ସ୍ୱାସ୍ଥ୍ୟ

ବାରମ୍ବାର ଚେଷ୍ଟା ପରେ ବି ଗର୍ଭରେ ଛୁଆ ନ ରହିଲେ କରନ୍ତୁ ଏହି ଗୋଟିଏ ଉପାୟ ସବୁ ସମସ୍ୟାର ହେବ ସମାଧାନ ଗ୍ୟାରେଣ୍ଟି

ଏ ଜଗତ ବା ଏ ବିଶ୍ୱ ଭଗବାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ସେ ହିଁ ଜଣେ ବ୍ୟକ୍ତି ଯିଏକି ପ୍ରତ୍ୟେକ ମନୁଷ୍ୟକୁ ଭିନ୍ନ ଓ ନିଆରା ରୂପରେ ଗଢିତଳିଛନ୍ତି । ସମାଜର ନିତୀ ନିୟମକୁ ଯଦି ଆମେ ଦେଖିବୁ ତେବେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏକି ସମସ୍ତ ନିତୀ ନିୟମ ଦ୍ୱାରା ବନ୍ଧା ହୋଇଥାଏ । ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ସମାଜରେ ବସବାସ କରିବା ପାଇଁ କେତେକ ନିତୀ ନିୟମ ମାନି ଚଳିବାକୁ ପଡିଥାଏ । ଏହି ସବୁ ନିତୀ ନିୟମ ନମାନିବା ଦ୍ୱାରା ଆମକୁ ଆନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ

ଆପଣ ମାନେ ଜାଣିଥିବେ କିଛି ବ୍ୟକ୍ତି ଟିକିଏ ସୁଖ ରେ ଜୀବନ ଯାପନ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି କିନ୍ତୁ ସେମାନଙ୍କୁ ସଫଳତା ମିଳିନଥାଏ । ଏହାର କାରଣ ହେଉଛି ସେମାନେ ଅଜାଣତରେ ହେଉ ପଛକେ ସମାଜରେ କେତେକ ରୀତିନୀତିକୁ ଜାଣିନାହାନ୍ତି ବା ଏମିତି କିଛି କାର୍ଯ୍ୟ କରୁଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଆଜି ଆମେ ଆପଣଙ୍କୁ କେତେକ ନୀତି ନିୟମ ବିଷୟରେ ଜଣେଇବୁ , ଯାହାକୁ ଗ୍ରହଣ କରିବା ଦ୍ୱାରା ଆପଣ ନିଜର ସମସ୍ତ ସମସ୍ୟାର ସମାଧାନର ରାସ୍ତା ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

1 . ଅପରିଷ୍କାର କପଡା :-

ଅନେକ ସମୟରେ କିଛି ଲୋକମାନେ ଅପରିଷ୍କାର ବା ମଇଳା କପଡା ପିନ୍ଧିଥାନ୍ତି , ସେମାନଙ୍କ ଠାରେ ପରିଷ୍କାର କରିବା ପାଇଁ ସମୟ ନଥାଏ । କିନ୍ତୁ ଆପଣ ମାନଙ୍କୁ କହି ରଖୁଛୁ କି ଯଦି ଆପଣ ଘର ତଥା ପରିବେଶ ବା ପିନ୍ଧିବା କୋପଡାକୁ ସଫା କରୁ ନାହାନ୍ତି , ତାହେଲେ ଆପଣ କେବେବି ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ନାହିଁ । ତେଣୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ।

2 . ସନ୍ତୁଳା ଖାଦ୍ୟ ଗ୍ରହଣ କରନ୍ତୁ :-

ପୂର୍ବକାଳରେ ଲୋକମାନେ ସନ୍ତୁଳିତ ଖାଦ୍ୟ ସେବନ କରୁଥିଲେ କିନ୍ତୁ ବର୍ତ୍ତମାନ ର ଲୋକମାନେ ଅଧିକ ମସଲା ଯୁକ୍ତ ଖାଦ୍ୟ ସେବନ କରୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ଆପଣ ନିଜ ଖାଦ୍ୟ ସହ ସନ୍ତୁଳା ଖାଦ୍ୟ ସାମିଲ କରନ୍ତୁ ।

3 . ସମାଜର ନୀତିନିୟମ କୁ ଗ୍ରହଣ କରିବା :-

ଆମେ ବାସ କରୁଥିବା ସମାଜରେ କିଛି ନା କିଛି ନୀତିନିୟମ ରହିଥାଏ , ସେହି ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ଶୁଭ ହୋଇଥାଏ । ଆମ ଜୀବନର ସୁଖ ଶାନ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

4 . ଅଭ୍ୟାସକୁ ଗୁରୁତ୍ୱ ଦେବା :-

ବହୁ ଜ୍ଞାନୀ ବ୍ୟକ୍ତିଙ୍କ ମତ ଅନୁସାରେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ନିଜକୁ ଏକ ଅଭ୍ୟାସର ରଖିବାକୁ ହୋଇଥାଏ । ଯେକୌଣସି କାର୍ଯ୍ୟକୁ ନିୟମିତ କରିବା ବା ଏକ ନିର୍ଦ୍ଦିଷ୍ଟ ସମୟରେ କରିବା ଦ୍ୱାରା ଆମକୁ ସଫଳତା ପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button