ମନୋରଞ୍ଜନ

ଆଜି ମଧ୍ୟ Mithun Da ଙ୍କ ଦିବାନି ଅଟନ୍ତି Bollywood ର ଏହି 4 ଜଣ ହିରୋଇନ, 2 ନମ୍ବର ହିରୋଇନ ମିଥୁନ ଙ୍କୁ ମାନନ୍ତି ନିଜର ଆଇଡଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରୁ ଅଭିନେତା ‘ମିଥୁନ ଚକ୍ରବର୍ତ୍ତୀ’ ମଧ୍ୟ ଅନ୍ୟତମ ଅଟନ୍ତି। ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି।ତାଙ୍କ ଅଭିନୟ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ନିଜ ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟକୁ କିଣି ନେଇଥିବା ଏହି ଅଭିନେତା କେବଳ ନିଜ ଫାନ୍ସ ମାନଙ୍କୁ ହିଁ ନୁହେଁ ବରଂ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତ୍ରୀ ଙ୍କ ହୃଦୟ କୁ ମଧ୍ୟ କିଣି ନେଇଛନ୍ତି ଏବଂ

ଏହି ଅଭିନେତ୍ରୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ଦିୱାନୀ ଅଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଯେଉଁ ଅଭିନେତ୍ରୀ ଙ୍କ ନାମ ରହିଛି ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ମାଧୁରୀ ଦୀକ୍ଷିତ’। ଏହି ଅଭିନେତ୍ରୀ ମିଥୁନ ଚକ୍ରବର୍ତ୍ତୀ ଙ୍କ ଦିୱାନୀ ଅଟନ୍ତି। ଏହି ଯୋଡ଼ି ଏକାଠି ବହୁତ ଫିଲ୍ମ ରେ ଅଭିନୟ କରିଥିଲେ। ଉଭୟ ପ୍ରାୟ ସମୟ ଏକାଠି ବିତାଇଥିଲେ ଏବଂ ଏହି ଜରିଆରେ ମାଧୁରୀ ଏହା ଜାଣିବାକୁ ପାଇଥିଲେ ଯେ, ମିଥୁନ କେବଳ ଜଣେ ଭଲ ଅଭିନେତା ହିଁ ନୁହଁନ୍ତି ବରଂ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ଏବଂ ସମସ୍ତଙ୍କ ସାହାଯ୍ୟ କରନ୍ତି।

ଫିଲ୍ମ ‘ମୁଜରିମ’ ର ସେଟ ରେ ମାଧୁରୀ କ୍ଷତ ଅବସ୍ଥାରେ ଥିଲେ ଏବଂ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ତାଙ୍କର ବହୁତ ଧ୍ୟାନ ରଖିଥିଲେ। ଏହି କାରଣରୁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବହୁତ ପସନ୍ଦ କରନ୍ତି।

୨. ସନୀ ଲିଓନୀ- ବି ଗ୍ରେଡ଼ ଫିଲ୍ମ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିବା ଅଭିନେତ୍ରୀ ‘ସନୀ ଲିଓନୀ’ ମଧ୍ୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବହୁତ ପସନ୍ଦ କରନ୍ତି। ସେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ନିଜର ଆଇଡଲ ବୋଲି ମାନନ୍ତି ଏବଂ ସେ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ବି କହିଥିଲେ ଯେ, ମିଥୁନ ଯେପରି ନିଜର ଲାଇଫ ରେ ଷ୍ଟ୍ରଗଲ କରିଛନ୍ତି ସେହିପରି ସେ ତାଙ୍କ ଠାରୁ ପ୍ରେରିତ ହୋଇ ନିଜ ଜୀବନ ରେ ବହୁତ ଷ୍ଟ୍ରଗଲ କରିଛନ୍ତି ଏବଂ ଆଜି ଯେଉଁଠାରେ ସେ ଅଛନ୍ତି କେବଳ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ପାଇଁ।

୩. ଜୁହି ଚାୱଲା- ବଲିଉଡ ଇଣ୍ଡଷ୍ଟ୍ରୀ ର ସୁନ୍ଦର ଅଭିନେତ୍ରୀ ‘ଜୁହି ଚାୱଲା’ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ସହିତ ‘ସାଂଦାର’, ପାରମାତ୍ମା, ‘ତଡିପାର’ ଭଳି ଫିଲ୍ମ ରେ ଅଭିନୟ କରିଛନ୍ତି। ଏହି ଯୋଡ଼ିଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ରହିଛି ଏବଂ ଏହି କାରଣରୁ ଜୁହି ମିଥୁନ ଙ୍କୁ ବହୁତ ପସନ୍ଦ କରନ୍ତି।

୪. କରିନା କପୁର- ବଲିଉଡ ଇଣ୍ଡଷ୍ଟ୍ରୀ ର ‘ବେବୋ’ ଅର୍ଥାତ ଅଭିନେତ୍ରୀ କରିନା କପୁର ମଧ୍ୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବହୁତ ପସନ୍ଦ କରନ୍ତି। ଫିଲ୍ମ ‘ଗୋଲମାଲ’ ପରେ କରିନା ମିଥୁନ ଙ୍କୁ ନିଜ ପିତା ସମାନ ମାନନ୍ତି ଏବଂ ମିଥୁନ ମଧ୍ୟ କରିନା ଙ୍କୁ ନିଜ ଝିଅ ଭଳି ଟ୍ରିଟ କରୁଥିଲେ। ଏହି କାରଣ ରୁ ଅଭିନେତ୍ରୀ କରିନା କପୁର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବହୁତ ପସନ୍ଦ କରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button