ମହାଦେବ ଆପଣଙ୍କ କେଉଁ ଇଛା ବହୁତ ଶୀଘ୍ର ପୁରା କରିବାକୁ ଯାଉଛନ୍ତି…Choose one number.

ବହୁତ ଶୀଘ୍ର ଭଗବାନ ମହାଦେବ ଆପଣଙ୍କର କେଉଁ ଇଛା ପୂରଣ କରିବାକୁ ଚାହୁଁଛନ୍ତି । ବହୁତ ଜଲ୍ଦି ଆପଣଙ୍କର କେଉଁ ଇଛା ଅଛି ଯାହା ପୂରଣ ହେବାକୁ ଯାଉଛି । ତେବେ ଏହା ଜାଣିବା ପାଇଁ ଆପଣଙ୍କୁ ଆପଣଙ୍କ 2 ଟି ଶିବଲିଙ୍ଗ ମଧ୍ୟରୁ କୌଣସି ଗୋଟିଏ ଶିବଲିଙ୍ଗ ବାଛିବାକୁ ପଡିବ । ଯାହା ଦ୍ଵାରା ଭଗବାନଙ୍କ ତରଫରୁ ଆପଣଙ୍କୁ କେଉଁ ସନ୍ଦେଶ ମିଳିବାକୁ ଯାଉଛି ତାହା ଜାଣି ପାରିବେ ।
ପ୍ରଥମ ଶିବଲିଙ୍ଗ;- ଆପଣ ନିଜର କ୍ଯାରିଅରରେ ଯଦି କିଛି କରିବାକୁ ଇଛା ରଖିଛନ୍ତି । ତେବେ ମହାଦେବଙ୍କ ନାମ ନେଇ ସେହି କାର୍ଯ୍ୟର ଆରମ୍ଭ କରନ୍ତୁ । ସେଥିରେ ନିଶ୍ଚୟ ଭାବେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ସାମ୍ନାରେ ଏପରି କିଛି ପ୍ରକୃତ କଥା ଲୁଚିକି ରହିଥିଲା ।
ତାହା ସାମ୍ନାକୁ ଆସିଲା ପରେ ତାହାର ସତ କଥା ଆପଣ ଜାଣି ପାରିବେ । ସେହି ସମୟରେ ପରିସ୍ଥିତି ଯାହା ବି ହେଉ ନା କାହିଁକି ଆପଣଙ୍କୁ ନିଜର ଧର୍ଯ୍ୟ ହରାଇବାର ନାହିଁ କି ବିଚଳିତ ହେବାର ନାହିଁ । ବାସ୍ ମହାଦେବଙ୍କୁ ସ୍ମରଣ କରି ନିଜର କର୍ମ କରି ଚାଲନ୍ତୁ ପ୍ରଭୁ ଆପଣଙ୍କ ସାଥିରେ ଅଛନ୍ତି ।
ଦିତୀୟ ଶିବଲିଙ୍ଗ;- ଯେଉଁ ମାନେ ଏହାକୁ ବାଛିଛନ୍ତି । ତେବେ ଯଦି ଆପଣଙ୍କ ଲାଇଫରେ ଆପଣଙ୍କ ଖୁସି ପାଇଁ ବେଳେବେଳେ ମୁହଁ ଖୋଲି କହିବାକୁ ପଡୁଛି । ଯାହା ଆପଣ କହିବାକୁ ଚାହୁଁଛନ୍ତି ତାହା ଯଦି ଠିକ ହୋଇଥାଏ । ତେବେ ବେଳେବେଳେ ନିଜର ମୁହଁ ମଧ୍ୟ ଖୋଲିବାକୁ ପଡିବ , କାରଣ ଚୁପ ହୋଇ ବସି ରହିଲେ ଜୀବନରେ କିଛି ଉନ୍ନତି କରିପାରିବେ ନାହିଁ ।
ତେଣୁ ଯେତେବେଳେ ଏମିତି କିଛି ପରିସ୍ଥିତି ଲାଇଫରେ ଆସୁଛି । ଯେଉଁ ସମୟରେ ଆପଣଙ୍କୁ କିଛି ନିଷ୍ପତ୍ତି ନେବାକୁ ପଡୁଛି । ହୁଏତ ସେହି ସମୟ ପାଇଁ ଆପଣଙ୍କ ନିଷ୍ପତ୍ତି ଶୁଣି କାହାକୁ ଦୁଃଖ ଲାଗିପରେ । ହେଲେ ତାପରେ ସବୁ ଠିକ ହୋଇଯିବ । ତେଣୁ ଜୀବନରେ ଉନ୍ନତି କରିବାକୁ ଚାହୁଁଥିଲେ ଆଗକୁ ବଢିବାକୁ ଚାହୁଁଥିଲେ କିଛି ତ ଭଲ ସ୍ଟେପ ଜୀବନରେ ନେବାକୁ ପଡିଥାଏ । ଭଲ କର୍ମର ଫଳ ସବୁବେଳେ ହିଁ ଭଲ ମିଳିଥାଏ ।
ଯଦି ଆପଣ ଠିକ ରାସ୍ତାରେ ଅଛନ୍ତି ତେବେ ମହାଦେବ ଆପଣଙ୍କ ସାଥ୍ କେବେବି ଛାଡିକି ଯିବେ ନାହିଁ ।