ସ୍ୱାସ୍ଥ୍ୟ

ଅଧିକ ଆଳୁ ଖାଉଛନ୍ତି କି ସାବଧାନ ! ଭୋଗି ପାରନ୍ତି ଏହି ସବୁ ସାଙ୍ଘାତିକ ଅସୁବିଧା ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଳୁକୁ ପରିବା ମଧ୍ୟରେ ରାଜା ବୋଲି କୁହାଯାଏ। କାହିଁକି ନା କିଛି ପରିବା ଏମିତି ଅଛନ୍ତି, ଯେଉଁଥିରେ ଆଳୁ ନପଡିଲେ ରୋଷେଇ ହୋଇପାରିବ ନାହିଁ। ଆଳୁରେ ବହୁତ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ବହୁତ ଲୋକଙ୍କୁ ଆଳୁ ବହୁତ ପସନ୍ଦ ମଧ୍ୟ। ଆଳୁ ଖାଇବା ଦ୍ଵାରା ମିଳୁଥିବା ଫାଇଦା ତ ଆପଣ ଜାଣି ଥିବେ।
Promoted Content

Patato
କିନ୍ତୁ ଆଜି ଆମେ ଆପଣଙ୍କୁ ଆଳୁ ଖାଇବା ଦ୍ଵାରା କଣ ସବୁ ରୋଗ ସୃଷ୍ଟି ହୁଏ ସେ ବିଷୟରେ କହିବୁ। ଆଳୁରୁ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ମିଳେ। ଯାହା କି ଆମ ଶରୀର ପାଇଁ ଅତ୍ୟନ୍ତ ଖରାପ। ଏବେ ଆପଣ ଭାବୁଥିବେ ଆଳୁ ରେ ଏମିତି କଣ ସବୁ ଖରାପ ଗୁଣ ଅଛି ଯାହା ଆମ ଶରୀର ପାଇଁ ଖରାପ। ଏବେ ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ।
୧:- ଆଳୁ ଖାଇବା ଦ୍ଵାରା ଦେଖା ଦେଇପାରେ ଏସିଡିଟି, ଡ଼ାଇବେଟିସ, ବ୍ଲଡ଼ପ୍ରେସର୍ ଭଳି ସମସ୍ୟା। ତେଣୁ ଗ୍ୟାସ୍ ସମସ୍ୟା ରହିଥିଲେ ଆଳୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।
୨:- ମଧୁମେହ ରୋଗକୁ ଏହା ବଢାଇ ଥାଏ। ଧ୍ୟାନ ରଖନ୍ତୁ କେବେବି ଅଧିକା ସମୟ ଆଳୁରୁ ଚୋପା ଛଡାଇ ରଖନ୍ତୁ ନାହିଁ, ଚୋପା ଛଡା ଆଳୁ ଖାଇବା ଦ୍ଵାରା ଶରୀରରେ ଇନସୁଲିନ ର ମାତ୍ରା ବଢିଥାଏ। ସେଥିପାଇଁ ଚୋପା ଛଡା ଆଳୁ ର ସେବନ କେବେ କରନ୍ତୁ ନହିଁ।

୩:- ଆଳୁରେ ଫାଇବର ଓ ଭିଟାମିନ ‘ସି’ ମିଳିଥାଏ। ଏହା ଶରୀରରେ ଓଜନ ବଢାଇ ଥାଏ। ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁ ଥାନ୍ତି ତେବେ ଆପଣ ଆଳୁର ସେବନ ବନ୍ଦ କରି ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button