ଜୁଲାଇ 17 ଚିତାଲାଗି ଅମାବାସ୍ୟା 500 ବର୍ଷ ପରେ ମହାସଂଯୋଗ, ଏହି 8ଟି ରାଶି ହେବେ ମଲାମାଲ

ବନ୍ଧୁଗଣ ଗ୍ରହ ମାନଙ୍କର ଚଳନ କାରଣରୁ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ନିଶ୍ଚିନ୍ତ ଆସିଥାଏ । ଯେଉଁ ବି ରାଶିଙ୍କ ଉପରେ ଗ୍ରହଙ୍କର ସ୍ଥିତି ଠିକ ରହିଥାଏ ସେମାନଙ୍କ ଜୀବନରେ ପଜେଟିଭ ପ୍ରଭାବ ପଡିଥାଏ । କିନ୍ତୁ ଯେବେ ବି ରାଶିଙ୍କ ଉପରେ ଗ୍ରହର ସ୍ଥିତି ପ୍ରତିକୂଳ ରହିଥାଏ ସେମାନଙ୍କୁ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଏଥିପାଇଁ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ଅଧିକ ମହତ୍ଵ ରହିଥାଏ ।
ଜ୍ଯୋତିଷ ଅନୁଯାୟୀ ଏହି ଶ୍ରାବଣ ମାସରେ ପଡୁଅଛି 17 ଜୁଲାଇ ସୋମବାର ଦିନ ଚିତାଲାଗି ଅମାବାସ୍ୟା । ଯେଉଁଥି ପାଇଁ 8ଟି ରାଶିଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ । ଏହି ରାଶିଙ୍କ ଉପରେ ଭଗବାନ ଶିବ ଙ୍କ କୃପା କାରଣରୁ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ଏବ । ବ୍ୟାପାରୀ ମାନେ ଅଧିକ ଧନ ଲାଭ କରିବେ । କିଛି ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ ।
ନିଜର ବୁଦ୍ଧିମତା କାରଣରୁ ଆପଣ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବେ । ଶିଳ୍ପ, ବାଣିଜ୍ୟ, ରମଣ କ୍ଷେତ୍ରର ବ୍ୟକ୍ତି ଏବଂ ଗୋଡି, ବାଲି ଓ ସିମେଣ୍ଟ ବ୍ୟାପାରୀଙ୍କୁ ଏହି ମାସରେ ସବୁଠାରୁ ଅଧିକ ଧନ ଲାଭ ହେବ । ଭୋଳାନାଥ ଙ୍କ କୃପା କାରଣରୁ ଉନ୍ନତି ର ନୂଆ ନୂଆ ଅବସର ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ । ଶତ୍ରୁ ମାନେ ଆପଣଙ୍କର ପରାଜିତ ହେବେ ।
ପାରିବାରିକ ଶାନ୍ତି ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ମହିଳା ମାନେ ସୁଖରେ ଜୀବନଯାପନ କରିବେ । ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିବେ । ଆପଣ ଯେଉଁ ବି କର୍ମ କ୍ଷେତ୍ରରେ ଅଛନ୍ତି ସେଥିରେ ଲାଭବାନ ରହିବେ । ଆପଣଙ୍କର ଧନ ପ୍ରାପ୍ତିର ଯୋଗ ଅଛି । ବନ୍ଧୁ ମାନଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ।
କୌଣସି ବନ୍ଧୁ ଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ପ୍ରାପ୍ତ ହେବ କିମ୍ବା କୌଣସି ବନ୍ଧୁଙ୍କ ସହଯୋଗ କାରଣରୁ ଆପଣଙ୍କୁ କ୍ଯାରିୟର କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ଏବ । ନୂତନ ଅର୍ଥ ଲାଭର ସୁଯୋଗ ଆସିବ । ନୂତନ ପଦାର୍ଥ କ୍ରୟ କରିବେ । ପାରିବାରିକ ଶାନ୍ତି ବଜାୟ ରହିବ । ଜୀବନସାଥିଙ୍କ ସହଯୋଗ ପାଇବେ । ଅଧୁରା କାମ ପୁରା ହେବ । ସାମାଜିକ କାମରେ ସଫଳତା ପ୍ରାପ୍ତ କରିବେ ।
ସରକାରୀ କାର୍ଯ୍ୟ ରେ ସାହାର୍ଯ୍ୟ ର ପ୍ରାପ୍ତି ହେବ । ଉନ୍ନତିର ନୂଆ ରାସ୍ତା ଖୋଲିବ । ପ୍ରଭୁଙ୍କ ପ୍ରତିଷ୍ଠା ବଢିବ । ବ୍ୟାପାରରେ ଲାଭ ପାଇଁ ସୁଯୋଗ ପାଇବେ । ଆପଣ ଧର୍ମ କାର୍ଯ୍ୟରେ ଆଗ୍ରହୀ ହେବେ । ଦୁଃଖି ଲୋକଙ୍କୁ ସାହାର୍ଯ୍ୟ କରିବେ । ଅବରୋଧ ହୋଇଥିବା କାମ ସମ୍ପନ୍ନ ହେବ । ଶାରୀରିକ ଦୃଷ୍ଟିରୁ ଏହି ସମୟ ବହୁତ ଭଲ ରହିବାର ଅଛି ।
ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ମକର ଓ କୁମ୍ଭ ରାଶି ।