+2 ରେ ପଢୁଥିବା ଜୁବତୀଙ୍କୁ ହେଲା ତାଙ୍ଠୁ ଦୁଇ ବର୍ଷ ବଡ ପୁଅ ସହ ପ୍ରେମ, କଲେଜ ପଛ ଭଙ୍ଗା ଘରେ କରୁଥିଲେ ଏହା କାମ, ଆଉ ତା ପରେ

ବର୍ତ୍ତମାନ ସମୟରେ ବହୁତ ଯୁବ ପିଢି ପ୍ରେମରେ ପଡି ପଥ ଭ୍ରଷ୍ଟ ହେଉଛନ୍ତି, ପ୍ରେମ ପାଇଁ ଅନେକ ଭୁଲ କାମ କରିବାକୁ ପଛାଉ ନାହାନ୍ତି । ଆମ ମତରେ ପ୍ରେମ କିଛି ଭୁଲ ନୁହେଁ , ହେଲେ ପ୍ରେମରେ ପଡିବା ପରେ ଆଜିର ଯୁବ ସମାଜ ଯେଉଁ ଭୁଲ କାମ ସବୁ କରୁଛି ତାହା କୌଣସି ମତରେ ଠିକ ମଧ୍ୟ ନୁହେଁ । ଆପଣ ଜାଣି ଆସ୍ଚର୍ଯ୍ୟ ହେବେ ଭାରତରେ ପ୍ରତି ବର୍ଷ 10,000 ରୁ ବି ଅଧିକ ପିଲା ପ୍ରେମ ପାଇଁ ଆତ୍ମ ହତ୍ୟା କରୁଛନ୍ତି । ଯାହାକି ସାରା ବିଶ୍ବ ସ୍ତରରେ ଭାରତକୁ ବହୁତ ନିନ୍ଦିତ କରୁଅଛି । ଆଜିର ଏହି ପୋଷ୍ଟରେ ଆମେ ଏମିତି ଏକ ପ୍ରେମି ଯୁଗଳଙ୍କ ବିଷୟରେ କହିବୁ, ଯିଏ ନିଜ ପ୍ରେମ ପାଇଁ କରି ଦେଲେ ଏହି ବଡ କାମ ।
ଘଟଣାଟି ଉତ୍ତର ପ୍ରଦେଶର ବଖରାଓ ଗାଁର ଅଟେ । ସେହି ଗ୍ରାମର ଜଣେ 19 ବର୍ଷ ଜୁବତୀ ,ଯିଏକି ପାଖରେ ଥିବା ଏକ କଲେଜ ରେ ଯୁକ୍ତ 2 ଛାତ୍ର ଥିଲା । ମିଳିଥିବା ରିପୋଟ ଅନୁସାରେ ଝିଅଟି ମେଧାବି ମଧ୍ୟ ଥିଲା ହେଲେ କଲେଜରେ ପଢିବା ସମୟରେ ତାକୁ ତାଙ୍କରି ଗ୍ରମ ଗୋଟିଏ ପୁଅ ସହିତ ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ଦୁଇ ଜଣ , ଦୁଇ ଜଣଙ୍କପ ବହୁତ ଭଲ ପାଉଥିଲେ । ପ୍ରତି ଦିନ ବହୁତ ସମୟ କଥା ମଧ୍ୟ ହୁଅନ୍ତି ।