ମନୋରଞ୍ଜନ

“ସେ ଯେଉଁ ଝିଅକୁ ବାହାହେବ ସେ କେବେ ବି ଶାନ୍ତି ରେ ରହିପାରିବନି… ମୁଁ ବି ଦେଖିବି ସେ କେଉଁ ସତୀକୁ ବାହା ହେଉଛି” Ranee Panda

ଯେଉଁ ଝିଅକୁ ସେ ବାହା ହେବ, ସେ କେବେବି ଶାନ୍ତିରେ ରହିପାରିବନି… ହଁ ଆଜ୍ଞା ଯାତ୍ରା ଜଗତର ଅଭିନେତ୍ରୀ ଯାହାଙ୍କୁ ସାରା ଓଡିଶାବାସୀ ଜାଣିଛନ୍ତି । ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ଯାତ୍ରା କଳାକାର ରାଣୀ ପଣ୍ଡା । ରାଣୀ ପଣ୍ଡା ମିଡିଆ ସାମ୍ନାରେ ନିଜର ପ୍ରେମ ଜୀବନକୁ ନେଇ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ରାଣୀ ପଣ୍ଡାଙ୍କ କହିବା ଅନୁସାରେ ମୁଁ ଯାହାଙ୍କୁ ନିଜର ମନ ପ୍ରାଣ ଦେଇ ଭଲ ପାଉଥିଲି । ସେ ମୋତେ ଏମିତି ଅଧା ରାସ୍ତାରୁ ହାତ ଛାଡିଦେବ ବୋଲି ଭାବି ନଥିଲି ।

ସେ ପୁଅ ବହୁତ ଭଲ ଥିଲା । ତା’ ର ଆଉ ମୋ ଭିତରେ ଏତେ ଭଲ ପାଇବା ଥିଲା । ମୁଁ ତାକୁ ନେଇ ବହୁତ କିଛି ସ୍ଵପ୍ନ ମଧ୍ୟ ଦେଖି ଦେଇଥିଲି । ହେଲେ ଯେଉଁ ସମାଜ ପାଇଁ ସେ ମୋ ହାତ ଛାଡି ଦେଇ ଚାଲିଗଲା । ମୁଁ ବି ଦେଖିବୀ ସେ କୋଉ ସତୀ ସାବିତ୍ରୀ ଝିଅକୁ ବାହା ହେବ । ସେ ପୁଅ ଯେତେବେଳେ ବି କାହାକୁ ବାହା ହେବ । ସର୍ବ ପ୍ରଥମେ ଆଗ ଖବର ମୋ ପାଖକୁ ହିଁ ଆସିବ । ଆଉ ସେହି ସମୟରେ ମୁଁ ବି ଦେଖିବୀ, ସେ ମୋତେ ଛାଡି ଅନ୍ୟ କେଉଁ ସତୀକୁ ବେଦୀ ଉପରେ ବସି ବାହା ହେଇପାରୁଛି ।

ତେବେ ଅଭିନେତ୍ରୀ ରାଣୀ ପଣ୍ଡା ନିଜର କ୍ଯାରିଅରକୁ ନେଇ ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ଯେ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ଯାତ୍ରାଟି ମୋର ଜୀବନ ଉପରେ ଆଧାରିତ ହୋଇକି ହୋଇଛି । ଦର୍ଶକ ମଧ୍ୟ ସେ ଯାତ୍ରାକୁ ଦେଖିବାକୁ ଆସିବା ସହ ପ୍ରଚୁର ପରିମାଣରେ ମୋତେ ଭଲ ପାଇବା ଦେଉଛନ୍ତି । ହେଲେ କ୍ଯାରିଅର କଥା କହିବାକୁ ଗଲେ ।

ଆଉ 2 ରୁ 3 ବର୍ଷ ପରେ ମୋ ଲାଇଫକୁ ସେଟଲ କରିନେବା ପରେ ଯାତ୍ରା ଠାରୁ ଦୂରେଇ ଜୀବି ବୋଲି ଭାବିଛି । ପରେ ଅନ୍ୟ କିଛି ଫିଲ୍ମ, କି ସିରିଏଲ ଏଭଳି କିଛି ପ୍ରୋଗ୍ରାମ କରି ନିଜର ଗୁଜୁରାଣ କରିବି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button