ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପ୍ରତେକ ମାସରେ ମିଳିବ 2000 ଟଙ୍କା । କେମିତି ପାଇବେ ଦେଖନ୍ତୁ ।

ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପ୍ରତେକ ମାସରେ ମିଳିବ 2000 ଟଙ୍କା
ଯଦି ବ୍ୟାଙ୍କ ଆକାଉଣ୍ଟ୍ ଥିଲେ ମାଗଣା ରେ ମିଳିବ ଦୁଇ ହଜାର ଟଙ୍କା । କିଛି କାମ କରିବା ଦରକାର ନାହିଁ ଲାଭ ଉଠାଇ ହେବ । ଭିମ୍ ଆପ୍ଲିକେସନ୍ କୁ ଡାଉନ୍ ଲୋଡ଼ କରନ୍ତୁ, ଏହା ଦ୍ୱାରା ମନି ସେଣ୍ଡ୍ କରି ପାରିବେ ଫୋନ ପେ ଭଳି । ଏହି ଆପ୍ଲିକେସନ୍ ସହ ବ୍ୟାଙ୍କ ଆକାଉଣ୍ଟ୍ ଲିଙ୍କ କରିବେ, ଏବଂ ଏଥିରେ ଅଫର୍ ଅଛି ଯଦି ଆପଣ ପ୍ରଥମ ଆକାଉଣ୍ଟ୍ କରି ମନି ସେଣ୍ଡ୍ କରୁଛନ୍ତି ତେବେ ଏକାବନ ଟଙ୍କା ମିଳିବ । ଏହି ଆପ୍ଲିକେସନ୍ ରେ ଯଦି ମନି ୧୦୦ ଟଙ୍କା ସେଣ୍ଡ୍ କରୁଛନ୍ତି ତେବେ ୨୫ ଟଙ୍କା ମିଳିବ । ଜଣଙ୍କୁ ୨୦ ଥର ସେଣ୍ଡ କରିପାରିବେ ନାହିଁ ।
କେମିତି ପାଇବେ ଦେଖନ୍ତୁ
ପ୍ରତି ଥର ଅଲଗା ଅଲଗା ଆକାଉଣ୍ଟ୍ ଦରକାର । ପ୍ରଥମେ ସେଣ୍ଡ କୁ କ୍ଳିକ୍ କରିବେ ତା ପରେ ୟୁ ପି ଆଇଡ଼୍ ଦେବେ, ଯାହା କୁ ଦେବେ ସେ ମଧ୍ୟ ଏ ଆପ୍ଲିକେସନ୍ ବ୍ୟବହାର କରୁଥିବା ଦରକାର ଏବଂ ତା ୟୁପି ଆଇଡି ଦେବେ ଓ ମନି ୧୦୦ ଟଙ୍କା ଦେବେ । ତା ପରେ ପେ ଉପରେ କ୍ଳିକ୍ କରିବେ କନ୍ଫର୍ମ ଉପରେ କ୍ଳିକ୍ କରିବେ ।
ତା ପରେ ହେଇଯିବ । ତା ପରେ ୨୦ ଜଣ ଫ୍ରେଣ୍ଡ୍ ଙ୍କୁ ୧୦୦ ଟଙ୍କା ଲେଖା ସେଣ୍ଡ୍ କରିଵେ ପୁଣି ଆଣିବେ ପୁଣି ପେ କରିବେ ଯଦି ମାସ କୁ ଏମିତି୨୦ ଥର କରୁଛନ୍ତି ଅଲଗା ଅଲଗା ଆକାଉଣ୍ଟ୍ କୁ ୧୦୦ ଟଙ୍କା ଲେଖା ତେବେ ଆପଣଙ୍କ ଆକାଉଣ୍ଟ୍ କୁ ୫୦୦ ଟଙ୍କା ଲେଖା ଆସିଯିବ । ତା ପରେ ଭିମ୍ କୋଡାକ୍ ଭି ଏମିତି । ଭିମ୍, ଭିମ୍ ଏବି ବି ପି ,ପେଟିଏମ୍, ଭିମ୍ କୋଡାକ୍ , ଏହି ଚାରୋଟି ଦ୍ୱାରା ୨୦୦୦ ଟଙ୍କା ହୋଇ ପାରିବ।