ବିଚାର

ଧନ ବୃଦ୍ଧି ମନ୍ତ୍ର, ବା ଧନ ପ୍ରାପ୍ତି ଉପାୟ, ବାସ କରନ୍ତୁ ଏହି କାମ

ଆପଣଙ୍କ ପରିଶ୍ରମ ଅନୁରୂପ ଆପଣଙ୍କୁ ଫଳ ପ୍ରାପ୍ତ ହବ ସେଥିପାଇଁ ପରିଶ୍ରମ କରନ୍ତୁ, ଆପଣଙ୍କୁ ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ, ଆପଣଙ୍କ ଦିନ ବହୁତ ଲୋକଙ୍କ ପାଇଁ ଚିନ୍ତାମୟ ରହିପାରେ, ପୁରୁଣା ହାନି ଆପଣ ପୂର୍ଣ କରିବାକୁ ଲାଗିବ କିନ୍ତୁ ଏହା ପାଇଁ ଆପଣଙ୍କୁ ପ୍ରୟାସ କରିବା ଉଚିତ ଅଟେ, ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହବ ।

Image Courtesy: Google

ତେବେ ଏହି ଉପାୟ ପାଇଁ ଆପଣଙ୍କୁ କିଛି ଜିନିଷ ଦରକାର ପଡିଥାଏ ପ୍ରଥମେ ହେଉଛି ଗୋରୋଚନା ଏହା ଆପଣଙ୍କୁ ପୂଜା ଦୋକାନରେ ପ୍ରାପ୍ତ ହୋଇଯିବ, ଯଦି ଆପଣଙ୍କୁ ଲୋକାଲ ପ୍ରାପ୍ତ ହୁଏ ତେବେ ଆହୁରି ଭଲ କଥା କାହିଁକିନା ଲୋକାଲ ଅସଲ ହୋଇଥାଏ, ତେବେ ଗୋରୋଚନା ବହୁତ ରଙ୍ଗ ର ହୋଇଥାଏ କିନ୍ତୁ ହଳଦିଆ ଭଲ ହୋଇଥାଏ ମୁଁ ଏଠି ହଳଦିଆ ନେଇଛି, ଏହା ପରେ ଆପଣଙ୍କୁ ଗୋଟେ ଶୁଖିଲା ତୁଳସୀ ଜଟ ଦରକାର ଓ ଏହା ସହ ଆପଣଙ୍କୁ ଗୋଟେ ତେଜ ପତ୍ର ଦରକାର ଯେଉଁ ତିରେ କୌଣସି ପ୍ରକାର ଦାଗ ବା ଖଣ୍ଡିଆ ହୋଇନଥିବ ବା କୌଣସି ପ୍ରକାର କଣା ମଧ୍ୟ ନଥିବ ।

Image Courtesy: Google

ପ୍ରଥମେ ଆପଣ ଗୋରୋଚନା ବାହାର କରି ଗୋଟେ ଦନା ରେ ରଖନ୍ତୁ, ଏହା ପରେ ଗୋରୋଚନା ଓ ଘିଅ ପକାଇ ମିଶେଇ ଦିଅନ୍ତୁ ମନେ ରଖିବେ ଘିଅ ଖାଣ୍ଟି ହବା ଦରକାର । ଏହା ପରେ ତୁଳସୀ ଜଟ ଦ୍ଵାରା ତେଜ ପତ୍ର ଉପରେ ପ୍ରଥମେ ଓଁ ଏହା ପରେ ତିନି ଥର ଶ୍ରୀ ଲେଖି ଦିଅନ୍ତୁ ଏହା ଲେଖିଲା ବେଳେ ମନ ଭିତରେ ମାତା ଲକ୍ଷ୍ମୀଙ୍କ ଛବି ରଖନ୍ତୁ । ଏହା ଛଡା ନିଜ ଆଇଏସଟି ଦେବଙ୍କୁ ମନେ ପକେଇ ତାଙ୍କୁ ମଧ୍ୟ ନମନ କରନ୍ତୁ ।

Image Courtesy: Google

ତେବେ ଏହି ଲେଖା ପରେ ଆପଣ ସେହି ତେଜ ପତ୍ର ପୂଜା ଘରେ ରଖି ଦିଅନ୍ତୁ ଓ ଛାଡି ଦିଅନ୍ତୁ ଆର ଦିନ ସକାଳେ ବ୍ରଂହ ମୁହୂର୍ତରେ ଉଠି ସ୍ନାନ ଇତ୍ୟାଦି କରି ପୂଜା କରନ୍ତୁ ଏହି ତେଜ ପତ୍ରକୁ ଭଗବାନ ପାଖରେ ରଖି ଧୂପ ଦୀପ ଓ ଝୁଣା ଦ୍ଵାରା ପୂଜା କରନ୍ତୁ ଏହା ପରେ ଏହାକୁ ଗୁପ୍ତ ଭାବରେ ନେଇ ନିଜ ଧନ ରଖିଥିବା ଜାଗାରେ ରଖି ଦିଅନ୍ତୁ, ତେବେ ମନେ ରଖନ୍ତୁ ଏହି କାର୍ଯ୍ୟ ସମ୍ପୂର୍ଣ ଭାବରେ ଗୁପ୍ତ ହବା ଦରକାର ସ୍ଵାମୀ ସ୍ତ୍ରୀ ଛଡା କେହି ଜାଣିବେ ନାହିଁ ଯେମିତି । ତେବବେ ସନ୍ଧ୍ୟରେ ମଧ୍ୟ ଧୂପ ଦୀପ ଦେଖାନ୍ତୁ, କେବଳ ସାତ ଦିନ ଭିତରେ ଆପଣଙ୍କୁ ଏହାର ଲାଭ ଦେଖିବାକୁ ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button