ବିଚାର

ମହାଭାରତରେ କୁହାଯାଇଥିବା କଥା କଳିଯୁଗ ରେ ହେଉଛି ସତ- Truth About Kalyug

ଆମେ ଜାଣିଛେ କି କଳିଯୁଗର ଅନ୍ତ କିଭଳି ହେବ । ଭଗବାନ ଙ୍କୁ ଏହା ଅଭିଶାପ ଥୁଇଲା ଗୁରୁ ଶୁକ୍ରାଚାର୍ଜ୍ୟ ଙ୍କର କି ଯେଉଁ ମନୁଷ୍ୟ କୁ ଭଗବାନ ବଞ୍ଚାଇବା ପାଇଁ ସବୁବେଳେ ଆତୁର ହେଉଛନ୍ତି ତାଙ୍କୁ ନିଜ ମାନବ କୁ ନିଜର କ୍ଷତି ହେବାର ଦେଖିବେ । ଏହା ମଧ୍ୟ କହିଥିଲେ ରାକ୍ଷସ ମାନଙ୍କୁ ସିନା ପୃଥିବୀ ରୁ ଉଠାଇ ଦିଆ ଜୀବ ହେଲେ ସେମାନେ ସବୁ ବେଳେ ମାନବ ରୂପରେ ଜନ୍ମ ନେଉଥିବେ ଯାହା ପାଇଁ ସବୁ ବେଳେ କଲି ଯୁଗରେ ଆମେ ଅସୁବିଧା ଭୋଗ କରିବା । ଯେଉଁ ମାନେ ସାଧୁ ଅଟନ୍ତି ସେମାନେ ନିଶୀଥ ଭାବେ ଖରାପ ପରିଣାମ ପାଇବେ ଆଉ ଯେଉଁ ମଏ ଅସାଧ୍ୟ ଆତନ୍ତି ସେମାନେ ସବୁ ବେଳେ ଭଲରେ ରହିବେ ।

ଏହା ପରେ ଏହା ମଧ୍ୟ କୁହାଯାଇଛି କି ଆମେ ଯେଉଁ ପ୍ରାର କର୍ମ ଲରିବା ତାହାର ଅନ୍ତ କରିବା ପାଇଁ ଭଗବାନ ନିଶ୍ଚିତ ଭାବେ ଭଗବାନ ଆଉ ଏକ ରୂପ ନେଇକି ଆସିବେ ଏହା ପରେ ପୁଣି ସତ୍ୟ ଯୁଗର ଆରମ୍ଭ ହୋଇଯିବ । ଏହା ସହ ମହାଭାରତ ରେ ମଧ୍ୟ କୁହାଯାଇଛି । ମହାଭାରତ ରେ କୁହାଯାଇଛି କି ଯେତେବେଳେ ପଞ୍ଚୁପାନଡବ ମାନ ଥିଲେ ଓ ସେମାନେ ଅନ୍ତରେ ପଚାରିଥିଲେ କି ଆପଣ ଆମକୁ ଏବେ କୁହନ୍ତୁ କି ଆସନା ଯୁଗକେଉଁ ଭଳି ହେବ ।

ଭଗବାନ କହିଲେ ତୁମେ ମାନେ ଜାୟ ଏକ ବନକୁ ଯେଉଁ ଜାଗାକୁ ମୁ କହୁଛି ଆପଣ ଆଷ୍ୟ ପରେ ଏହାର ଉତ୍ତର ମୁ ଦେବୀ । ଏହା ଶୁଣିବା ପରେ ସବୁ ନିଜ ନିଜ ବାଟରେ ଚାଲିଗଲେ । ଆସିବା ପରେ ଯାହା କହିଲେ ତାହା ଶୁଣିବା ଖୁବ ଅସମ୍ଭବ ଥିଲା । ପ୍ରଥମ ଯୁଦଧିଷ୍ଠିର କହିଲେ କି ଏକ ହାତୀ ଦେଖିଲି ଯାହାର ଦୁଇଟି ଶୁଣ୍ଢ ଥିଲା, ଏହା ପରେ ଭୀମା କହିଲେ ମୁ ଦେଖିଲି ଏକ ଗାଈ ତା ଛୁଆ କୁ ଏତେ ଚାଟୁଛି କି ସେ ତା ଦେରୁ ରକ୍ତ ବାରର କରି ଦେଲାଣି ।

ଏହା ପରେ ଅର୍ଜୁନ କହିଲେ ଗୋଟେ ପକ୍ଷୀର ଦେହାରେ ବେଦ ଲେଖା ହୋଇଛି ମାତ୍ର ସେ ଏକ ମରୁତ ଯିବାର ମାଂସ ଖାଉଛି । ଏହା ପରେ ନକୁଳ କହିଲେ କି ସେ ପାଖରେ ଅନେକ କୂଅ ଦେଖିଲେ । ମାତ୍ର ଯେଉଁ କୂଅ ଅଧିକା ଗଭୀର ଅଛି ମାତ୍ର ମାଝି କୂଅ ଯାହା ଖୁବ ଗଭରା ତାହା ସୁଖୀ ଯାଇଛି । ଏହା ପରେ ସହ ଦେବ କହିଲେ କି ଏକ ଆଡ ପଥର ଉପରୁ ତଳକୁ ଖଶିବା ବେଳେ ଆନେ ଗଛ କୁ ମାଡି ଦେଇ ଆସିଲା ମାତ୍ର ସେ ଯେତେବେଳେ ଦେଖିବା ପାଇଁ ପାଇଲା କି ଏକ ଛୋଟ ପଥର ଏହାକୁ ଅଟକାଇ ଦେଲା ସେ ଚକିତ ହୋଇଗଲା ।

ଏହାର ଉତାର ଦେଇକି ଭଗବାନ କହିଲେ କି କାୟଯୁଗରେ ଆମେ ଦୁଇ ପ୍ରକାର କଥା କହୁଥିବା ଲୋକଙ୍କୁ ଦେଖିବା ଯେଉଁ ମାନେ କହିବେ କିଛି କରିବେ ଆଉ କିଛି । ଏଆ ପରେ ଭଗବାନ କହିଲେ ପ୍ରଯାଙ୍କୁ ରାଜା ଅସବୁ ଆଡୁ ଶୋଷଣ କରିବେ । ଏହା ପରେ ଆଖିଲେ କି ସନ୍ତାନ ଙ୍କୁ ମାତା ପିଆ ଏତେ ଭଲ ପାଇଆ ଦେବେ କି ତାକୁ ନଷ୍ଟ କରି ଦେବେ ତାଙ୍କ ପାଇଁ ତାଙ୍କ ସନ୍ତାନ ନଷ୍ଟ ହୋଇଯିବ ।

କିଛି ଲୋକମାନେ ନିଜ ପୁଅକୁ ସାଧୁ ହେବାରଦେଖିଲେ କାନ୍ଦିବେ ମାତ୍ର ଅନ୍ୟ ଆହାର ପୁଅ ସାଧୁ ହେଲେ ତାକୁ ପୂଜା କରିବେ । ଏହା ପରେ ଭଗବାନ କହିଲେ କି କଲି ଯୁଗରେ ଏକ ଜାଗାରେ ଦୁଇ ପ୍ରକାର ଅସମାନତା ଦେଖିବା ପାଇଁ ମିଳିବ ଏକ ଜାଗାରେ ହଜାର ହଜାର ଟଙ୍କା ଉଡାଇବା ସକ୍ଷମ ଥିବା ଲୋକ କେବେହେଲେ ନିଜ ପାଖରେ ଥିବା ଗରିବ ଲୋକର ଦୁଃଖ ବୁଜି ପାରିବନି । ଯେଉଁ ଭଳି ଭାବେ ମଣିଷର ମାରି ହେବ ତାକୁ କେବଳ ହରିନାମ ହିନ ଅଟକାଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button