କ୍ରାଇମ

ସାଙ୍ଗକୁ ହାଣିଲା ସାଙ୍ଗ

ଭୁବନେଶ୍ୱର: ଡିସିପି ଅଫିସ ସମ୍ମୁଖରେ ଚାଞ୍ଚଲ୍ୟକର ହତ୍ୟା। ସାଙ୍ଗକୁ ହାଣିଲା ସାଙ୍ଗ। ବାଣୀବିହାର ଛକ ନିକଟରେ ଘଟିଛି ଘଟଣା। ରାତିରେ ମିଶି ନିଶା ଖାଇଲେ ତାପରେ କୌଣସି କାରଣକୁ ନେଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଏକ ଭୟଙ୍କର ରୂପ ନେଇଥିଲା। ନିଶାଶକ୍ତ ଅବସ୍ଥାରେ ସୌମ୍ୟ କୁଣ୍ଡରଙ୍କୁ ହାଣିଲେ ଦୁଇ ସାଙ୍ଗ। ଘଟଣା ସ୍ଥଳରେ ସୌମ୍ୟ କୁଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତଦେହକୁ ଶବ ବେବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ସୂଚନାନୁଯାୟୀ ମେଟ୍ରୋ ଟାୱାର ନିକଟରେ ଥିବା ଏକ ଚା ଦୋକାନୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button