ସ୍ୱାସ୍ଥ୍ୟ

ବାସୀ ମୁହଁରେ ବାସୀ ଗରମ ପଣି ପିଇଲେ ମୂଳରୁ ଶେଷ ହୋଇଥାଏ ୨୦ ଭୟଙ୍କର ରୋଗ, ଜାଣିଲେ ପାଦ ତଳୁ ମାଟି ଖସିଯିବ

ଆମର ଶରୀର ୭୦ ପ୍ରତିଶତ ପାଣିରେ ବନିଛି,ସେଥି ଲାଗି ଆମ ପାଇଁ ସବୁଠୁ ଜରୁରୀ ପାଣି ଅଟେ । ଆମ ଶରୀର ୫ ଟି ତତ୍ବରେ ମିସିକି ବନିଛି । ସେଥିରେ ଯେଉଁ ମେନ ତତ୍ଵ ରହିଛି ସିଏ ହେଉଛି ପାଣି, ଆପଣଙ୍କୁ ଏମିତି ଜିନିଷ ଖାଇବାର ଅଛି ଯେଉଁ ତିରେ ଅଧିକରୁ ଅଧିକ ପାଣି ଥିବ ।

ଶରୀରକୁ ସବୁଠୁ ଅଧିକ ପଣି ଦରକାର ହୋଇଥାଏ । ଆଜିକାଲି ପାଣି ନାଁରେ ଆମେ ଥଣ୍ଡା ପାଣି ପିଉଛେ, ଆମେ ପ୍ୟାକ ବୋତଲ ପାଣି ପିଉଛେ, ଆମେ ଏମିତି ପିଉରି ଫାୟାର ପାଣି ପିଉଛେ ଯାହା ଆମ ପାଇଁ ବିସ ହୋଇଥାଏ ।

Image Courtesy: Google

ଏହି ଯେଉଁ ପାଣି ଯାହା ପାଇଁ ଆମ ଶରୀର ଚାଲିଥାଏ , ଆମର ଦିମାଗ ୭୫ ପ୍ରତିଶତ ପାଣିରେ ବନିଛି । ଆମର ହୃଦୟ ୭୦ ପ୍ରତିଶତ ପାଣିରେ ବନିଛି । ଆମର ହାଡ ଦେଖିବାକୁ ଯେଉଁ ଶାକ୍ତ ନଜର ଆସୁଛି ସେ ମଧ୍ୟ ପାଣିରେ ବନିଛି । ଆମର ଶରୀର ପୂରାପୂରି ପାଣିରେ ହିଁ ବନିଛି । ଯେତେବେଳେ ଆମେ ମନ୍ଦିର ଯାଇଥାଉ ଯେଉଁ ଚରଣାବୃତ ଦିଯାଇଥାଏ ସିଏ ମଧ୍ୟ ତମ୍ବାର ପାତ୍ରରୁ ଦିଆଯାଇଥାଏ କାରଣ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସୁଧା ହୋଇଥାଏ । ସେଥି ପାଇଁ ତମ୍ବାର ଆମ ଜୀବନରେ ବହୁତ ମହତ୍ଵ ପୂର୍ଣ ରହିଛି ।

Image Courtesy: Google

ପୂର୍ବ କାଳରେ ଘରେ ଘରେ ତାମ୍ବର ହିଁ ଗ୍ଲାସ ରହୁଥିଲା କିନ୍ତୁ ଆଜି କଲି ସ୍ଟୀଲ ଜିନିଷ ବ୍ୟବହାର କରାଗଲାଣି । ଆଣି ଆମେ ପାଣି ବିଷୟରେ କିଛି ବିଶେଷ କଥା ଜାଣିବା ପାଣିକୁ କେବେ ପିଇବା ଓ କେମିତି ପିଇବା ଓ ପାଣିକୁ ଠିକ ଢଙ୍ଗରେ କେମିତି ପିଇବା । ଯେଉଁ ରୋଗରେ ଆମେ ପୀଡିତ ରହୁ ତାର କାରଣ ହେଉଛି ଆମେ ଠିକସେ ପାଣି ପିଇନଥାଉ । ଯଦି ଆପଣଙ୍କର ଆଣ୍ଠୁଗଣ୍ଠିରେ ଦରଜ ହେଉଛି ତାର ମାନେ ହେଉଛି ଆପଣ ଭୁଲ ଢଙ୍ଗରେ ପାଣି ପିଉଛନ୍ତି ।

Image Courtesy: Google

ସବୁବେଳେ ଧ୍ୟାନ ଦେବେ କେବେବି ଥଣ୍ଡା ପାଣି ପିଇବେ ନହିଁ କାରଣ ଥଣ୍ଡା ପାଣି ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ ।  ଯଦି ଆପଣ ଲୋଏ ବିପିର ରୋଗୀ ଅଟନ୍ତି  ତା ମାନେ ଆପଣଙ୍କ ଶରୀରରେ ଡ଼ାକ୍ତର ଅଭାବ ଥିବ । କମି ଏଥିପାଇଁ ହେଲା ଆପଣ ଥଣ୍ଡା ପାଣି ପିଉଥିଲେ ସେଥି ପାଇଁ । ଥଣ୍ଡା ପାଣି ପିଇବା ଦ୍ଵାରା ଆମର ହଜମ କରିବା ଶକ୍ତି କମ ହୋଇଥାଏ ।ଥଣ୍ଡା ପାଣି ପିଇବ୍ବା ଦ୍ଵାରା ଆମ ଅନ୍ତ ଶୁକୁଟି ଯାଇଥାଏ, କଂଷ୍ଟିପେସନର ଅସୁବିଧା ହୋଇଥାଏ ଓ ବରେନ ପାୱାର କମ ହୋଇଥାଏ ।

Image Courtesy: Google

ଆମର ହୃଦୟ ଠିକ ସେ କାମ କରିବାର ଶକ୍ତି ହରାଇଥାଏ ଓ ଆମର ରକ୍ତ ଖରାପ ହୋଇଥାଏ ସେଥିଲାଗି ଆମର କେସ ଝାଡିବାରେ ଲାଗିଥାଏ । ଏହି ସବୁ ଥଣ୍ଡା ପାଣି ପିଇବା ଲାଗି ହୋଇଥାଏ । ଆପଣ ଭାବୁଥିବେ କେଉଁ ପାଣି ପିଇବା ଉଚିତ, ଆପଣ ନର୍ମାଲ ପାଣି ପିଇପାରିବେ ତାଠୁ ଅଧିକ ଭଲ ଆପଣ ଟିକେ ଗରମ ପାଣି ପିଅନ୍ତୁ । ଯଦି ସକାଳେ ଆପଣ ଟିକେ ଗରମ ପାଣି ପିଉଛନ୍ତି ଏଥିରୁ ଆପଣଙ୍କୁ ବହୁତ ଫାଇଦା ମିଳିବ ଯଦି ଆପଣ ଏହି ଅଭ୍ୟାସ କରୁଛନ୍ତି କି ଆପଣ ପୁରା ପରିବାରକୁ ଏହି ଅଭ୍ଯାସ କରିବାକୁ କହୁଛନ୍ତିତ ଆପଣଙ୍କ ପୁରା ପରିବାର ସୁସ୍ଥ ରହିଥାଏ ।

Image Courtesy: Google

ଯଦି ଆପଣ ସକାଳୁ ଉଠି ଗରମ ପାଣି ପିଉଛନ୍ତି ଆପଣଙ୍କର ଆସିଡିଟି ସମସ୍ଯା ଦୂର ହୋଇଥାଏ । ଆସିଡିଟି ବଢିବାର ମାନେ ଆପଣଙ୍କ ରକ୍ତରେ  ଆସିଡିଟି ବଢିବା । ଆମେ ବେସୀ ମସଲା କି ଚା ପିଇଲେ ଆମ ରକ୍ତରେ ଆସିଡିଟି ହୋଇଯାଇଥାଏ । ଆସିଡିଟି ପାଇଁ ଗଣ୍ଠି ମଧ୍ୟ ଦରଜ ଓ ମୁହଁରେ ମଧ୍ୟ ବ୍ରଣ ହୋଇଥାଏ । ଏଇ ଯେଉଁ ସବୁ ଜିନିଷ ହୋଇଥାଏ ଏଗୁଡିକ ଇଣ୍ଟର କନେକଟେଡ ହୋଇଥାଏ । ଆସିଡିଟି ଖତମ କରିବାକୁ ହେଲେ ଆପଣଙ୍କୁ ସକାଳୁ ଦୁଇରୁ ତିନି ଗ୍ଲାସ ନଖଉଷୁମ ପାଣି ପିଇବାକୁ ହେବ । ଏମିତି କରିବା ଦ୍ଵାରା ଆପଣଙ୍କ ଶରୀରରୁ ଟକସିନ ଓ ଆସିଡିଟି ଫ୍ଲସ ଆଉଟ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button