ଜୀବନଶୈଳୀ

ରାତିରେ ଆସିକି ଶହେ ଶହେ ରେ ଖେଳ ଦେଖନ୍ତୁ କେମିତି ଭିଡିଓ ହେଲା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ହେଲେ ଏବେ ସୋସିଆଲ ମିଡିଆ ଦୁନିଆରେ ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି। ଖାସ କରି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି।
ଆପଣମାନେ ଜାଣିଛନ୍ତି ଅନେକ ସମୟରେ ପ୍ରେମୀ ଯୁଗଳ କେଉଁଆଡେ଼ କାହାକୁ କିଛି ନ କହି ବୁଲିବା ପାଇଁ ଚାଲି ଯାଇଥାନ୍ତି। ପରିବାର ଲୋକମାନେ ପଚାରିଲେ ବି ସାଙ୍ଗ ନାମ କହି ମିଛ କହିଥାନ୍ତି।
ଏବଂ ପ୍ରେମିକଙ୍କ ସହିତ ବୁଲିବା ପାଇଁ ଚାଲି ଯାଇଥାନ୍ତି। କେତେବେଳେ ସିନେମା ଦେଖିବା ପାଇଁ ଯାଇଥାନ୍ତି। ଆଉ କେତେବେଳେ ଦୂର ଦୂର ଜାଗା ବୁଲିବା ପାଇଁ ଯାଇଥାନ୍ତି ବୋଲି ଦେଖିଥିବେ।
ତେବେ ବନ୍ଧୁଗଣ ଅନେକ ସମୟରେ ଦେଖିଥିବେ ଯୁବକ ଆଉ ଯୁବତୀ ପ୍ରେମ କରିବା ପାଇଁ ଜଙ୍ଗଲ ଯାଇଥାନ୍ତି। ଏହିଭଳି ଏକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଠି ଜଣେ ଯୁବତୀ ପ୍ରେମରେ ମଜା ନେଉଥିବା ବେଳେ ତାଙ୍କୁ ସଜା ମିଳିଛି। ଜଙ୍ଗଲ ଭିତରେ ଜଣେ ଯୁବତୀ ନିଜ ପ୍ରେମିକା ସହ ରା-ସ-ଲୀ-ଳା କରୁଥିବା ସମୟରେ ଧରା ପଡିଛନ୍ତି।
ବନ୍ଧୁଗଣ ଜଙ୍ଗଲକୁ ଆସି ଫସି ଗଲେ ଦୁଇଜଣ ପ୍ରେମୀ ଯୁଗଳ। ଏବଂ ଜଙ୍ଗଲ ଭିତରେ ଏକାଠି ହୋଇ କରୁଥିଲେ ଖେଳ। ଯୁବତୀ ଜଣଙ୍କ ନ-ଗ୍ନ ଅବସ୍ଥାରେ ସୋଇଥିବା ସମୟରେ ଧରା ପଡି ଯାଇଛନ୍ତି।
ଖରାପ କାମ କରିବା ସମୟରେ ସେତିକି ବେଳେ ଗ୍ରାମବାସୀ ମାନେ ଚାଲି ଆସିଥିଲେ। ଏବଂ ତାଙ୍କର ଭିଡିଓ ରେକର୍ଡ କରିଥିଲେ। ଏବଂ ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ। ଯାହାଫଳରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Leave a Reply

Your email address will not be published. Required fields are marked *

Back to top button