ସେ ସବୁ ବେଳେ ତାଙ୍କୁ ଦେଖା କରିବାକୁ ଯାଉଛନ୍ତି ଏବଂ ତାଙ୍କ ମନ ପସନ୍ଦର ଜିନିଷ ତାଙ୍କୁ ନେଇକି ଦେଇଥାନ୍ତି ଖାଇବାକୁ ଏବଂ ସେ ଖାଇବି ମଧ୍ୟ ଥାଆନ୍ତି ।

ଆପଣ କଣ କେବେ ଶୁଣିଛନ୍ତି ଏମିତି ରୋଗ ବିଷୟରେ କେବେ ଶୁଣି ନଥିବେ । ଦୁନିଆରେ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯାହାକୁ ନିଦ ପାଇଁ ବହୁତ ଅସୁବିଧା ହୋଇଥାଏ ତେବେ ଯାହାକୁ ନିଦ ଆସେ ନାହିଁ ତାଙ୍କୁ ଏହାର ମୂଲ୍ୟ ଠିକ ଜଣା ଥାଏ, ତେବେ ନିଦ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଭାଗ ଅଟେ ଏହା ବିନା ସ୍ୱାସ୍ଥ୍ୟ ଖରାପ ହୋଇଥାଏ, କିନ୍ତୁ କୌଣସି ଜିନିଷ ଅତ୍ୟଧିକ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ତାହା ସାମାନ୍ଯ ହୋଇନଥାଏ ଏହା ରୋଗରେ ପରିଣତ ହୋଇଥାଏ ।

ସେଥିପାଇଁ ସବୁ କଥା ଉପରେ ଧ୍ୟାନ ରଖିବା ଉଚିତ ନଚେତ ଆମେ କୌଣସି ରୋଗ ଶିକାର ହୋଇଥାଉ, ତେବେ ୨୨ ବର୍ଷୀୟ ବେଥ ପାଇଁ ଏହା କେତେ କଠିନ ହୋଇଥିବ ତାହା ଆମେ ଭାବି ବି ପାରିବା ନାହିଁ, ସମସ୍ତେ ଯେତେବେଳେ ଆରାମ କରୁଥିବେ ସେତେବେଳେ ସେ ଶୋଇବା ପାଇଁ ହଇରାଣ ହୋଇଥିବେ । ଯେତେବେଳେ ତାଙ୍କୁ ନିଦ ଆସିଥାଏ ସେତେବେଳେ ସେ କେତେ କେତେ ଦିନ କେତେ କେତେ ମାସ ପର୍ଯ୍ୟନ୍ତ ସୋଇ ରୁହନ୍ତି ଏହା ବହୁତ ବଡ ଏବଂ ଭ୍ୟାନକର ରୋଗ ଯାହା ମଣିଷ ମାନସିକ ସ୍ଥିତିକୁ ମଧ୍ୟ ଆଘାତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button