କ୍ରାଇମ

Naba Dasଙ୍କ ହତ୍ୟା ପଛରେ ଅଛି କି Gopalର ଭାଇ ! ଏହି ସବୁ ଦିଗ ଦର୍ଶାଉଛି ଏଥିରେ ସାମିଲ ଅଛି Gopalର ଭାଇ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠାରୁ ବଡ ବ୍ରେକିଙ୍ଗ ନ୍ଯୁଜ ହେଉଛି ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା-କା-ଣ୍ଡ ମାମଲା । ଯାହାକୁ ନେଇ ଏବେ ସାରା ଓଡିଶା ଖାଲି ଉଠୁଛି ପଡୁଛି । ନବ ଦାସ ଙ୍କ ମୃ-ତ୍ୟୁ ପଛରେ କଣ କାରଣ ଥାଇପାରେ ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଅନେକ ତଥ୍ୟ ସାମ୍ନା କୁ ଆସୁଛି ।

ତେବେ ନବ ଦାସ ଙ୍କୁ ହ- ତ୍ୟା କରିଛନ୍ତି ଏଏସଆଇ ଗୋପାଳ ଚନ୍ଦ୍ର ଦାସ ଯାହାକୁ ନେଇ ଏବେ ଚାରି ଆଡେ ବିବାଦ ଆଉ ଚର୍ଚ୍ଚା ଲାଗି ରହିଛି । ତେବେ ମନ୍ତ୍ରୀ ନବ ଦାସ ଙ୍କୁ guli kanda ଘଟଣାରେ ମୁଖ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଭାଇ ଙ୍କୁ ନେଇ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ପୁରା ଘଟଣା ପଛରେ ସତ୍ୟ ନାରାୟଣ ଙ୍କ ହାତ ଥିବା ସନ୍ଦେହ କରା ଯାଉଛି ।

କାରଣ ଜେରା ଆରମ୍ଭରୁ ପୋଲିସ ସତ୍ୟ ନାରାୟଣ ଙ୍କୁ ଉଠାଇ ନେଇଛନ୍ତି । ଯଦି ସତ୍ୟ ନାରାୟଣ ଙ୍କ ସହ ଏହା କୌଣସି ସମ୍ପର୍କ ନାହି ତେବେ ପୋଲିସ ପଚରା ଉଚରା ର ମାତ୍ର କେତେ ଘଣ୍ଟା ପରେ କାହିଁକି ଉଠାଇ ନେଲା ? ଗୋପାଳ ଙ୍କ ସ୍ତ୍ରୀ ପରିବାରକୁ ପଚରା ଉଚରା କରିବା ପୂର୍ବ ରୁ ତାଙ୍କୁ କାହିଁଙ୍କି ଜେରା କରୁଛି ପୋଲିସ ?

ସ୍ତ୍ରୀ ଓ ପରିବାର ଥାଉ ଥାଉ ବଡ ଭାଇ କୁ କାହିଁଙ୍କି ମେଡିକାଲ ରିପୋର୍ଟ ସବୁ ଆଣିବାକୁ କହି ଥିଲା ପୋଲିସ ? କ୍ରାଇମବ୍ରାଞ୍ଚ କୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ guli mada ପୂର୍ବରୁ ଗୋପାଳ ନିଜ ବଡ ଭାଇ ସତ୍ୟ ନାରାୟଣ ଙ୍କ ସହ ଫୋନ ଯୋଗେ କଣ କଥା ହୋଇଥିଲେ ଆଉ ପୁରା ଘଟଣା ବିଷୟରେ ସେ ଜଣାଇଛନ୍ତି କି ଅହକୁ ନେଇ ଏବ ଚର୍ଚ୍ଚା ହେଉଛି ।

ଗୋପାଳ ଏଭଳି କା-ଣ୍ଡ ଘଟାଇବେ କଣ ଏ ବିଷୟରେ ସତ୍ୟ ନାରାୟଣ କିଛି ଜଣାଇଥିଲେ କି ? ଗତ କାଲି ଠାରୁ ପୋଲିସ ସତ ନାରାୟଣ ଙ୍କୁ ଜେ-ରା କରୁଥିବା ବେଳେ କଣ ରହିଛି କିଛି ସୁରାଗ ମିଳିଥାଇ ପାରେ । ସେପଟେ ସତ୍ୟ ନାରାୟଣ ଗତ 4 ତାରିଖ ରେ ଝାରସୁଗୁଡା ରେ ଏକ ହୋଟେଲ ଖୋଲିଥିଲେ  ପୂର୍ବ ରୁ ବିଏମସି ରେ କାମ କରୁଥିବା ସତ୍ୟ ନାରାୟଣ ହଠାତ ଝାରସୁଗୁଡା ଯାଇ ହୋଟେଲ ଖୋଲିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏଭଳି ଅନେକ ପ୍ରଶ୍ନ ଏବେ ସ-ନ୍ଦେ-ହ ଘେର ରେ ରହିଛି ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଦେଖାଯାଏ ଆଗକୁ ଏହି ମାମଲା ର ଆଉ କେଉଁ କେଉଁ ତଥ୍ୟ ସାମ୍ନା କୁ ଆସୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button