Love Quiz- ଆପଣଙ୍କ ହୃଦୟରେ କିଏ ରହିଛନ୍ତି ? ଆମେ କହିବୁ ତାଙ୍କର ନାମ ! Choose One Number

ପୁଅ ହେଉ ଅବା ଝିଅ ସମସ୍ତଙ୍କ ହୃଦୟରେ କେହି ନା କେହି ଜଣେ ରହିଥାଏ । ଯାହାଙ୍କୁ ଆପଣ ହୃଦୟରୁ ଭଲ ପାଇଥାନ୍ତି । ହେଲେ ଆପଣଙ୍କ ହୃଦୟ ବର୍ତ୍ତମାନ କାହା କଥା କହୁଛି । ଆପଣଙ୍କ ହାର୍ଟରେ ଏବେ କିଏ ଅଛନ୍ତି ? ତାହା ଆମେ ଆପଣ ଙ୍କୁ କହିଦେବୁ । ସେଥିପାଇଁ ଆପଣଙ୍କୁ 1, 2, 3, 4 ଓ 5 ଏହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ଚୁଜ କରି ନିଅନ୍ତୁ । ଆମେ କହିବୁ ଆପଣଙ୍କ ହାର୍ଟରେ କିଏ ସେହି ସ୍ପେଶାଲ ଲୋକ ଅଛନ୍ତି ?
1-ଯେଉଁ ମାନେ ନମ୍ବର 1 କୁ ଚୁଜ କରିଛନ୍ତି । ସେମାନଙ୍କୁ ଆମେ ଏଠାରେ କହିବା ପାଇଁ ଯାଉଛୁ । ଆପଣଙ୍କ ହୃଦୟରେ ବର୍ତ୍ତମାନ ସମୟରେ ଆପଣଙ୍କର ଜଣେ ବହୁତ ସ୍ପେଶାଲ ପର୍ଶନଟି ରହିଛନ୍ତି । ସେ ହୁଏତ ଆପଣଙ୍କର ଗାର୍ଲଫ୍ରେଣ୍ଡ ବା ବୟ ଫ୍ରେଣ୍ଡ ହୋଇପାରନ୍ତି । ଯାହାଙ୍କୁ ଆପଣ ବହୁତ ଭଲ ପାଆନ୍ତି ।
2-ଯେଉଁ ମାନେ ନମ୍ବର 2 କୁ ବାଛିଛନ୍ତି । ସେମାନଙ୍କୁ ଆମେ ଏଠାରେ କହିବା ପାଇଁ ଚାହୁଁଛୁ । ଆପଣଙ୍କର ହାର୍ଟରେ ବର୍ତ୍ତମାନ ଆପଣଙ୍କର କ୍ରଶ ରହିଛନ୍ତି । ଯାହାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି । ହେଲେ ଆପଣଙ୍କ ମନ କଥା ତାଙ୍କୁ ଆପଣ କହି ପାରୁନାହାନ୍ତି । ହେଲେ ହୃଦୟରୁ ତାଙ୍କ କଥା ଭାବୁଛନ୍ତି ।
3-ଯେଉଁ ମାନେ ନମ୍ବର 3 କୁ ବାଛିଛନ୍ତି । ସେମାନଙ୍କ ହୃଦୟରେ ବର୍ତ୍ତମାନ ତାଙ୍କ ବାପା ଓ ମାଆ ରହିଛନ୍ତି । କାରଣ ଆପଣ ମାନେ ନିଜର ବାପା ଓ ମାଆ ଙ୍କୁ ବହୁତ ହିଁ ଭଲ ପାଆନ୍ତି । ଯାହାଙ୍କୁ ଆପଣ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି । ସେମାନେ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଆନ୍ତି ।
4-ଯେଉଁ ମାନେ ନମ୍ବର 4 କୁ ବାଛିଛନ୍ତି । ଆପଣଙ୍କ ହୃଦୟରେ ଆପଣଙ୍କ ବେଷ୍ଟଫ୍ରେଣ୍ଡ ରହିଛନ୍ତି । ଯାହାଙ୍କୁ ଆପଣ ଆପଣଙ୍କର ହୃଦୟରୁ ଭଲ ପାଆନ୍ତି । ସେ ମଧ୍ୟାପନଙ୍କ ସାଥିରେ ସବୁବେଳେ ରହିଥାନ୍ତି । ଆପଣ ଉଭୟଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଛି ।
5-ଯେଉଁ ମାନେ ନମ୍ବର 5 କୁ ବାଛିଛନ୍ତି । ସେମାନଙ୍କ ହୃଦୟରେ ବରତ୍ତାନ ସମୟରେ ତାଙ୍କର ଅତି ପ୍ରିୟର ଭାଇ କିମ୍ବା ଭଉଣୀ ରହିଛନ୍ତି । କାରଣ ଆପଣ ନିଜ ଭାଇ ଓ ଭଉଣୀ ମାନଙ୍କୁ ବହୁତ ଭଲ ପାଇବା ସହ ତାଙ୍କୁ ସ୍ନେହ କରନ୍ତି । ଏହି ଦୁନିଆରେ ସବୁ ସମ୍ପର୍କ ଠାରୁ ଭାଇ ଓ ଭଉଣୀର ସମ୍ପର୍କ ଏକ ନିଆଡ଼ା ସମ୍ପର୍କ ଅଟେ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏଥିସହ ଆପଣଙ୍କ ହୃଦୟରେ ବର୍ତ୍ତମାନ କିଏ ରହିଛନ୍ତି ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ