ବିଚାର

ବାବୁଶାନ ମହାନ୍ତିଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇ ଯିବେ

ଆପଣ ମାନେ ସମସ୍ତେ ବାବୁଶାନଙ୍କ ଚଳଚିତ୍ର ନିଶ୍ଚୟ ଦେଖିଥିବେ ବର୍ତମାନ ଓଲିଉଡ ଦୁନିଆ ଉପରେ ବାବୁଶାନ ବହୁତ ପ୍ରଚଳିତ ଅଛନ୍ତି । ବାବୁଶାଙ୍କ ବୟସ ୩୦ ବର୍ଷ ଅଟେ ଓ ସେ ଉତ୍ତମ ମୋହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ଓ ସ୍ତ୍ରୀଙ୍କ ନାମ ତୃପ୍ତି ଶତପଥି । ବାବୁଶାନଙ୍କୁ ବହୁତ ଦର୍ଶକ ମାନେ ପସନ୍ଦ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ ବାବୁଶାନଙ୍କ ନିଜି ଜୀବନ, ସମ୍ପତ୍ତି ଓ ଅନ୍ୟ କିଛି କଥା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ବୋଲି ମନେ କରୁଛୁ ।

Image Courtesy: Google

ବାବୁଶାନ ଉତ୍ତମ ମହାନ୍ତି ପୁଅ ହେଲେ ମଧ୍ୟ ତାଙ୍କୁ ଓଡିଆ ଚଳଚିତ୍ର ଦୁନିଆରେ ହରପଟନାୟକ ଆଣିଥିଲେ ତେବେ ବାବୁଶାଙ୍କ ପ୍ର୍ତାହମ ଚଳଚିତ୍ର ଥିଲା ରୋମିଓ ଦ ଲଭର ବୟ । ବାବୁଶାନ ବହୁତ ଭଲ ପ୍ଲେ ବ୍ୟାକ ଗାୟକ ମଧ୍ୟ ଅଟନ୍ତି, ସେ ବର୍ତମାନ ପର୍ଯ୍ୟନ୍ତ ୩୭ଟି ଚଳଚିତ୍ର କରିଛନ୍ତି ଯେଉନଥିରୁ ୨୩ଟି ଫିଲ୍ମ ରିମେକ କରିଛନ୍ତି, ଯେମିତିକି ତେଲୁଗୁ, ମଲ୍ୟାଲମ ଓ ଅନ୍ୟ ଭାଷା ଚଳଚିତ୍ରକୁ ଓଡିଆରେ ବନେଇଛନ୍ତି ।

Image Courtesy: Google

ବାବୁଶାନ ଓ ତୃପ୍ତି ଛୋଟ ବେଳ ସାଙ୍ଗ ଅଟନ୍ତି ତେବେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା ପରେ ଦୁହେଁ ବିବାହ କରିଥିଲେ । ବାବୁଶାନଙ୍କ ପାଖରେ ଗୋଟେ ୬୦ ଲକ୍ଷ ଟଙ୍କା ର ଓଡି କାର ଅଛି ଓ ବାଲନଟସନ ର ଗୋଟେ ୭୦ ଲକ୍ଷ ଟଙ୍କା ବାଇକ ମଧ୍ୟ ଅଛି । ତାଙ୍କ ଟୋଟାଲ ସମ୍ପତି ୪୦ କୋଟି ଟଙ୍କା ର ଅଟେ, ଗୋଟେ ଚଳଚିତ୍ର ପାଇଁ ବାବୁଶାନ ୩୦ରୁ ୩୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଓ ଗୋଟେ ଗୀତ ଗାଇବା ପାଇଁ ସେ ୩ରୁ ୫ ଲକ୍ଷ ଡିମାଣ୍ଡ କରନ୍ତି । ଆପଣ ବହୁତ ଏଡରେ ମଧ୍ୟ ବାବୁଶାନଙ୍କୁ ଦେଖିଥିବେ ତେବେ ବାବୁଶାନ ଗୋଟେ ଏଡ ପାଇଁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

Image Courtesy: Google

ବାବୁଶାନ ନିଜ ପରିବାର ଓ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାନ୍ତି, ବାବୁଶାନ ଅଧିକ ବୁଲାବୁଲି କରିବା ପସନ୍ଦ କରନ୍ତି । ତେବେ ବାବୁଶାନ ଆଜିକାଲି ଚଳଚିତ୍ର ଦୁନିଆ ଉପରେ ରାଜ କରୁଛନ୍ତି ପ୍ରାୟତଃ ଫିଲ୍ମ ବାବୁଶାନଙ୍କୁ ପ୍ରାପ୍ତ ଅଛି ସେ ବର୍ତମାନ ବହୁତ ବୀଜୀ ଥିଲେ କିନ୍ତୁ ଲକଡାଉନ ପାଇଁ ତାଙ୍କୁ ନିଜ ପରିବାର ସହ ସମୟ ବିତେଇବା ପାଇଁ ସମୟ ପ୍ରାପ୍ତ ହୋଇଛି ଯାହାକୁ ସେ ନିଜ ପରିବାର ସହ ବିତେଇବା ପସନ୍ଦ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button