ବିବାହିତ ମହିଳା ଏବଂ କୁଆଁରୀ ନାରୀ ଏହି ଦିନ କେଶ ଧୋଇଲେ ହୋଇଥାଏ ପାପ !

ବନ୍ଧୁଗଣ ହିନ୍ଦୁ ପରମ୍ପରା ଅନୁଯାଇ ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ପରମ୍ପରା ତଥା ବିଧିବିଧାନକୁ ଗୁରୁତ୍ଵ ଦିଆଯାଇଥାଏ । ବିଶେଷ କରି ଘରର ନାରୀ ମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତାହାର ପ୍ରଭାବ ଶୁଭ କି ଅଶୁଭ ତାହା ବିଚାର କରି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ସେହି ସବୁ କାର୍ଯ୍ୟ ମଧ୍ୟରୁ ମୁଣ୍ଡର କେଶ ଧୋଇବାରେ ମଧ୍ୟ କିଛି କିଛି ନିୟମ ସବୁ ରହିଅଛି । ଯାହାକୁ ସବୁ ଧ୍ୟାନରେ ରଖି ନାରୀ ମାନେ ନିଜ ମୁଣ୍ଡର ବାଳ ଧୋଇବା ଦ୍ଵାରା ଘରକୁ କୌଣସି ପ୍ରକାର ସଙ୍କଟ ଆସିନଥାଏ ।
1- ବୁଧବାର ଦିନ କୁଆଁରୀ ଝିଅ ମାନେ ମୁଣ୍ଡର ବାଳ ଧୋଇବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁଯାଇ ଯଦି କୁଆଁରୀ ଝିଅ ମାନେ ବୁଧବାର ଦିନ କେଶ ଧୋଇଥାନ୍ତି । ତେବେ ସେମାନଙ୍କ ଭାଇ ମାନଙ୍କୁ ଛୋଟ ହେଉ ଅଥବା ବଡ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ତେଣୁ ଯଦି ସମ୍ଭବ ତେବେ ଭୁଲରେ ବି କୁଆଁରୀ ତଥା ଅବିବାହିତା ନାରୀ ମାନେ ବୁଧବାର ଦିନକୁ କେଶକୁ ଧୁଅନ୍ତୁ ନାହିଁ ।
ଟିରେ କୌଣସି ବିବାହିତା ମହିଳା ମୁଣ୍ଡର ବାଳ ଧୋଇବା ଶାସ୍ତ୍ର ମତରେ ଉଚିତ ନୁହେଁ । ନଚେତ ସେହି ମହିଳା ମାନଙ୍କର ସ୍ଵାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ । ଏଥିସହ ସ୍ଵାମୀକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ଏପରିକି ଗୁରୁବାରରେ ପୁରୁଷ ହେଉ ଅବା ନାରୀ ନିଜର ନଖ, ଚୁଟି ଓ ଦାଢି ଏହିସବୁ କାଟିବା ବର୍ଜିତ ଅଟେ ।