ମନୋରଞ୍ଜନ

୯୦୦ କିଲୋ ଖୁଚୁରା ପଇସା ନେଇ ୫୦ ଲକ୍ଷର BMW କିଣିବା ପାଇଁ ପହଞ୍ଚିଥିଲା ଏହି ବ୍ୟକ୍ତି, ତାପରେ ଯାହା ହେଲା ଜାଣିଲେ ବିଶ୍ବାସ ହେବନି

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ୫୦ ଲକ୍ଷର ପଇସା ଏକାଠି କରିରଖିଥିଲେ । ଚିନ୍ ରେ ଏମିତି କିଛି ହୋଇଥିଲା । କାର୍ କିଣିବା ପାଈଁ ଆସିଥିବା ଗ୍ରାହକ ପ୍ରଥମ ଏହି କାର୍ ପସନ୍ଦ ଥିଲା । ତାପରେ ଶୋ ରୁମ ବାଲାଙ୍କୁ ଦେଇଥିଲେ ୯୦୦ କିଲୋର ପଇସା ।

ଯେଉଁ ଗ୍ରାହକ ଏହି ପଇସା ନେଇ ପହଞ୍ଚିଥିଲା । ସେ ଦୋକାନୀକୁ କହିଲେ କି ଆପଣଙ୍କ ବ୍ରାଣ୍ତର କାର୍ କିଣିବାର ସ୍ୱପ୍ନ ବହୁତ ବର୍ଷ ହେଲା ଦେଖୁଛି । ଏହା ପାଇଁ ମୁଁ ଦିନ ରାତି ପରିଶ୍ରମ କରୁଛନ୍ତି । ସବୁ ପଇସା ଏକାଠି କରି ଏହି କାର୍ କିଣିବାକୁ ଭାବିଛି ।

 

ଚିନ୍ ରେ ଏକ ବ୍ୟକ୍ତି ୪୮ ହଜାର ୟୁଆନ୍ ମାନେ ୫୦ ଲକ୍ଷ ଟଙ୍କା ଦାମ୍ ଦେଇକରି କାର୍ କିଣିବା ପାଇଁ ପହଞ୍ଚିଥିଲେ । ଏମିତି ଏହି ଏତେ ପଇସାକୁ ଆଣିବା ପାଇଁ କେହି ତ ମୁଣିରେ ଆଣିନଥିବ । ସେ ଏଥିପାଇଁ ଗୋଟେ ଟ୍ରକ୍ ନେଇକରି ଆସିପହଞ୍ଚିଥିଲା । ତାପରେ ସେ ପଇସାକୁ ଭରିଲା ଓ ଶୋ ରୁମରେ ଆସି ପହଞ୍ଚିଲା ।

ପଇସା ଏତେ ଅଧିକା ଥିଲା କି ଶୋ ରୁମ ରେ ଦେବାପରେ ଏହି ପଇସାକୁ ଗଣିବା ପାଇଁ ଚାରିଦିନର ସମୟ ଲାଗିଥିଲା । ଶୋ ରୁମ୍ ମାଲିକ ୧୧ ଜଣ ବ୍ୟାଙ୍କ୍ କର୍ମଚାରିଙ୍କୁ ଡାକିଥିଲେ । ଯିଏକି ୧୦ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ପୁରା ପଇସା ଗଣିଦେଇଥିଲେ । ଓ ସେହି ବ୍ୟକ୍ତିକୁ ସବୁ କାର୍ଯ୍ୟ ସରିଲା ପରେ ଚାବି ଦିଆଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button