ଦେଶ ବିଦେଶ

ସକାଳୁ ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଇଲେ, ମୂଳରୁ ଶେଷ ହୋଇ ଯାଇ ଥାଏ ଏହି ତିନିଟି ରୋଗ

ଭାରତ ଏମିତି ଏକ ଦେଶ ଯେଉଁଠିକି ଲୋକେ ମିଠା ଖାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ହୋଇ ଥାନ୍ତି ବଢୁ ଥିବା ହେଲଥ ପ୍ରବ୍ଲେମ ପାଇଁ ମିଠା ଖାଇବା ବନ୍ଦ କରି ଦେଇ ଥାନ୍ତି । ଆୟୁର୍ବେଦ ରେ କେବଳ ଅଲଗା ଅଲଗା ରୋଗର ଚିକିତ୍ସା ହେଇ ପାରୁଛି । ଆୟୁର୍ବେଦ ର ନିୟମ ଅନୁସାରେ ଆମକୁ ଏମିତି ବହୁତ ଚେର ମୁଳି ର ଔଷଧ ଆଉ ଏମିତି କିଛି ସାର ପଦାର୍ଥର ମିଶ୍ରଣରେ ତିଆରି ହେଉ ଥିବା ଚୂର୍ଣ୍ଣ କିମ୍ବା ଏମିତି କିଛି ପଦାର୍ଥ ଯାହାକୁକି ଖାଇବା ପାଇଁ ସମସ୍ତେ ପସନ୍ଦ କରି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୁଡ଼ ସମ୍ବନ୍ଧୀୟ ଏମିତି କିଛି ସୂଚନା ଦେବାକୁ ଚାହୁଁଛୁ ।

୧:- ଶରୀରରେ ଯେଉଁ ଲୋକମାନଙ୍କର ରକ୍ତର ଅଭାବ ରହି ଥାଏ କିମ୍ବା ଆଇରନ ର ଅଭାବ ରହି ଥାଏ ତେବେ ଏହି ଗୁଡ଼ କୁ ସକାଳୁ ନିହାତି ଖାନ୍ତୁ ଆଉ ହାଲୁକା ଉଷୁମ ପାଣି ପିଅନ୍ତୁ । କାରଣ ଏହି ଗୁଡରେ ଆଇରନ ପ୍ରଚୁର ମାତ୍ରାରେ ମିଳି ଥାଏ । ଗୁଡ଼ ଶରୀରରେ ରକ୍ତକୁ ଶୀଘ୍ର ବଢ଼େଇ ଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button