ଦେଶ ବିଦେଶ

Interesting Gk Questions- ତାହା କେଉଁ ବର୍ଷ ଅଟେ ଯାହାକୁ ଓଲଟା ଲେଖ କି ସିଧା କିଛି ବି ଫରକ ପଡେନି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧.ତାହା କେଉଁ ଫୁଲ ଅଟେ ଯାହା କେବଳ ୧୨ ବର୍ଷ ରେ ଥରେ ମାତ୍ର ଫୁଟି ଥାଏ?
ଉତ୍ତର-ନୀଳ କୁରିଂଜି।

୨.ତାହା କେଉଁ ହ୍ରଦ ଅଟେ ଯେଉଁଥିରେ ୧୨ ବର୍ଷ ମିଠା ପାଣି ଓ ୧୨ ବର୍ଷ ଖାରିଆ ପାଣି ଆସିଥାଏ?
ଉତ୍ତର-ଆରୁସ୍ତୀ ହ୍ରଦ (ତିବ୍ବତ)।

୩.କେଉଁ ଦେଶ କୁ ସୁନା ର ଓ ହୀରା ର ଦେଶ କୁହାଯାଇଥାଏ?
ଉତ୍ତର-ସାଉଥ ଆଫ୍ରିକା କୁ।

୪.କେଉଁ ଦେଶ ରେ ଲିଖିତ ସମ୍ବିଧାନ ନାହିଁ?
ଉତ୍ତର-ଇଂଲଣ୍ଡ।

୫.ଭାରତ ର କେଉଁ ରାଜ୍ୟ ରେ ଅଧିକ ଶିକ୍ଷିତ ଲୋକ ରହିଥାନ୍ତି?
ଉତ୍ତର-କେରଳ ରେ।

୬.ଗୁଣ୍ଡିଚି ମୂଷା କେଉଁ ରଙ୍ଗ ଦେଇ ପାରି ନ ଥାଏ?
ଉତ୍ତର-ଲାଲ ରଙ୍ଗ।

୭.ମନୁଷ୍ୟ ଶୋଇବା ରେ ନିଜର କେତେ ସମୟ ବିତାଇ ଥାଏ?
ଉତ୍ତର-୨୫ ବର୍ଷ।

୮.ଏମିତି କେଉଁ ମାଛ ଅଛି ଯିଏ ପାଣି ରେ ପହଁରି ପାରେ ଆକାଶ ରେ ଉଡିପାରେ ଏବଂ ମାଟି ରେ ଚାଲିପାରେ?
ଉତ୍ତର-ଗରନାଇ ମାଛ।

୯.ଏମିତି କେଉଁ ପ୍ରାଣୀ ଅଛି ଯିଏ ନର ହୋଇଥିଲେ ମଧ୍ୟ ଛୁଆ ଙ୍କୁ ଜନ୍ମ ଦେଇଥାଏ?
ଉତ୍ତର-ସାମୁଦ୍ରିକ ଘୋଡା।

୧୦.ମକର ସଂକ୍ରାନ୍ତି କେବେ ପାଳନ କରାଯାଏ?
ଉତ୍ତର-୧୪ ଜାନୁଆରୀ।

୧୧.ସବୁଠାରୁ ବଡ଼ ଆଖି କେଉଁ ସ୍ତନ୍ୟପାୟୀ ପ୍ରାଣୀ ର ହୋଇଥାଏ?
ଉତ୍ତର-ହରିଣ।

୧୨.ସୁର୍ଯ୍ୟ କିରଣ ଜଳ ର କେତେ ଗଭୀର କୁ ଯାଇଥାଏ?
ଉତ୍ତର-୪୦୦ ମିଟର।

୧୩.ଭାରତ ର କେଉଁ ନୋଟ ରେ ଗାନ୍ଧିଜୀଙ୍କ ଫୋଟୋ ଆସିନଥାଏ?
ଉତ୍ତର-୧ ଟଙ୍କାର ନୋଟ।

୧୪.ଖଟା ମହୁ କେଉଁଠାରେ ମିଳିଥାଏ?
ଉତ୍ତର-ବ୍ରାଜିଲ ରେ।

୧୫.କେଉଁ ଫସଲ କୁ ବୁଣିବା ପାଇଁ ମଞ୍ଜି ର ଆବଶ୍ୟକ ହୋଇ ନ ଥାଏ?
ଉତ୍ତର-ଆଖୁର।

୧୬.କେଉଁ ଗ୍ୟାସ ଫୁଲ ର ରଙ୍ଗ ଉଡାଇ ଦେଇଥାଏ?
ଉତ୍ତର-କ୍ଲୋରିନ ଗ୍ୟାସ।

୧୭.ଭାରତ ର କେଉଁ ଅଞ୍ଚଳରେ ରେଳ ଚାଲିନଥାଏ?
ଉତ୍ତର-ମେଘାଳୟ।

୧୮.ପୁରୁଷ ର ମସ୍ତିଷ୍କ ର ଓଜନ କେତେ?
ଉତ୍ତର-୩.୫ ପାଖାପାଖି।

୧୯.ଭାରତ ର କେଉଁ ସହର କୁ ସ୍ୱପ୍ନ ର ସହର କୁହାଯାଏ?
ଉତ୍ତର-ମୁମ୍ବାଇ।

୨୦.ତାହା କେଉଁ ପ୍ରାଣୀ ଅଟେ ଯିଏ ନର ରୁ ମାଦା ହୋଇଯାଇଥାଏ?
ଉତ୍ତର-ଅକ୍ଟୋପସ।

୨୧.ବେଲୁନ ରେ କେଉଁ ଗ୍ୟାସ ଭରା ଯାଇଥାଏ?
ଉତ୍ତର-ହାଇଡ୍ରୋଜେନ ଗ୍ୟାସ।

୨୨.ବିଶ୍ୱ ର ସର୍ବ ପୁରାତନ ଖବରକାଗଜ କେଉଁଟି ଅଟେ?
ଉତ୍ତର-ସ୍ଵିଡେନ ଅଫିସିଆଲ ଜେନେରାଲ।

୨୩.ତାହା କେଉଁ ପକ୍ଷୀ ଅଟେ ଯିଏ ପଛ ଦିଗ କୁ ଉଡ଼ିଥାଏ?
ଉତ୍ତର-ଗୁଞ୍ଜନ ପକ୍ଷୀ।

୨୪.ପୃଥିବୀ ତୁଳନା ରେ ସୁର୍ଯ୍ୟ କେତେ ଗୁଣ ବଡ଼ ଅଟନ୍ତି?
ଉତ୍ତର-୧୦୯ ଗୁଣ ବଡ଼।

୨୫.ତାହା କେଉଁ ମସିହା ଅଟେ ଯାହାକୁ ସିଧା ଲେଖିଲେ ଯାହା ହୋଇଥାଏ ଓଲଟା ଲେଖିଲେ ମଧ୍ୟ ସେଇଆ ହୋଇଥାଏ?
ଉତ୍ତର-1961

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button