ବିଚାର

ସେ ଦିନ ମୁଁ ଖୁବ କାନ୍ଦିଥିଲି …ମୋର ସିନେମା କଥା ଭାରି ମନେ ପଡିଥିଲା..ନିଜ ଜୀବନର ଦୁଃଖ ବଖାଣିଲେ ଅଭିନେତ୍ରୀ Nikita (ଝିଲି), ଦେଖନ୍ତୁ Video

ଝିଲ୍ଲୀ କହିଛନ୍ତି କି ସେ ତାଙ୍କର ଖୁଶି କଥା କହି ଛନ୍ତି କେଉଁ ସମୟରେ ସେ ଅଧିକ ଖୁଶି ଥିଲେ । ଝିଲ୍ଲୀ ଏକ ବାଲ୍ୟକଳାକାର ସେ ପିଲା ଦିନରୁ ବହୁତ ସାରା ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ କାହକିହାନ୍ତି ତାଙ୍କ ପାଇନ୍ନ ସବୁ ଠାରୁ ଖୁଶିର ଦିନ ସେହି ଦିନ ଥିଲା ଯେଉଁ ଦିନ ତାଙ୍କ ଭାଇ ଏହି ଦୁନିଆକୁ ଆସି ଥିଲା । ତାଙ୍କ ମା ଙ୍କ ପ୍ପେତରେ ଥିବା ବେଳେ ଏହା ବହୁତ ଜଟିଳ ହୋଇ ଯାଇ ଥିଲା ଯାହା ଦ୍ଵାରା ତାଙ୍କ ମା ଓ ଭାଇ ମଧ୍ୟରୁ କେହି ଜଣେ ହି ବଞ୍ଚି ପାରିବ ।

ସେ ଶୁଣିବା ପାଇଁ ପାଇ ଥିଲେ । ତାଙ୍କ ଭାଇ ଜନ୍ମ ହେବା ସମୟରେ ପ୍ରିମାଚୁୟର ହୋଇ ଥିଲେ । ସେ କହିଛନ୍ତି କି ସେ ସମୟ ହାତରେ  ଡୋରୀ ଚଳଚିତ୍ର ରେ ଏକ ଭାଇ ପାଇଁ ଜିଦି କରୁଥିଲେ ଏହା ତାଙ୍କ ଅଭିନୟ ଥିଲା ମାତ୍ର ପ୍ରକୃତ ଜୀବନରେ ମଧ୍ୟ ସେ ସତରେ ଏକ ଭାଇ ଚାହୁଁଥିଲେ । ସେ ସବୁ ବେଳେ ଭଗବାନ ଙ୍କୁ ମାଗୁ ଥିଲେ କି ତାଙ୍କୁ ଏକ ଭାଇ ଦରକାର । କିନ୍ତୁ ବାପା ଙ୍କ ନିଷ୍ପତ୍ତି ଥିଲା କି ମା ଦରକାର ତାଙ୍କୁ ପିଲା ନୁହେଁ ।

ଝିଲ୍ଲୀ ସେତେବେଳେ ଘରେ ଥିଲେ । ତାଙ୍କ ଜେଜେମା ଙ୍କ ପାଖକୁ ଫୋନ ଆସିଲା କି ତାଙ୍କର ଏକ ଭାଇ ହେଇଛି ଏହା ପରିବାର ପାଇଁ ବହୁତ ଖୁଶି କଥା ଥିଲା । କିନ୍ତୁ ଏହା ମଧ୍ୟ ତାଙ୍କ ପାଇଁ ଖୁବ ଆଶ୍ଚର୍ଯ୍ୟ ଥିଲା କି ଏକ ଛୋଟ ପିଲା ଏତେ ଛୋଟ କିଭଳି । ସେ କହିଥିଲେ କି ସେ 10 ବର୍ଷ ବର୍ଷ ର ଥିଲେ ଯେଉଁ ସମୟରେ ତାଙ୍କ ଭାଇ ଜନ୍ମ ହୋଇଥିଲା ଓ ସେ ତାକୁ ଦେଖିକି ଡରି ଯାଇଥିଲେ । ଏତେ ଛୋଟ ମୁହଁ ପତଳା ପତଳା ହାତ ।

ପ୍ରଥମ ଥର ପାଇଁ ସେ ଖୁଶି ଥିଲେ । ଏବେ ସେ 8 ମ ଶ୍ରେଣୀରେ ପଢୁ ଛନ୍ତି ଓ ତାଙ୍କ ମା ମଧ୍ୟ ଭଲ ଅଛନ୍ତି । ସେ କହିଛନ୍ତି କି ତାଙ୍କ ପାଇଁ ସବୁ ଠାରୁ ଭଲ ଦିନ ତାଙ୍କ ଭାଇର ଜନ୍ମ  ଦିନ ଅଟେ । କେବଳ ତାଙ୍କ ପାଇଁ ନୁହେଁ ତାଙ୍କ ପୁରା  ପରିବାର ପାଇଁ ଏହା ଏକ ଖୁଶିର କଥା ।

ଏହା ପରେ ତାଙ୍କୁ ପଚରା ଯାଇଥିଲା କି ନିକିତା ଯାହାକି ତାଙ୍କ ପ୍ରକୃତ ନାମ ଝିଲ୍ଲୀ ତାଙ୍କ ଅଭିନୟ ଶିରିଆଲ ର ନାମ ଅଟେ । ତେବେ ସେ କଣ କରିବା ପାଇଁ ଭଲ ପାନ୍ତି ଏହି ନାମ ନିକିତା କିଭଳି ଆସିଲା ତାଙ୍କ ପାଖକୁ । ସେ  କହିଥିଲେ କି ଏହା ମତେ ମୋ ବାପା ଦେଇଛନ୍ତି । ଏହି ନାମ ତାଙ୍କର ସେଇ ପାଇଁ ବହୁତ ପସନ୍ଦ । ସେ ନାଚିବା ପାଇଁ ଭଲ ପାନ୍ତି ଗୀତ ଗାଇବା ପାଇଁ ଭଲ ପାନ୍ତି କିନ୍ତୁ ଏତେ ଭଲ ରେ ନାଇ ଅଧିକା ନାଚିବା ପାଇଁ ସେ ପସନ୍ଦ କରନ୍ତି ।  ସେ ନାଚ ମଧ୍ୟ ଶିଖିଛନ୍ତି ବୋଲି କହିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button