ନିଜ ନାମରେ ପ୍ରଥମ ଅକ୍ଷର ବାଛନ୍ତୁ, ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି Love ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ- Love Quiz

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଲଭ କୁଇଜ । ଯଦି ଆପଣ ଜଣାଇବାକୁ ଚାହୁଁଛନ୍ତି ଆପଣ ଙ୍କ ଭାଗ୍ୟ ରେ ଲଭ୍ ମ୍ୟାରେଜ ଅଛି ବା ଆରେଞ୍ଜ ମ୍ୟାରେଜ୍ ତାହେଲେ ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର କୁ ବାଛନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭାଗ୍ୟରେ କଣ ଅଛି ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ ।
G ଅକ୍ଷର ର ଲୋକ ମାନେ ଘର ଲୋକ ଙ୍କ ପ୍ରସ୍ତାବ ରେ ବିବାହ କରିବେ ଅର୍ଥାତ୍ ଏମାନ ଙ୍କ ର ଆରେଞ୍ଜ ମ୍ୟାରେଜ୍ ହେବ ।
V ଅକ୍ଷର ର ଲୋକ ମାନ ଙ୍କ ର ଆରେଞ୍ଜ୍ ମ୍ୟାରେଜ୍ ହେବ ତାହା ମଧ୍ୟ ନିଜ ପ୍ରେମ ସହ ।
R ଏହି ଅକ୍ଷର ର ଲୋକ ମାନେ ତାଙ୍କ ପ୍ରେମ କୁ ବିବାହ ପର୍ଯ୍ୟନ୍ତ ସାଇତି ରଖିପାରିବା ତେଣୁ ଏମାନ ଙ୍କ ର ଆରେଞ୍ଜ ମ୍ୟାରେଜ ହବ।
T ଏହି ନାମ ର ଲୋକ ମାନେ ଲଭ୍ ମ୍ୟାରେଜ୍ କରିବେ ତାହା ମଧ୍ୟ ନିଜ ପ୍ରେମ ସହ ।
Y ଏହି ନାମ ର ଲୋକ ମାନେ ପରିବାର ର ଖୁସି ପାଇ ଆରଞ୍ଜ ମ୍ୟାରେଜ୍ଜ୍ କରିବେ ।
Q ଏହି ନାମ ର ଲୋକ ମାନେ ପ୍ରେମ କୁ ବିଶ୍ୱାସ କରନ୍ତି ନାହିଁ ତେଣୁ ଏମାନ ଙ୍କ ର ଅରଞ୍ଜ ମ୍ୟରେଜ୍ ହେବ ।
U ଏହି ନାମ ର ଲୋକା ମାନେ ନିଜ ପ୍ରେମ ସହ ବିବାହ କରିବେ ଏବଂ ସେମାନ ଙ୍କ ଅଭିଭାବକ ମଧ୍ୟ ଖୁସି ରହିବେ ।
O ଆପଣ ପ୍ରେମ ପାଇ ପରିବାର କୁ ତ୍ୟାଗ କରିବେ ଅର୍ଥାତ୍ ପଳାଇ ପ୍ରେମ ବିବାହ କରିବେ।
P ଆପଣ ନିଜ ପରିବାରକୁ ବୁଝାଇବା ଦ୍ଵାରା ସେମାନେ ମନସ୍ତିତ ହେବେ ଓ ସେମାନେ ବିବାହ ପାଇ ରାଜି ହେବେ ।
Z ଆପଣ ଙ୍କ ପାଇ ମା ଓ ବାପା ବୋହୁତ ବଡ଼ ହୋଇଥିବା ରୁ ଆପଣ ତାଙ୍କ ଖୁସି ପାଇ ସେମାନେ ଯେଉଁଠି ଠିକ୍ କରିବେ ସେଥି ବିବାହ କରିବେ।
L ଆପଣ ଦୁଇ ଜଣ ନିଜ ପରିଆବ୍ର କୁ ବୁଝାଇବାରେ ସକ୍ଷମ ହେବେ । ଏବଂ ଲଭ ମ୍ୟାରେଜ୍ଜ କରିବେ।
C ଆପଣ ଙ୍କ ଅରେଞ୍ଜ ମାରେଜ୍ ହେବ। ଆପଣ ଖୁସି ରେ ରହିବେ।
E ଆପଣ ଙ୍କ ଭାଗ୍ୟ ରେ ଆରେଞ୍ଜ୍ ମ୍ୟାରେଜ୍ ର ଯୋଗ ରହିଅଛି ।
B ଆପଣ ନିଜ ପ୍ରେମ ସହ ବିବାହ କରିବେ । ଏବଂ ସମସ୍ତେ ସପକ୍ଷ ରହିବେ।
X ଆପଣ ସବୁବେଳେ ଠାକୁର ଙ୍କୁ ଭରସା କରିଛନ୍ତି ଏବଂ ଠାକୁର ନିଶ୍ଚୟ ଭଲ ଫଳ ପ୍ରାପ୍ତ କରିବେ।
N ଆପଣ ନିଜ ପ୍ରେମ କୁ ହିଁ ଜାଣିଛନ୍ତି ତେଣୁ ପ୍ରେମ ବିବାହ କରିବେ।
A ଯଦି ଆପଣ ଙ୍କ ପ୍ରେମିକ ଭଲ ପାଉଛି ବା ବିବାହ ପାଇଁ ରାଜି ଅଛି ତାହେଲେ ଆପଣ ଖୁବ୍ ଶୀଘ୍ର ବିବାହ କରିବେ ।
S ଆପଣ ନିଜ ଘର ଇଛା ରେ ବିବାହ କରିବେ । ଏବଂ ଜୀବନ ରେ ଖୁସି ରେ ରହିବେ।
D ଆପଣ ଙ୍କ ଜୀବନ ରେ ଆପଣ ପରିବାର ସହ ଖୁସି ରେ ରହିବେ ବା ତାଙ୍କ ଇଛା ରେ ବିବାହ କରିବେ ।
F ଆପଣ ସବୁ ଭଗବାନ ଙ୍କ ଉପରେ ଛାଡିଛନ୍ତି ଯାହା ହେବ ଦେଖା ଯିବ ।
W ଯେଉଁଠି ଆପଣ ଙ୍କ ପରିବାର ରାଜି ଆପଣ ସେଠାରେ ବିବାହ କରିବେ।
H ଆପଣ ଙ୍କ ବିବାହ ଆପଣ ଙ୍କ ପସନ୍ଦ ରେ ହେବ । ଘର ଲୋକ ମାନେ ମଧ୍ୟ ଖୁସି ରହିବେ।
J ଆପଣ ନିଜ ଘର ଲୋକ ଙ୍କ ମନ କୁ କଷ୍ଟ ଦେଇ ପାରନ୍ତି ନାହିଁ ତେଣୁ ଆପଣ ତାଙ୍କ ଇଛା ରେ ବିବାହ କରିବେ।
K ଲଭ ମ୍ୟାରେଜ କରିବେ । ଆପଣ ଙ୍କ ଇଛା ରେ।
M ଏମାନ ଙ୍କ ର ଲଭ ମ୍ୟାରେଜ ଓ ଏଥିରେ ଘର ଲୋକ ଖୁସି ରେ ରହିବେ।