ମନୋରଞ୍ଜନ

ସେନ୍ସର ବୋର୍ଡ ସିନେମାଘର ଗୁଡିକରେ ରିଲିଜ ହେବାକୁ ଦେଲେ ନାହିଁ ଏହି ୪ଟି ଅଶ୍ଲୀଳ ଫିଲ୍ମ, ବହୁତ ସହଜରେ ଆପଣ ଦେଖି ପାରିବେ ଏଠି

କହିବାକୁ ଗଲେ ଆମର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଦିନ ଫିଲ୍ମ ପ୍ରସ୍ତୁତ ହୋଇଥାଏ, କିଛି ଫିଲ୍ମ ଏହିଭଳି ହୋଇଥାଏ କି ଆପଣ ନିଜର ପୁରା ପରିବାର ସହିତ ତାକୁ ଦେଖି ପାରିବେ । କିନ୍ତୁ କିଛି ଫିଲ୍ମ ଏମିତି ହୋଇଥାଏ ଯାହା ସେନ୍ସର ବୋର୍ଡର ନିଷ୍ପତି ନିୟମ ଆଗରେ ଛିଡା ହୋଇ ପାରନ୍ତି ନାହିଁ ଓ ସେନ୍ସର ବୋର୍ଡକୁ ବାଧ୍ୟରେ ତାକୁ ବ୍ୟାନ କରିବାକୁ ପଡିଥାଏ । ଏହି ଫିଲ୍ମରେ କିଛି ଆପତ୍ତିଜନକ ସୀନ୍ସ ଦେଖାଯାଇଥାଏ, ଯାହାକୁ ଦେଖି ଲୋକମାନଙ୍କ ଉପରେ ଖରାପ ପ୍ରଭାବ ପଡିପାରେ ।

କିନ୍ତୁ ଆପଣ ଏହି ୪ଟି ବୋଲ୍ଡ ଫିଲ୍ମ ଗୁଡିକୁ ୟୁଟ୍ୟୁବରେ ସହଜରେ ଦେଖି ପାରିବେ । ଆସନ୍ତୁ ଜାଣିବା ସେହି ଫିଲ୍ମ ଗୁଡିକ ବିଷୟରେ ।

ଅନଫ୍ରୀଡମ

ଆପଣଙ୍କୁ କହିଦେଛୁ ଯେ ଏହି ଫିଲ୍ମଟି ୨୦୧୫ରେ ରିଲିଜ ହୋଇଥିଲା । ସେନ୍ସର ବୋର୍ଡ ଏହି ଫିଲ୍ମ ଉପରେ ଏଥିପାଇଁ ବ୍ୟାନ ଲଗାଇଥିଲେ, କାରଣ ଏହି ଫିଲ୍ମର କାହାଣୀ ଦୁଇ ଜଣ ସୁନ୍ଦର ଝିଅମାନଙ୍କର ସମ୍ବନ୍ଧ ଉପରେ ଆଧାରିତ ଅଟେ । ଫିଲ୍ମରେ ଏତେ ଅଧିକ ସମ୍ବେଦନଶୀଳ ସୀନ୍ସ ଅଛି, ଯାହାକୁ ପରିବାର ସହିତ ବସି ଦେଖା ଯାଇ ପାରିବ ନାହିଁ । କିନ୍ତୁ ଯଦି ଆପଣଙ୍କୁ ଏହି ଫିଲ୍ମକୁ ଦେଖିବାର ଅଛି ତେବେ ଆପଣ ବହୁତ ସହଜରେ ୟୁଟ୍ୟୁବରେ ଦେଖି ପାରିବେ ।

ବୈଂଡିଟ କ୍ୱୀନ

ବୈଂଡିଟ କ୍ୱୀନ ବିଷୟରେ ଆପଣ କେଉଁଠି ନା କେଉଁଠି ନିଶ୍ଚିତ ଶୁଣିଥିବେ । ଏହି ଫିଲ୍ମ ଏକ ଏହିଭଳି ମହିଳାର କାହାଣୀ ଉପରେ ଆଧାରିତ ଅଟେ ଯାହାକୁ ସମାଜର କେତେକ ଲୋକମାନେ ତାହାର ଇଜ୍ଜତ ଲୁଟି ନେଲେ ଓ ଏହି ଦୁର୍ଘଟଣା ପରେ ସେହି ମହିଳା ଜଣକ ଫୁଲନ ଦେବୀ ରୂପରେ ଚମ୍ବଲ ଘାଟିରେ ଡାକୁ ହୋଇ ନିଜର ପ୍ରତିଶୋଧ ସମସ୍ତ ଲୋକଙ୍କ ଠାରୁ ନେବାକୁ ଲାଗିଲା ।

କାମସୂତ୍ର ୩ଡୀ

କାମସୂତ୍ର ୩ଡୀରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା କାମୁକ ଦୃଶ୍ୟକୁ ଦର୍ଶାଇ ଯାଇଛି । ଏହି ଫିଲ୍ମରେ ଏହିଭଳି ସୀନ୍ସ ଭରପୁର ଥିବାରୁ ଏହାକୁ ସେନ୍ସର ବୋର୍ଡ ଅନୁମତି ଦେଲା ନାହିଁ । ଏହି ଫିଲ୍ମଟି ୨୦୧୩ରେ ରିଲିଜ ହୋଇଥିଲା ।

ୟୁଆରଏଫ ପ୍ରୋଫେସର

ୟୁଆରଏଫ ପ୍ରୋଫେସର ଫିଲ୍ମରେ ବହୁତ ଅଧିକ ବୋଲ୍ଡ ଦୃଶ୍ୟ ହେବା କାରଣରୁ ସେନ୍ସର ବୋର୍ଡ ଏହି ଫିଲ୍ମକୁ ରିଲିଜ ହେବା ପାଇଁ ଅନୁମତି ଦେଲା ନାହିଁ । ଏହି ଫିଲ୍ମରେ ବଲୀଉଡରେ କେତେକ ଜଣାଶୁଣା ଅଭିନେତା ବି ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button