ସ୍ୱାସ୍ଥ୍ୟ

କାହିଁକି ମୁଣ୍ଡ ବିନ୍ଧା ହୁଏ , ଏବଂ ଏହାର ଉପଚାର କେମିତି କରିବେ ଆସନ୍ତୁ ଜାଣିବା

ବନ୍ଧୁଗଣ ସବୁ ମଣିଷ ଜିବନ ରେ କିଛି ନା କିଛି ସମସ୍ୟା ମାନ ରହିଥାଏ ତାହା ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା । ଏହି ସବୁ ଆମର ମୁଣ୍ଡ ବିନ୍ଧା ର କାରଣ ହୁଏ । ସେହି ପରି ବେଳେ ଯଦି ବ୍ରେନ ଚ୍ୟୁମର , ବ୍ରେନ୍ ଷ୍ଟୋକ୍ , ଭଳି ସମସ୍ୟା ରହି ଥିଲେ ନିଶ୍ଚିତ ଭାବେ ଆପଣ ମାନେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଆପଣ ମାନେ ଦେଖିବା ପାଇଁ ପାଇବେ । ସେହି ପରି ଅଧିକାଶଂ ସମୟ ରେ ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା । ତେଲ ମସଲା ଯୁକ୍ତ ଖାଦ୍ୟ ସେବନ କରିବା ।Headache

ଏବଂ ରାତ୍ରି ଅନିଦ୍ରା ରହିବା ଜଙ୍ଗ୍ ଫୁଡ୍ , ଚକଲେଟ୍ , ଅଧିକ ସାଉଣ୍ଡ ଆପଣ ମାନଙ୍କ ମୁଣ୍ଡ ବିନ୍ଧାର ମୂଖ୍ୟ କାରଣ ହୋଇଥାଏ । ଏବଂ ଯଦି ଆପଣ ମାନଙ୍କୁ ଥରେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ହୁଏ ତେବେ 4 ରୁ 72 ଘଣ୍ଟା ପର୍ଯ୍ୟନ୍ତ ହୁଏ । ଏହି ମୁଣ୍ଡ ବିନ୍ଧା ବହୁତ କଷ୍ଟ ଦିଏ ହେଲେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ର ଲକ୍ଷ୍ୟଣ ସାଧାରଣ ଅଟେ । ଏହି ମାଇଗ୍ରେନ୍ ମୁଣ୍ଡ ବିନ୍ଧା ଦ୍ୱାରା ବ୍ୟକ୍ତି ର ହାତ ଗୋଡ ଝିମ ଝିମ୍ ହେବା ଭଳି ସମସ୍ୟା ଦେଖିବା ପାଇଁ ମିଳେ ଯଦି ଆପଣ ମାନଙ୍କୁ ଗୋଟିଏ ଦିନ ରୁ ଅଧିକ ସମୟ ଧରି ମୁଣ୍ଡ ବିନ୍ଧା ହୁଏ ।

ତେବେ ଏପରି ସ୍ଥଳ ରେ ଏହାକୁ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ସିଭିୟର ବୋଲି କୁହାଯାଏ । ଯଦି କୈଣସି ଖାଦ୍ୟ ର ସେବନ , ଲାଇଟ୍ , ବା ସାଉଣ୍ଡ ପାଇଁ ଏମିତି ହୁଏ ତେବେ ସେହିଠାରୁ ଆପଣ ଦୂରେଇ ରୁହନ୍ତୁ । ସେହି ପରି ଦୁଇ ରେ ହେଲା ନିଜର ଡାଏଟ୍ କୁ ପରିବର୍ତନ କରିବା ବା ଯୋଗ ପ୍ରାଣାୟମ୍ କରିବା ଆପଣ ମାନଙ୍କ ମୁଣ୍ଡ ବିନ୍ଧା କୁ ଦୂର କରି ପାରେ ।headache

ହେଲେ ଏମିତି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ମୁଣ୍ଡ ବିନ୍ଧା ସମସ୍ୟା ପ୍ରତି ମାସ ରେ 3 ରୁ 4 ଦିନ ଲାଗି ରହେ ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ବହୁତ ସମୟ ରେ ଆମେ ମାନେ ମୁଣ୍ଡ ବିନ୍ଧା ପାଇଁ ପେନ କିଲିୟର ନିଅନ୍ତି ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ନେଲେ ଶରୀର ପାଇଁ ବହୁତ କ୍ଷେତି କାରକ ସାବ୍ୟସ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button