କ୍ରାଇମ

‘ମୋ ସ୍ୱାମୀ ଯେଉଁ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ, କିନ୍ତୁ ଦୟାକରି ମୋ ସ୍ବାମୀଙ୍କୁ ବଞ୍ଚେଇ ଦିଅନ୍ତୁ ନହେଲେ ସେମାନେ ତାଙ୍କୁ…’ Gopal Das ଙ୍କ ପତ୍ନୀ

ନମସ୍କାର ବନ୍ଧୁଗଣ, ମନ୍ତ୍ରୀ ନବ ଦାସଙ୍କ ଘଟଣାର ଅଭିଯୁକ୍ତ ଗୋପାଳ ଜେଲ ଯାଇଛି । କିନ୍ତୁ ଜେଲ ଭିତରେ ଦଣ୍ଡ ଭୋଗିବା ଠାରୁ ଜୀବନ ଚାଲିଯିବାର ଭୟ ବର୍ତ୍ତମାନ ଗୋପାଳକୁ ଏବଂ ଗୋପାଳର ସ୍ତ୍ରୀଙ୍କ ମନରେ ଘାରିଛି । ଗୋପାଳର ସ୍ତ୍ରୀ ଏହି କଥା ଜାଣିବା ପରେ ଘରେ ଶାନ୍ତିରେ ରହିପାରୁନଥିବାର କଥା କହିଛନ୍ତି । ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଗୋପାଳକୁ କରିଥିବା ଭୁଲର ଦଣ୍ଡ ମିଳୁ କିନ୍ତୁ ତାଙ୍କ ଜୀବନ ନଯାଉ ।

ଏହି ଆଶଙ୍କାରେ ସମୟ ବିତାଉଛନ୍ତି ଗୋପାଳର ସ୍ତ୍ରୀ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ । ଗୋପାଳର ସ୍ତ୍ରୀ  ଖବର ପ୍ରସାରଣ ପରେ ଯେତେବେଳେ ଜାଣିବା ପାଇଁ ପାଇଲେ କି ଗୋପାଳ କହୁଛନ୍ତି ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ଜେଲରେ କେହି ମା-ରି-ଦେଇପାରନ୍ତି । ଏହି କଥା ତାଙ୍କ ସ୍ତ୍ରୀ ଶୁଣିବା ପରେ କହିଛନ୍ତି ମୋ ସ୍ଵାମୀ ମାନୁଛି ଏକ ବଡ ଭୁଲ କରିଦେଇଛନ୍ତି ।

କିନ୍ତୁ ଆପଣ ତାଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ । ସେ କରିଥିବା ଭୁଲର ଦଣ୍ଡ ପଛେ ତାଙ୍କୁ ସାରା ଜୀବନ ପାଇଁ ମିଳୁ କିନ୍ତୁ ସେ ଜୀବିତ ଥାନ୍ତୁ । ଗୋପାଳଙ୍କ ଜୀବନ ଉପରେ ଜୀବନ ଉପରେ ବିପଦ ଆସିବା କଥା ଜାଣିବା ପରେ ଗୋପାଳଙ୍କ ସ୍ତ୍ରୀ ବହୁତ ଚିନ୍ତାରେ ସମୟ କଟାଉଛନ୍ତି । ବହୁତ ଭୟ ମଧ୍ୟରେ ରହିଛନ୍ତି ଗୋପାଳଙ୍କ ସ୍ତ୍ରୀ । ଗୋପାଳ ନିଜେ ମଧ୍ୟ କହିଥିଲା କ୍ର-ଆ ଇ-ମବ୍ରାଞ୍ଚ ସାମ୍ନାରେ କି ତାଙ୍କ ଜୀବନ ଉପରେ ବିପଦ ରହିଛି । ତାଙ୍କୁ ଜେଲ ମଧ୍ୟରେ ମା-ରି-ଦେବେ କିଛି ଲୋକ ।

ଜେଲ ଭିତରେ ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ଗୋପାଳକୁ ମାରିବା ପାଇଁ ଷ-ଅଡ-ଯ-ନ୍ତ୍ର କରୁଛନ୍ତି ବୋଲି ଗୋପାଳ କହିଥିଲା ତା ରିମାଣ୍ଡ ସମୟରେ । ଏହି ଖବର ଗୋପାଳର ସ୍ତ୍ରୀ ପାଇବା ପରେ ଅଭିଯୋଗ ଆଣିଛନ୍ତି ଆଉ କହିଛନ୍ତି ତାଙ୍କ ଜୀବନ ଜେଲ ଭିତରେ ନଯାଉ ସେ ଜୀବିତ ରୁହନ୍ତୁ । ନାର୍କୋ ଟେଷ୍ଟ ପରେ ଗୋପାଳକୁ କୋର୍ଟରେ ହାଜର କାରାଯାଇଥିଲା । ଏହାପରେ ଗୋପାଳକୁ ଝାରସୁଗୁଡା ଜେଲରେ ରଖାଯାଇଥିଲା ।

ମଙ୍ଗଳବାର ପୁଣି ଥରେ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯାଇ ଝାରସୁଗୁଡା ଜେଲରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରଣ କରାଯାଇଛି । ଗୋପଳ ଜୀବନ ଉପରେ ବିପଦ ଥିବା ଅଭିଯୋଗ ପରେ କ୍ର-ଆ ଇ-ମବ୍ରାଞ୍ଚ ଏଭଳି ନିଷ୍ପତି ନେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button