ସ୍ୱାସ୍ଥ୍ୟ

କଣ ହାଡ ରୁ ଆସୁଛି କଟ-କଟ ଆବାଜ, ତ ତୁରନ୍ତ ଖାଇବା ଆରମ୍ଭ କରି ଦିଅନ୍ତି ଏହି 3 ଟି ଜିନିଷ, ଜଲ୍ଦି ଦେଖନ୍ତୁ- Health Tips

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା ଓ ଦୁର୍ବଳତା ଆଦି ସାମସ୍ୟା ହେଉଛି । ହେଲେ ବନ୍ଧୁଗଣ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ହାଡରୁ କଟକଟ ବା କ୍ରାକିଙ୍ଗ ସାଉଣ୍ଡ ଆସିଥାଏ । ବନ୍ଧୁଗଣ ଏହାକୁ ଆପଣ ମାନେ ହାଲ୍କାରେ ନେବା ଉଚିତ ନୁହେଁ । କାରଣ ବନ୍ଧୁଗଣ ଯଦି ଆପଣଙ୍କର ଏହି ସମସ୍ୟା ଅଛି ତା ହେଲେ ଭବିଷ୍ୟତରେ ଆପଣଙ୍କୁ ବହୁତ ପୀଡା ବା କଷ୍ଟ ସହିବାକୁ ପଡିବ ଯାହା ବିଷୟରେ ଆପଣ କଳ୍ପନା ବି କରିପାରିବେ ନାହିଁ ।

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏକ ରୋଗ ବିଷୟରେ ଜାଣିଥିବେ ଯାହାର ନାମ ହେଉଛି ଅଷ୍ଟ୍ରିଓ ଅର୍ଥୋରାଇଜେଷ୍ଟ । ବନ୍ଧୁଗଣ ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ମଣିଷ ଶରୀରର ଗଣ୍ଠିରେ ଏକ ପ୍ରକାରର ଗ୍ରୀସ ରହିଥାଏ ଯାହା ଶେଷ ହୋଇଯାଇଥାଏ ଯାହାଫଳରେ ଏହି ସମସ୍ୟା ହୋଇଥାଏ ।

ବନ୍ଧୁଗଣ ସାଧାରଣତଃ ଏହି ସମସ୍ୟା ହେବା କରଣରୁ ଆଁଠି ଗଣ୍ଠି ଆଦି ସ୍ଥାନରେ କଟକଟର ଆବାଜ ହୋଇଥାଏ । ଏହି ସମସ୍ୟା ବୁଢାପାରେ ହୋଇଥାଏ ହେଲେ ବର୍ତ୍ତମାନର ସମୟରେ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ବହୁତ କମ ବୟସରେ ଲୋକ ମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜର ଏହି ସମସ୍ତ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜଣାଇବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆମକୁ ଦରକାର ମେଥି । ବନ୍ଧୁଗଣ ମେଥିରେ ବହୁତ ଔଷଧୀୟ ଗୁଣ ରହିଥାଏ ଓ ଏହାକୁ ବାତ ନାଶକ ମଧ୍ୟ କୁହାଯାଇଥାଏ । ଯେଉଁ ମାନଙ୍କର ବାତ ସମସ୍ୟା ରହିଥାଏ ସେହି ମାନଙ୍କୁ ହାଡ ଜନିତ ଅନେକ ସମସ୍ୟା ହୋଇଥାଏ । ବନ୍ଧୁଗଣ ଆପଣ ମାନେ ରାତି ସମୟରେ ଏକ ମୁଠା ମେଥି ଦାନାକୁ ଏକ ପାଣି ପାତ୍ରରେ ଭିଜେଇ ଦିଅନ୍ତୁ ।

ସଖାଳ ସମୟରେ ଆପଣ ଖାଲି ପେଟରେ ଏହି ମେଥି ଦାନାକୁ ଚୋବାଇ ଖାଇ ଦିଅନ୍ତୁ ଓ ମେଥି ପାଣିକୁ ପିଇଦିଅନ୍ତୁ । ବନ୍ଧୁଗଣ ଏହା ଆଣ୍ଠୁ ଗଣ୍ଠିରେ ହେଉଥିବା ଟକଟକ ଆବାଜ ଆଦି ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିଦେବ । ବନ୍ଧୁଗଣ ଦୁତୀୟ ଉପାୟ ପାଇଁ ଆମକୁ ଛେଳି କ୍ଷୀରର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ପାଖରେ ଛେଳି କ୍ଷୀର ନାହିଁ ତା ହେଲେ ଆପଣ ଶୁଦ୍ଧ ଗାଈ କ୍ଷୀରର ମଧ୍ୟ ପ୍ରୟୋଗ କରିପାରିବେ ।

ବନ୍ଧୁଗଣ ଆପଣ ମାନେ କ୍ଷୀରକୁ ଅଳ୍ପ ଉଷୁମ କରିଦିଅନ୍ତୁ ଓ ସେହି କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ଦିଅନ୍ତୁ । ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏକ ହଳଦୀ କ୍ଷୀରର ସେବନ କରି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ଦୁଇଟି ଉପଚାରର ସେବନ ନିହାତି କରନ୍ତୁ ଦେଖିବେ ଆପଣଙ୍କର ହାଡ ଜନିତ ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button