ଜୀବନଶୈଳୀ

ଏହି ଗୋଟିଏ ଉପାୟ ଅପଣାନ୍ତୁ ଓ ଫଟା ଗୋଇଠିର ସମସ୍ଯାରୁ ପାଆନ୍ତୁ ମୁକ୍ତି

ମହିଳାଙ୍କ ଗୋଇଠି ଫାଟିବା ବହୁତ ସାମାନ୍ୟ ସମସ୍ଯା ହୋଇଯାଇଛି । ଆଜିକା ସମୟରେ ଯାହାର ଦେଖନ୍ତୁ ଗୋଇଠି ଫାଟିଚି, ତେବେ ଏହି ସମସ୍ଯା ପାଇଁ ଚାଲିବାକୁ ମଧ୍ୟ ବହୁତ କଷ୍ଟ ଲାଗିଥାଏ ଓ ଆପଣ ନିଜ ପସନ୍ଦ ହିଲ ବା ଚପଲ ପିନ୍ଧି ପାରନ୍ତି ନାହିଁ କାହିଁକିନା ଫଟା ଗୋଇଠି ଦେଖା ଗଲେ ଆପଣଙ୍କୁ ଲଜ୍ୟା ଲାଗିଥାଏ, ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା କରିବା ଦ୍ଵାରା ଆପଣଙ୍କ ଗୋଇଠି ସୁନ୍ଦର ହୋଇଯିବ ଓ କେବେ ଫାଟିବ ନାହିଁ ।

ବହୁତ ମହିଳାଙ୍କ ବା ପୁରୁଷଙ୍କ ଗୋଇଠି ଏତେ ଫାଟିଯାଇଥାଏ ଜେ ସେଥିରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ ।

Image Courtesy: Google

ତେବେ ଆପଣ ଏହି ଗୋଇଠି ପାଇଁ ଗୋଟେ ଉପାୟ କରନ୍ତୁ ଆପଣଙ୍କ ଘରେ ମହମବତୀ ଥିବ ଆପଣ ଏହି ମହମବତୀକୌଣସି ଗ୍ରେଟରରେ ଗ୍ରେଟ କରନ୍ତୁ ଏହା ପରେ ଆପଣ ଗୋଟେ ଚାମଚ ମହମବତୀ ଓ ସେଥିରେ ଗୋଟେ ରୁ ଦୁଇ ଚାମଚ ସୋରିଷ ତେଲ ଓ ଗୋଟେ ଚାମଚ ନଡିଆ ତେଲ  ପକାଇ ଭଲ ଭାବରେ ମିଶେ ନିଅନ୍ତୁ ଆପଣ ଏହାକୁ ରଖି ବହୁତ ଦିନ ପର୍ଯ୍ୟନ୍ତ ରଖି ବ୍ୟବହାର କରି ପାରିବେ ।

Image Courtesy: Google

ଗୋଟେ ଚାମଚ ମହମ ନବାର ଅଛି ଏଥିରେ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ ଏହା ପରେ ଗୋଟେ ଚାମଚ ନଡିଆ ତେଲ ଓ ଯଦି ଆପଣଙ୍କ ପାଖରେ ଅଛି ତେବେ ଗୋଟେ ଚାମଚ ଏଲୋଭେରା ଜେଲ ପକାନ୍ତୁ ଯଦି ଗଛ ଅଛି ତାହେଲେ ବହୁତ ଭଲ ଯଦି ନାହିଁ ତେବେ ଆପଣ କିଣା ଜେଲ ବ୍ୟବହାର କରି ପାରିବେ । ଏହାକୁ ନେଇ ଗୋଟେ ପ୍ୟାନରେ ଗରମ କରନ୍ତୁ ଦେଖିବେ କିଛି ସମୟ ଭିତରେ ମହମ ମେଲ୍ଟ ହୋଇଯିବ ଓ ଆପଣଙ୍କ ତେଲ ତିଆରି ହୋଇଯିବ ଏହାକୁ ଟିକେ ଥଣ୍ଡା ହବା ପରେ ଆପଣ କୌଣସି ଛୋଟ ଡବାରେ ପକାନ୍ତୁ ଓ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ ଥଣ୍ଡା ହବା ପରେ ଏହା ବହୁତ ନରମ ଓ ଜେଲ ଭଳି ଦେଖାଯିବ ।

Image Courtesy: Google

ତେବେ ଆପଣ କିଛି ଗରମ ପାଣି ଗୋଟେ ବଡ ବାସନରେ ନିଅନ୍ତୁ ଏଥିରେ ଅଳପ ଲୁଣ ପକାନ୍ତୁ ଓ ଗୋଟେ ଶ୍ୟାମପୁ ପାଉଚ ପକାନ୍ତୁ ଏହା ପରେ ଆପଣଙ୍କ ଘରେ ଲେମ୍ବୁ ଥିଲେ ଆପଣ ଲେମ୍ବୁ ପକାନ୍ତୁ ଦେଖିବେ ଏହା ଆପଣଙ୍କ ଗୋଡକୁ ସୁନ୍ଦର କରିବା ସହ ବହୁତ ସଫା ମଧ୍ୟ କରିବ ଆପଣଙ୍କୁ ୫ ରୁ ୬ ମିନିଟ ଏହି ପାଣିରେ ପାଦ ବୁଡାଇ ରଖିବାକୁ ହବ ଏହା ପରେ ଆପଣ ପାଦ ବାହାର କରି ଭଲ ଭାବରେ ପାଦ ସୁଖେଇ ନିଅନ୍ତୁ ଏହା ପରେ ଆମେ ଯେଉଁ କ୍ରିମ ତିଆରି କରିଛୁ ତାକୁ ନିଜ ଗୋଇଠିରେ ଲଗାନ୍ତୁ ଦେଖିବେ ଆପଣଙ୍କ ଗୋଇଠି ବହୁତ ସୁନ୍ଦର ହୋଇଯିବ ଓ ଆପଣଙ୍କ ଗୋଇଠି ସବୁ ଗାର ମଧ୍ୟ ଗାୟବ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button