ଶନିବାର ଦିନ ଏହି ଉପାୟ କଲେ 1 ଘଣ୍ଟାରେ ଚମତ୍କାର ଫଳ ମିଳିଥାଏ, ଧନର ବର୍ଷା ହୁଏ, ସମସ୍ତ ଇଚ୍ଛା ପୂର୍ଣ୍ଣ ହୁଏ

ବନ୍ଧୁଗଣ ସପ୍ତାହ ର ପ୍ରତେକ ଦିନ ଅଲଗା ଅଲଗା ଦେବୀ ଦେବତାଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଜୀ ଙ୍କୁ ସମ୍ପର୍କିତ ଅଟେ । ହନୁମାନ ମହାରାଜା ଙ୍କୁ ସଙ୍କଟ ମୋଚନ ମଧ୍ୟ କୁହାଯାଏ । ହନୁମାନ ଜୀ ନିଜ ଭକ୍ତଙ୍କୁ ଯେତେ ବଡ ସଙ୍କଟ ଥିଲେ ବି ତତ୍କାଳ ମୁକ୍ତି ଦେଇଥାନ୍ତି । ଆଜି ଆମେ ଜାଣିବା ହନୁମାନ ଜୀଙ୍କୁ କଣ ଅର୍ପଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ଯେମିତି ଆପଣଙ୍କୁ ଚାକିରିରେ ସମସ୍ଯା, ବ୍ୟାପାରରେ ଉନ୍ନତି, ଧନ ଲାଭ ପାଇଁ, କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବାକୁ ହନୁମାନ ଜୀ ଙ୍କୁ କଣ ଚଢାଇବା ଉଚିତ ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ପାନ : ଯଦି ଆପଣଙ୍କ ଜୀବନରେ ବଡ ବିପଦ ଆସୁଛି, ମାନସିକ ଚିନ୍ତାରେ ରହୁଛନ୍ତି ସେଥିପାଇଁ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ପାନ ବିଡା ପାନ କରନ୍ତୁ । ଓ ମନ ଚାହୁଁଥିବା ବରଦାନ ମାଗି ନିଅନ୍ତୁ । ପାନ ଚଢାଇବା ସମୟରେ ଶ୍ରୀରାମ ଙ୍କ ନାମ ୧୦୮ ଥର ଜପ କରନ୍ତୁ ।
୨- ଲବଙ୍ଗ, ଗୁଜୁରାତି ଓ ଗୁଆ : ହନୁମାନ ଜୀ ଙ୍କୁ ଏହି ୩ଟି ସାମଗ୍ରୀ ବହୁତ ପସନ୍ଦ ଅଟେ । ମଙ୍ଗଳବାର ଓ ଶନିବାର ଦିନ ଏହି ୩ଟି ସାମଗ୍ରୀ ଚଢାଇଲେ ଶନି ଓ ମଙ୍ଗଳ ଦୋଷ ଦୂର ହୋଇଥାଏ । ରାଶି ତେଲର ଦୀପରେ ଲବଙ୍ଗ ପକାଇ ହନୁମାନଙ୍କର ଆଳତି କରିଲେ ସବୁ ବିପଦ ଦୂର ହୋଇଥାଏ ।
୩- ନଡିଆ : ଗରିବୀରୁ ମୁକ୍ତି ପାଇବାକୁ ଗୋଟେ ନଡିଆ ଉପରେ ସିନ୍ଦୁର ଲଗାଇ ନାଲି ସୂତା ବାନ୍ଧି ହନୁମାନ ମହରାଜଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ସବୁ କଷ୍ଟ, ସମସ୍ଯା ଦୂର ହେବ । ଏହି ଉପାୟକୁ ୧୧ଟି ମଙ୍ଗଳବାର କରନ୍ତୁ ।
୪- ଗୁଡ ଓ ଚଣା : ହନୁମାନ ପ୍ରଭୁଙ୍କୁ ଗୁଡ ଓ ଚଣା ବହୁତ ପସନ୍ଦ ହୋଇଥାଏ । ଏହି ୨ଟି ସାମଗ୍ରୀ ହନୁମାନ ଜୀଙ୍କୁ ଚଢାଇବା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ମଙ୍ଗଳବାର ଓ ଶନିବାର ଦିନ ଏହା ଭୋଗ ଲଗାଇଲେ ଗରିବୀ ଦୂର ହୋଇଥାଏ ।
୫- ଇମର୍ତ୍ତୀ ଭୋଗ : ଏହା ଏକ ମିଠା ଜାତୀୟ ଭୋଗ ଅଟେ । ଏହାକୁ ଭୋଗ ଲଗାଇବା ଦ୍ଵାରା ସଂକଟମୋଚନ ହନୁମାନ ଜୀ ପ୍ରସନ୍ନ ହୋଇଥାନ୍ତି । ଯାହା ବି ମନୋକାମନା ଥାଏ ତାହା ପୂରଣ ହୋଇଥାଏ ।
୬- ଲଡୁ : ହନୁମାନ ଜୀଙ୍କୁ ୩ ପ୍ରକାରର ଲଡୁ ପସନ୍ଦ ତେ ଯଥା ବୁନ୍ଦି, ମଲ୍ଲାଇ ରାଶି ଓ ବେସନ ଲଡୁ । ଏଥିମଧ୍ୟରୁ ବେସନ ଲଡୁ ହନୁମାନ ଜୀଙ୍କ ପ୍ରିୟ ହୋଇଥାଏ । ଏହା ଦ୍ଵାରା ସବୁ ଇଚ୍ଛା ପୁରଣ ହୋଇଥାଏ । ଏହା ସହ ତୁଳସୀ ପାତ୍ର ଚଢାଇବା ଉଚିତ ।
୭- କେସରର ଭାତ : ୫ଟି ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ କେସରର ଭାର ଭୋଗ ଲଗାଇଲେ ସବୁ ସଙ୍କଟ ଦୂର ହୋଇଥାଏ । ହନୁମାନ ଜୀଙ୍କୁ ଗୁଡରେ ତିଆରି ରୁଟି ଭୋଗ ଲଗାଇଲେ ଯାହା ବି ସମସ୍ଯା ଥିବ ତାହା ଦୂର ହେବ ।