ବିଚାର

ଯଦି ଆପଣ ବି ଫ୍ରିଜ ଭିତରେ ରଖୁଛନ୍ତି ଅଣ୍ଡା ତେବେ ଏହି ଖବର ନିଶ୍ଚୟ ପଢନ୍ତୁ

ଆମ ଛୋଟବେଳୁଠୁ ଘରର ବଡଙ୍କୁ କହିବାର ଶୁଣିଛୁକି ନୀଳ ପରିବା ଓ ଡେଇରୀ ପ୍ରଡକ୍ଟ ଆଦି ଫ୍ରିଜରେ ରଖାଯାଏ ତ ସେ ଜିନିଷ ଅଧିକ ସମୟ ଯାଏ ଖରାପ ହୁଏନି । କଣ ଆପଣ ଜାଣନ୍ତିକି ଏହା ଅଣ୍ଡା ଉପରେ ଲାଗୁ ହୁଏନି । ଫ୍ରିଜରେ ଥିବା ଅଣ୍ଡା ଆପଣଙ୍କ ସ୍ୱାସ୍ଥ୍ୟକୁ ଗଢିବା ଜାଗାରେ ବିଗାଡ଼ିପାରେ । ଅଧିକାଂଶ ଲୋକେ ଏହାହିଁ କରନ୍ତି, ସବୁ ଜିନିଷକୁ ଫ୍ରିଜରେ ରଖିବା ସେମାନଙ୍କ ଅଭ୍ୟାସ ହୋଇଥାଏ । ତେବେ ଫ୍ରିଜ ରଖିଥିବା ଅଣ୍ଡା ଅପେକ୍ଷା ବାହାରେ ଥିବା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଶୁଣିକି ଆଶ୍ଚର୍ଯ୍ୟ ହେବା ପରିବର୍ତ୍ତେ ଥରେ ନିଶ୍ଚିନ୍ତ ପଢ଼ନ୍ତୁ ଏହି ଖବର ।

ସଂକ୍ରମଣ ହେବାର ଅସୁବିଧା :

କେତେଥର ଅଣ୍ଡାର ଚୋପରେ ଅଳିଆ ଲାଗି ରହିଥାଏ । ଯାହାକୁ ଫ୍ରିଜରେ ରଖିବା ଦ୍ଵାରା ସେଥିରେ ଥିବା ଅନ୍ୟ ଜିନିଷରେ ବି ସଂକ୍ରମଣ ବ୍ୟାପିବାର ସମସ୍ୟା ଲାଗି ରହିଥାଏ । ଏହି କାରଣକି ଅଣ୍ଡା ଫ୍ରିଜରେ ରଖିବାରୁ ବଞ୍ଚିତ ହୁଅନ୍ତୁ । ନଚେତ ଅନ୍ୟ ସବୁ ପାରିବା ବା ଖାଦ୍ୟ ଜିନିଷ ସଂକ୍ରମିତ ହୋଇପାରନ୍ତି ।

ଫ୍ରିଜ ବାହାରେ ଥିବା ଅଣ୍ଡା ବେଶୀ ହିତକାରକ :

ଆପଣକୁ ଜାଣିକି ଆଶ୍ଚର୍ଯ୍ୟ ହେବ କି ଫ୍ରିଜରେ ଥିବା ଅଣ୍ଡାଠୁ ବାହାରେ ରଖା ଯାଇଥିବା ଅଣ୍ଡା ବେଶୀଦିନ ଯାଏ ଭଲ ରହିଥାଏ । କିନ୍ତୁ ଫ୍ରିଜରେ ଥିବା ଅଣ୍ଡା ତାପମାନ ଅଧିକ ଥଣ୍ଡା ହେବା କାରଣରୁ ନିଜର କିଛି ପୋଷକ ତତ୍ତ୍ୱ ହରେଇ ବସିଥାଏ ।ଯଦି ଆପଣ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ତେବେ ଜାଣିରଖନ୍ତୁ ଘର ବାହାରେ ଖରାରେ ରଖନ୍ତୁ ଅଣ୍ଡାକୁ, ଫ୍ରିଜରେ ଥିବା ଅଣ୍ଡା ଅପେକ୍ଷାରେ ଏହା ବହୁତ ଭଲ ।

ବ୍ୟାକ୍ଟେରିଆର ଅସୁବିଧା :

ଅଣ୍ଡାକୁ ଗୋଟେ ଥର ଫ୍ରିଜରେ ରଖିବା ପରେ ତାକୁ ସାମାନ୍ୟ ତାପମାତ୍ରାରେ ରଖିବା ଦ୍ଵାରା ଗ୍ୟାସର ଲେକୁଇଡ ହୋଇଯିବାର ପ୍ରକ୍ରିୟା ବଢିବାର ସମ୍ଭାବନା ହୋଇଥାଏ । କନଡେନସେସନ ପାଇଁ ଅଣ୍ଡାର ଚୋପା ଉପରେ ଉପସ୍ଥିତ ବ୍ୟାକ୍ଟେରିଆ ବହୁତ୍ ଶୀଘ୍ର ବଢିଥାନ୍ତି ଏଵଂ ଅଣ୍ଡା ଭିତରେ ମଧ୍ୟ ପ୍ରବେଶ କରିପାରନ୍ତି । ଏହି ପ୍ରକାର ଅଣ୍ଡା ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖେତିକାର ହୋଇଥାଏ ।

ତାପମାନ :

ଯଦି ଆପଣ ଅଣ୍ଡାର ପ୍ରୟୋଗ ବେକିଂ ପ୍ରଡକ୍ଟ ପାଇଁ କରିବାକୁ ଚାହୁଁଛନ୍ତି ତେବେ ଭଲ ହେବକି ତାକୁ ଫ୍ରିଜରେ ରଖିବାରୁ ବଞ୍ଚନ୍ତୁ । ଏହା ଏଠି ପାଇଁକି ଫ୍ରିଜରେ ଥିବା ଅଣ୍ଡାକୁ ଫେଣ୍ଟିବା ବାହାରେ ରଖିଥିବା ଅଣ୍ଡା ତୁଳନାରେ ଟିକେ କଠିନ ହୋଇଥାଏ ।

ଭାଙ୍ଗିବାର ଡର :

ମାର୍କେଟରୁ ଆଣିଥିବା ଅଣ୍ଡାକୁ ଶୀଘ୍ର ଗରମ କରିବା ପାଇଁ ରଖି ଦିଅନ୍ତି ତାହାର ଫାଟିବାର ଆଶଙ୍କା ଖୁବ୍ କମ୍ ରହିଥାଏ ଓ ଫ୍ରିଜରେ ଥିବା ଅଣ୍ଡାକୁ ଗରମ କଲେ ତାହାର ଫାଟିବାର ଭୟ ଟିକେ ଅଧିକ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button