ଦେଶ ବିଦେଶ

ଖୋଲା ଆକାଶ ତଳେ ଦରମେଲା ବ୍ଲାଉଜ୍ ପିନ୍ଧି ହଟ୍ ଲୁକ୍ ଦେଇ କରନ୍ତି ରୋଷେଇ, ଭାଇରାଲ ହେଉଛି ଭିଡ଼ିଓ

ୟୁଟ୍ୟୁବ୍ ରେ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ, ୟୁଟ୍ୟୁବ୍ ରେ ଆପଣ ଅନେକ କୁକିଙ୍ଗ ଚ୍ୟାନେଲ୍ ଦେଖିଥିବେ। କିନ୍ତୁ, ୟୁନିକ୍ ଭିଲେଜ୍‌ ଫୁଡ୍‌ (Unique Village Food) ନାମକ ଏହି କୁକିଙ୍ଗ ଚ୍ୟାନେଲ ନେଟିଜେନ୍ ମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏଥିରେ କୁକ୍ ସାଜିଥିବା ରିମ୍ପି ନାମକ ଜଣେ ମହିଳାଙ୍କ ପାଇଁ ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ପ୍ରକୃତରେ ରିମ୍ପି ପ୍ରସ୍ତୁତ କରୁଥିବା ଏହି ଭିଡ଼ିଓ ଗୁଡିକରେ ନିଜର ସୁନ୍ଦର ଚେହେରା ସହିତ ଯୌବନକୁ ମଧ୍ୟ ଦର୍ଶାଇଛନ୍ତି।

Rimpi

ରିମ୍ପି ତାଙ୍କର ଭିଡ଼ିଓ ଗୁଡିକରେ ଶାଢ଼ୀ ପିନ୍ଧିଥିବା ସହିତ ଦରମେଲା ବ୍ଲାଉଜ୍ ପିନ୍ଧିଥିବାର ଦେଖିବାକୁ ମିଳିଥାଏ। ଏହି ଭିଡ଼ିଓରେ ରିମ୍ପିଙ୍କର ଯୌବନ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଥିବାରୁ ଅଧିକ ରୁ ଅଧିକ ପୁରୁଷ ଏଥିପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଗୋଟିଏ ପରେ ଗୋଟିଏ ଭିଡିଓରେ ରିମ୍ପି ଖୋଲା ଆକାଶ ତଳେ ଏକ ଗ୍ୟାସ୍ ସିଲିଣ୍ଡର୍‌ ରଖି ରାନ୍ଧିବା ପାଇଁ ବସୁଥିବା ଦେଖାଯାଇ ଥାଏ।

Rimpi

ରିମ୍ପିଙ୍କର ଏହି ଭିଡ଼ିଓ ଗୁଡିକ ଏତେ ମାତ୍ରାରେ ଭାଇରାଲ ହୋଇଥାଏ ଯେ କିଛି କିଛି ଭିଡ଼ିଓରେ ଲକ୍ଷ ଲକ୍ଷ ଭିୟୁ ମଧ୍ୟ ଆସି ଯାଇଥାଏ। ଏଇ ଯେମିତି କିଛି ଦିନ ତଳେ ରିମ୍ପି ଅପଲୋଡ୍‌ କରିଥିବା ଆଳୁ ପୋସ୍ତ ତରକାରୀ ରେସିପିରେ ୮୫ ଲକ୍ଷରୁ ଅଧିକ ଭିୟୁ ଆସିଥିଲା। ସେହିପରି ସେ ବିଭିନ୍ନ ସମୟରେ ବାଇଗଣ ଭରତା, ଟମାଟୋ ଭରତା ଓ ଅଣ୍ଡା ତରକାରୀ ପରି ରେସିପି ପ୍ରସ୍ତୁତ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button