ଦେଶ ବିଦେଶ

ବୈଜ୍ଞାନିକ ତଥ୍ୟ ହାସଲ କରୁଛି ‘ଆଦିତ୍ୟ ଏଲ-୧’ – Utkal Mail


ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-୧’ ଅନ୍ତରୀକ୍ଷ ଯାନ ବୈଜ୍ଞାନିକ ତଥ୍ୟ ଏକତ୍ରିତ କରିବାରେ ଲାଗିଛି । ଏହି ତଥ୍ୟ ପୃଥିବୀର ଚାରିପଟେ ଥିବା କୋଣର ବ୍ୟବହାରକୁ ବିଶ୍ଳେଷଣ କରିବାରେ ବୈଜ୍ଞାନିକଙ୍କୁ ସାହଯ୍ୟ କରିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଇସ୍ରୋର କହିବାନୁସାରେ, ଭାରତର ପ୍ରଥମ ସୋଲାର ପର୍ଯ୍ୟବେକ୍ଷକରେ ଲାଗିଥିବା ସେନ୍ସର ପୃଥିବୀରୁ ୫୦ ହଜାର କିମିରୁ ଅଧିକ ଦୂରତାରେ ଥିବା ଆୟନ ଓ ଇଲେକଟ୍ରୋନକୁ ମାପିବା ଆରମ୍ଭ କରିଦେଇଛି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button