ଜୀବନଶୈଳୀ

ବିବାହ ର ପ୍ରଥମ ରାତିରେ କନ୍ୟାର ହେଇଗଲା ମୃତ୍ୟୁ, କାରଣ ଜାଣିଲେ ରୋକି ପରିବେନି ଲୁହ

ଆଜି ଗୋଟେ ହୃଦୟ ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି ଶୁଣିବା ପରେ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ କି ଏହା କଉ ପ୍ରକାର ନ୍ୟାୟ ଅଟେ, ପରନ୍ତୁ ଏହି କାହାଣୀ ଗୋଟେ ୮ ବର୍ଷର ଛୁଆର ଏହି ଛୁଆ ଉପରେ ଏତେ ସବୁ ବିତିଛି କି ସେ ତା ଜୀବନରେ ହାରି ଯିବାରୁ ତା ମୁର୍ତ୍ୟ ହୋଇଗଲା । ଏ ଘଟଣା ୟମୀନ ର ଯଉଠି 8 ବର୍ଷର ଗୋଟେ କୁନି ଝିଅ ସନାର ସାଙ୍ଗରେ କିଛି ଏମିତି ହେଲା ଯାହା କେବେ ସେ ଭାବିନଥିବ ।

ଏହି 8 ବର୍ଷର ନିରୀହ ଛୁଆ ସାଙ୍ଗରେ ତା ଠାରୁ ପାଞ୍ଚ ଗୁଣା ବଡ ବୟସର ଲୋକ ସହ ବାହାଘର କରିଦେଲେ ।

ତା ବୟସ ତ ଏବେ ଖେଳଣା ସାଙ୍ଗରେ ଖେଳିବାର କିନ୍ତୁ ସେ ରାକ୍ଷସ ନିରୀହର ଜୀବନ ନେଇଗଲା । ଏହି ରାକ୍ଷାସ ତା ସାଙ୍ଗରେ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିବା କାରଣରୁ ତାର ମୁର୍ତ୍ୟ ହୋଇଥିଲା । ଏହି ଘଟଣା ସବୁ ଦୁନିଆରେ ଖେଳି ଗଲା ।


କୁହା ଯାଉଛି କି ଏହି ଦୁନିଆରେ କେତେ ଏମିତି ଦେଶ ଅଛି ଯେଉଁଠି କମ ବୟସର ଝିଅ ମାନକ ବାହାଘର ତାଙ୍କଠାରୁ ତିନିଗୁଣା ବଡ ବୟସର ଲୋକଙ୍କ ସାଙ୍ଗରେ କରା ଯାଇଥାଏ ।


ଯେଉଁଥିରେ ୟମନ ମାନେ ବି ଅଛନ୍ତି । କାହିଁକି  ନା ସେମାନଙ୍କ ଜନସଙ୍ଖ୍ୟା ର 80% ଲୋକ ଗରିବ ସୀମାରେଖା ଭିତରେ ଆସନ୍ତି , ଏହି  କାରଣକି ସେଠିକା ଲୋକେ ଛୋଟ ବୟସରେ ନିଜ ଛୁଆକୁ ବିକି ଦିଅନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ପଇସା ମିଳିଥାଏ ଏବଂ ପୁଣି କମ ବୟସରେ ବାହାଘର ଆଉ ମା ହେଲେ ମରି ଯାଉଛନ୍ତି । ତେବେ ଆପଣ ମାନଙ୍କୁ ଏହି କୁପ୍ରଥା ବିଷୟରେ କଣ  ଲାଗୁଛି, ଏହା କେତେ ଦୂର ଠିକ ? ଛୋଟ ପିଲା ମାନଙ୍କ ସହ ଏମିତି  ନିର୍ଯ୍ୟାତନା ପାଇଁ କିଏ ଦାଇ ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button