ଜୀବନଶୈଳୀ

ସ୍ଵାମୀ ଙ୍କ ଜୀବନକୁ ସ୍ଵର୍ଗ କରି ଦେଇଥାନ୍ତି ଏହି 5ଟି ନାମର ଝିଅମାନେ-Jyotish Shastra

ବନ୍ଧୁଗଣ ଦୁନିଆର ସବୁଠାରୁ ପବିତ୍ର ବନ୍ଧନ ହେଉଛି ବିବାହ । କୁହାଯାଏ ଭଲ ଜୀବନ ସାଥି ଜଣେ ବ୍ଯକ୍ତିର ଜୀବନକୁ ସ୍ଵର୍ଗ ବନାଇଦିଏ । ସଠିକ ଜୀବନସାଥି ଚୟନ କରିବାକୁ ଜ୍ଯୋତିଷ ଶାସ୍ତ୍ରର ସାହାରା ନେବାକୁ ପଡିଥାଏ । କାରଣ ଜ୍ଯୋତିଷ ଶାସ୍ତ୍ର ସାହାର୍ଯ୍ୟରେ ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି 5ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ବିବାହ ପରେ କରିବା ପରେ ପୁଅ ମାନଙ୍କର ଜୀବନ ସ୍ଵର୍ଗ ସମାନ ହୋଇଥାଏ ଏବଂ ଭାଗ୍ୟ ବଦଳି ଯାଇଥାଏ ।

1- C ନାମର ଝିଅମାନେ : C ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନଙ୍କ ଠାରେ ଖାସ ଗୁଣ ରହିଥାଏ । ଏମାନେ ଯେଉଁ ପରିବାରକୁ ଯାଇଥାନ୍ତି ବହୁତ ଭଲ ଭାବେ ସମ୍ଭାଳିଥାନ୍ତି । ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନଙ୍କର ବିଶ୍ଵାସ ଜିତିବା କଷ୍ଟକର ହୋଇଥିଲେ ବି ଏମାନେ କାହାର ବିଶ୍ଵାସ ବହୁତ ଜଲ୍ଦି ଜିଣିଥାନ୍ତି ।

2- G ନାମର ଝିଅମାନେ : ଯଦି ଏହି ନାମର ଝିଅ କେହି ଆପଣଙ୍କ ଜୀବନରେ ଅଛନ୍ତି ତେବେ ଜାଣି ନିଅନ୍ତୁ ସେମାନେ ଶାଶୁଘରର ପରିବେଶ ଖୁସି ପୂର୍ଣ୍ଣ ରଖିଥାନ୍ତି । ଏମାନେ ଆତ୍ମବିଶ୍ଵାସ ମାମଲାରେ ଷ୍ଟ୍ରଙ୍ଗ ହୋଇଥାନ୍ତି । ଏମାନେ ସତ କହିବାକୁ ପସନ୍ଦ କରନ୍ତି । ଧୋକା ଦେବା ବା ମିଛ କହିବା ଏମାନଙ୍କୁ ପସନ୍ଦ ନୁହେଁ । ଏହି ନାମର ବ୍ୟକ୍ତି ଯାହା ଜୀବନରେ ଥାନ୍ତି ସେମାନଙ୍କ ଜୀବନ ସ୍ଵର୍ବ ଭଳି ସୁନ୍ଦର ହୋଇଯାଏ ।

3- J ନାମର ଝିଅମାନେ : ଯେଉଁ ଝିଅଙ୍କର ନାମର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଘରକୁ ବୋହୂ ହୋଇ ଯାଇଥାନ୍ତି ସ୍ଵର୍ଗ ବନାଇ ଦେଇଥାନ୍ତି । ଏମାନେ ନିଜ ସ୍ଵାମୀ ଓ ପରିବାରରର ସଂପୂର୍ଣ୍ଣ କେୟାର ନେଇଥାନ୍ତି । ଏମାନେ ଘର ପରିବାରକୁ କେବେ ଭାଙ୍ଗିବାକୁ ଦିଅନ୍ତି ନାହିଁ ।

4- P ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅମାନେ ବହୁତ ସୁନ୍ଦର ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ସାଥି ଓ ପରିବାରକୁ ଭଲ ଭାବେ ସମ୍ଭାଳିଥାନ୍ତି । ଏମାନେ ଯାହା ଜୀବନରେ ଜୀବନସାଥି ହୋଇଥାନ୍ତି ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରେମରେ ଭରପୁର ରହିଥାଏ । ଏମାନେ ନିଜ ସାଥୀଙ୍କୁ ଗଭୀର ପ୍ରେମ କରିଥାନ୍ତି ଓ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

5- S ନାମର ଝିଅମାନେ : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ଯେଉଁ ବ୍ୟକ୍ତିଙ୍କ ଜୀବନସାଥି ହୋଇଥାନ୍ତି ତାଙ୍କ ଜୀବନକୁ ସ୍ଵର୍ଗ ଭଳି ସୁନ୍ଦର ବନାଇ ଦେଇଥାନ୍ତି । ଏହି ନାମର ଝିଅମାନେ ପରିବାରକୁ ନିଜର ସ୍ଵର୍ଗ ମାନିଥାନ୍ତି । ସମସ୍ତଙ୍କ ଖୁସିର କଦର କରିଥାନ୍ତି । ଏମାନେ ହୃଦୟରୁ ଭଲ ହୋଇଥାନ୍ତି ।

ଏମାନେ କେବେ ବି ଜୀବନ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ । ନିଜ ସାଥି ଓ ଶାଶୁଘର ଲୋକଙ୍କୁ କେମିତି ଖୁସି ରଖାଯିବା ସେ କଳା ଏମାନେ ବେଶ ଭଲ ଭାବେ ଜାଣିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button