ବିଚାର

ଏହି ୪ଟି କାମ ସାରିବା ପରେ ନିଶ୍ଚିତ କରନ୍ତୁ ସ୍ନାନ ନଚେତ ଲାଗିବା ମ-ହାପା-ପ , ଆଜିର ଅନୁଚିନ୍ତା ସାଧୁବାଣୀ

ବନ୍ଧୁଗଣ ଆମର ପ୍ରାଚୀର ଗ୍ରନ୍ଥରେ ଏମିତି କିଛି କାମ ବିଷୟରେ କୁହାଯାଇଛି, ଯାହାକୁ ବହୁତ ଅଶୁଭ ବୋଲି ମନାଯାଇଥାଏ। ଏହି କାମକୁ କରିବା ଦ୍ଵାରା ଘରେ ଦା-ରିଦ୍ର୍ଯ-ତା ଆସିଥାଏ। ଏହି ଘରେ ରହୁଥିବା ସଦସ୍ୟମାନେ ଦେବୀ ଦେବତାଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି। ଆଚାର୍ଯ୍ୟ ଚଙ୍କ୍ୟଙ୍କର ନୀତିରେ ଏମିତି ଚାରୋଟି କାମ ବିଷୟରେ କୁହାଯାଇଛି ଯାହାକୁ କରିବା ପରେ ମନୁଷ୍ୟ ସ୍ନା-ନ କରିବା ଆବଶ୍ୟକ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ହେବା ସହିତ ଜଣେ ମହାନ ନୀତିକରକ ମଧ୍ୟ ଥିଲେ। ସେ ତାଙ୍କର ନୀତିଶାସ୍ତ୍ରରେ ମାନବ ସମାଜକୁ ଉନ୍ନତିର ପଥ ଦେଖାଇବା ନିମନ୍ତେ ଅନେକ ମହତ୍ବପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଆଜି ଆମେ ଆପଣମାନଙ୍କୁ ଚାଣକ୍ୟ କହିଥିବା ଏମିତି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ସ୍ନାନ କରିବା ନିହାତି ଆବଶ୍ୟକ ହୋଇଥାଏ। ଏହିସବୁ କାମ କରିବା ପରେ ଯେଉଁ ବ୍ୟକ୍ତି ସ୍ନା-ନ କରନ୍ତି ନାହିଁ ସେହି ବ୍ୟକ୍ତିଙ୍କ ଉପରେ ଅନେକ ସମସ୍ଯା ଆସିଥାଏ। ଏବଂ ଏମିତି ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏବେ ଆସନ୍ତୁ ଜାଣିବା ସେହିସବୁ କାମ ବିଷୟରେ।

୧। ତେଲ ମାଲିସ କରିବା ପରେ:-

ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟକୁ ତେଲ ମାଲିସ କରିବା ଆବଶ୍ୟକ। ଏହାଦ୍ବାରା ଶରୀର ସୁସ୍ଥ ଓ ନି-ରୋଗ ରହିଥାଏ। ତେଲ ମାଲିସ କରିବା ପରେ ଶରୀରରେ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଝାଳ ମାଧ୍ୟମରେ ବାହାରିଥାଏ। ଶରୀରରେ ତେଲ ମାଲିସ କରିବା ପରେ ଶରୀରରେ ର-କ୍ତ ସଂ-ଚାଳନ ପ୍ରକ୍ରିୟା ତୀ-ବ୍ର ଭାବରେ ହୋଇଥାଏ। ଏହା ଦ୍ଵାରା ଶରୀରରେ ଛୋଟ ଛୋଟ ଛିଦ୍ର ଖୋଲିଯାଏ। ଯାହା ଦ୍ଵାରା ଆମ ଶରୀରରୁ ଝାଳ ବାହାରିଥାଏ। ତେଲ ମାଲିସ କରିବା ପରେ ଏହି ଛିଦ୍ର ଆମ ଶରୀରର ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏବଂ ଗନ୍ଧ ମଧ୍ୟ କରିଥାଏ। ତେଣୁ ତେଲ ମାଲିସ କରିବା ପରେ ସ୍ନାନ କରିବା ଆବଶ୍ୟକ।

Google

୨। ଶ-ବଯାତ୍ରା କରି ଘରକୁ ଫେରିବା ପରେ:-

ଚାଣକ୍ୟ କହିଛନ୍ତିକି ବ୍ୟକ୍ତି ଶ-ବ ଯାତ୍ରାରୁ ଫେରିବା ପରେ ଅବଶ୍ୟ ସ୍ନାନ କରିବା ଦରକାର। କାରଣ ଶ-ବଯାତ୍ରା ମୃ-ତ ବ୍ୟକ୍ତିର ସ୍ଥାନ ଅଟେ। କାରଣ ଏହି ସ୍ଥାନରେ ଅନେକ ଦୂ-ଷିତକାରକ ରହିଥାଏ। ଏବଂ ଶ୍ମ-ସା-ନର ବାତାବରଣ ଦୂ-ଷିତ ରହିଥାଏ। ଶ୍ମ-ସାନ ଅନେକ ସ୍ଥାନରେ କୀଟାଣୁ ରହିଥାଏ। ଯାହା ଶରୀରରେ ମିଶିଥାଏ। ଯଦି ଆପଣ ଶ-ବଯାତ୍ରାରୁ ଫେରିବା ପରେ ସ୍ନାନ ନକରନ୍ତି ତେବେ ଏହି କୀ-ଟାଣୁ ଆମ ଶରୀରକୁ କ୍ଷ-ତି କରିପାରେ। ତେଣୁ ଶ୍ମ-ସାନରୁ ଫେରିବା ପରେ ଗାଧୋଇବା ଉଚିତ।

Google

୩। ଶା-ରୀରକ ସମ୍ବନ୍ଧ ରଖିବା ପରେ:-

ଚାଣକ୍ୟ କହିଛନ୍ତିକି ଯେବେବି କୌଣସି ସ୍ବାମୀ ଓ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତାପରେ ସ୍ନାନ କରିନେବା ଆବଶ୍ୟକ। ମହିଳା ଓ ପୁରୁଷ ସମ୍ବନ୍ଧ ରଖିବା ପରେ ଅପବିତ୍ର ହୋଇଯାନ୍ତି। ତେଣୁ ସମ୍ବନ୍ଧ ପରେ ସ୍ନାନ କରିବା ଦରକାର। ଏଥିସହିତ ବିନା ସ୍ନାନ କରି ପୁରୁଷ ବା ମହିଳା କୌଣସି ପୂଜାପାଠ କରିବା ଅନୁଚିତ।

Google

୪। ଚୁଟି କାଟିବା ପରେ:-

ଚୁଟି କାଟିବା ପରେ ସ୍ନାନ କରିନେବା ଆବଶ୍ଯକ। ବ୍ୟକ୍ତି ପ୍ରତ୍ଯେକ ମାସରେ ଚୁଟି କା-ଟିଥାନ୍ତି। ତେଣୁ ଆପଣ ଯେବେବି ଚୁଟି କା-ଟୁଛନ୍ତି ତୁରନ୍ତ ସ୍ନାନ କରି ଘରକୁ ପ୍ରବେଶ କରିବା ଦରକାର। କାରଣ ଚୁଟି କା-ଟିବା ପରେ ଆମ ଶରୀରରେ ଛୋଟ ଛୋଟ ଚୁଟି ରାହିଯାଇଥାଏ। ଯାହା ଗୋଟିଏ ପ୍ରକାର ଅପରିଷ୍କାର ଜିନିଷ ଅଟେ। ତେଣୁ ଚୁଟି କା-ଟି ସାରିବା ପରେ ସ୍ନାନ କରିବା ଆବଶ୍ୟକ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button