ବିଚାର

ଛି ଛି ଶେଷ ରେ ମେଡିକାଲ ବଡ ରେ ଯୁବତୀ କୁ ଟେକି ନେଇ କରିଦେଲେ ଲଜ୍ୟାଜନକ କାମ

ବର୍ତ୍ତମାନ ଏପରି ଏକ ଖବର ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ବହୁତ ନିନ୍ଦା କରିବେ।ଚିକିତ୍ସା ବାହାନାରେ ଚାଲିଛି ଯୌ-ନ କାରନାମା।ହସ୍ପିଟାଲ୍ ବେଡ୍ ରେ କରିଲେ ଶା-ରୀ-ରି-କ ସଂପର୍କ।ଆଉ ଏଥିପାଇଁ ଜୋରିମାନା ଲଗାଇଲେ କୋର୍ଟ।ଦେହ ଖରାପ ହୋଇ କହି ରଖିଲେ ଶା-ରୀ-ରି+କ ସମ୍ବନ୍ଧ।ଏହା କୌଣସି ଘରେ ହୋଇନାହିଁ।

 

ବରଂ ହସ୍ପିଟାଲ୍ ବେଡ୍ ରେ ଏଭଳି କାମ କରିଛନ୍ତି।ଚିକିତ୍ସିତ ହେବା ପାଇଁ ମହିଳା ଜଣଙ୍କ ହସ୍ପିଟାଲ୍ ଯାଇଥିଲେ।କିନ୍ତୁ ଏଠାରେ ଚିକିତ୍ସା କରିବା ବାହାନାରେ ନିଜ ସହିତ ଯାଇଥିବା ବନ୍ଧୁଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଏହି ସବୁ କରିବା ବେଳେ ହସ୍ପିଟାଲ୍ ରେ ଥିବା ଜଗୁଆଳି ଦେଖି ଦେଇଥିଲେ।ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଘଟଣାଟି ବ୍ରିଟେନ ରୁ ଦେଖିବାକୁ ମିଳିଛି।ଏହି ସମସ୍ତ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ସେହି ମହିଳାଙ୍କୁ ଗିରଫ କରାଯାଇ ପାରିଲା ନାହିଁ।ତେଣୁ ଏଥିପାଇଁ। ହାଇକୋର୍ଟ ମହିଳା ଙ୍କ ଉପରେ ଜୋରିମାନା ଲଗାଇଛନ୍ତି।ମହିଳା ଜଣଙ୍କ ତାଙ୍କ ସାଙ୍ଗକୁ ନେଇ ହସ୍ପିଟାଲ୍ କୁ ନେଇକି ଆସିଥିଲେ।ରିପୋର୍ଟ ଅନୁସାରେ କିଛି ସମସ୍ୟା ପରେ ଆମ୍ବୁଲାନ୍ସ ଦ୍ଵାରା ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା।

ଏହା ସହିତ ମହିଳା ସହିତ ତାଙ୍କ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।ମାତ୍ର କୋଭୀଡ କଟକଣା ପାଇଁ ତାଙ୍କୁ ଭିତରକୁ ଯିବାପାଇଁ ମନା କରାଯାଇଥିଲା।ତାପରେ ଡାକ୍ତର ମହିଳାଙ୍କୁ କିଏ ଜଗିବେ ବୋଲି କହି ଉକ୍ତ ମହିଳାଙ୍କ ବନ୍ଧୁ ଙ୍କୁ ଭିତରକୁ ପାଠ ଯାଇଥିଲା।ମହିଳାଙ୍କୁ ଏକ ରୁମ୍ ଦିଆଯାଇଥିଲା। ଦୁଇ ଜଣ ନିଶାରେ ପୁରା ଚୂର୍ ଥିଲେ।ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ।ତାପରେ ପୋଲିସ ଘଟଣା ସ୍ଥଳରେ ଯାଇ ପହଞ୍ଚିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button