ବିଚାର

ଘର ର ମୁଖ୍ୟ ଦ୍ୱାରରେ କରନ୍ତୁ ଏହି କାମ , ସର୍ବଦା ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିବ

ଆମ ଜୀବନରେ ଅର୍ଥ ଏକ ଏମିତି ଆବଶ୍ୟକ ଉପାଦାନ ଯାହା ବିନା ଜୀବନ କଳ୍ପନା କରିବା ଭାରି କଷ୍ଟ ।ପ୍ରତି କ୍ଷେତ୍ରରେ ଆଉ ଯେକୋୖଣସି କାର୍ଯ୍ୟ ବେଳେ ଅର୍ଥ ନିତାନ୍ତ ଜରୁରୀ ଅଟେ ।ଆଜିର ଦୁନିଆରେ ବିନା ଅର୍ଥରେ ଜୀବନ କଳ୍ପନା କରିବା ବ୍ୟର୍ଥ ।ତେବେ କିନ୍ତୁ କାହା ପାଖରେ ଅର୍ଥର ଅଭାବ ନାହିଁ ତ କାହା ଜୀବନ ବିନା ଅର୍ଥରେ ଦୁଃଖରେ ବିତି ଥାଏ ।ତେବେ ଏହା ନିଜର କର୍ମ,ରାଶି ନକ୍ଷତ୍ର ଉପରେ ନିର୍ଭର କରିଥାଏ ।

ତେବେ ବାସ୍ତୁ ଶାସ୍ତ୍ରରେ ଧନର ଅଭାବ କାହିଁକି ହୁଏ ଓ ତାର ନିରାକରଣ ବିଷୟରେ ବର୍ଣ୍ଣନା କରାଯାଇଛି ।ତେବେ ଆମ କର୍ମ ନିର୍ଭର କରେ କି ଆମ ପାଖରେ ଅର୍ଥ ରହିବ କି ନାହିଁ ତେବେ ଆଜି ଆଜି ଆପଙ୍କୁ 5ଟି ଉପାୟ କହିବୁ ଯାହା ଏହି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।ଯାହାକୁ ମାନିଲେ ଆପଣଙ୍କୁ ଘରେ କେବେ ଅର୍ଥ ଜନୀତ ସମସ୍ୟା ରହିବ ନାହିଁ ।ତେବେ ଜାଣି ରଖନ୍ତୁ ସେହି 5ଟି ନିରାକରଣ କଣ କଣ ।

1.ଯେତେବେଳେ ବି ଆପଣଙ୍କ ଘରେ ଅଭାବ ଅନଟନ ଦେଖା ଯାଉଛି ଅଧନ ଉପାର୍ଜନ କଲେ ବି ଘରେ ରହୁ ନାହିଁ ସମୟରେ ନିଜ ଘରର ମୁଖ୍ୟ ଦ୍ୱାର ଆଗରେ ଗୋଟିଏ ଚାନ୍ଦିର ତାର ଆଣି ତାହାକୁ ଗୋଟିଏ କଡ଼ରୁ ଅନ୍ୟ କଡ଼ ଯାଏ ପୋତି ଦିଅନ୍ତୁ ।ଦେଖିବେ ଏହାପରେ ଆପଣଙ୍କ ପାଖରେ ଯେଉଁ ଅଭାବ ରହୁଥିଲା ତାହା ଦୂର ହେଇଯିବ ଓ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।

2.ଘରର ମୁଖ୍ୟ ଦ୍ୱାର ଆଗରେ ଗଣେଶ, କୁବେର ବା ସ୍ୱସ୍ତିକ ର ଫୋଟ ଲଗେଇବା ଦରକାର ।ଏହା ଦ୍ବାରା ଘରେ କେବେ ଢ଼ଂର ଅଭାବ ରହେ ନାହିଁ, ଘରୁ ନକରାତ୍ମକ ଦୂର ହେଇଥାଏ ଓ ଘରେ ସବୁବେଳେ ଆନନ୍ଦ ପ୍ରମୋଦ ର ମାହଲ ଲାଗି ରହିଥାଏ ।

3.ମନେ ରଖିବେ ବନ୍ଧୁମାନେ ଆପଣଙ୍କ ଘରର ରୋଷେଇ ଘରେ ଥିବା ଚୁଲି ସବୁବେଳେ ପୂର୍ବ ଦିଗରେ ରହିବା ଉଚିତ ଆଉ ଯଦି ଏହି ଚୁଲି ଦକ୍ଷିଣ ଦିଗରେ ରହିଥାଏ ତେବେ ଘରେ କେବେ ଉନ୍ନତି ହୁଏ ନାହିଁ ।କିନ୍ତୁ ପୂର୍ବ ଦିଗରେ ଥିଲେ ତାହା ଯୋଗୁ ସବୁବେଳେ ସକରାତ୍ମକ ବାତାବରଣ ତିଆରି କରିଥାଏ ।

4.ଧାନ,ଗହମ,ମାଣ୍ଡିଆ,କଳା ରାଶି,ମୁଗ ଓ ଶୋରିଷ କୁ ଗୋଟିଏ ଭଲ କପଡ଼ାରେ ବାନ୍ଧି ଘରର ସବୁ ରୁମରେ ରଖନ୍ତୁ ।ତେବେ ଏହା କଲେ ଘରେ କେବେ ଅନ୍ନର ଅଭାବ ଦେଖିବାକୁ ମିଳି ନଥାଏ ।ଆଉ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ ।

5.ପ୍ରତିଦିନ ସକାଳୁ ଘରର ମୁଖ୍ୟ ଦ୍ୱାର କୁ ଭଲ କରି ଧୋଇ ପରିଷ୍କାର କରନ୍ତୁ ।ଏହାଦ୍ୱାରା ଘରର ବାତାବରଣ ଭଲ ରହିଥାଏ ।ସୁଖ ଶାନ୍ତି ଓ ସମୃଦ୍ଧି ଘରକୁ ଆସିଥାଏ ଓ ଧନର ଆଗମନ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button