ଦେଶ ବିଦେଶ

Garuda Puran- ଭାଇ ଓ ଭଉଣୀ କଣ ପାଇଁ ବିବାହ କରନ୍ତି ନାହିଁ ? କଣ କହୁଛି ଶାସ୍ତ୍ର ଓ ବିଜ୍ଞାନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ରେ ଭାଇ ଓ ଭଉଣୀ ଙ୍କ ସମ୍ପର୍କ କୁ ସବୁଠାରୁ ପବିତ୍ର ବୋଲି କୁହାଯାଏ । କିନ୍ତୁ କିଛି ଲୋକ ଏହି ସମ୍ପର୍କ କୁ ଦଳି ଚାଲିଛନ୍ତି । ଯେତେବେଳେ ଭାଇ ର ଛୁଆ ର ମାଆ ହେବାକୁ ଯାଉଥିଲା ଭଉଣୀ । ଘରୁ ପଳାଇ ଥିଲେ ଉଭୟ ଭାଇ ଓ ଭଉଣୀ ଏବଂ ମନ୍ଦିର ରେ କରିଲେ ବିବାହ । ଭୋଜପୁର ଜିଲ୍ଲା ରେ ବାସ କରୁଥିବା ଜଣେ ପୁଅ ଟି ନିଜ ଭଉଣୀ ସହିତ ଶା-ରୀ-ରି-କ ସ-ମ୍ପ-ର୍କ ରଖିଥଲା । ଯେତେବେଳେ ଝିଅ ଟି ଗର୍ଭବତୀ ହୋଇଗଲା ସେତେବେଳେ ଦୁହେଁ ଘରୁ ପଳାଇ ମନ୍ଦିର ରେ ବିବାହ କରିଥିଲେ ।

ବହୁତ ସମୟ ଧରି ଝିଅ ଘରକୁ ନ ଫେରିବା ରୁ ଝିଅ ର ବାପା ଥାନା ରେ ଅଭିଯୋଗ କରିଥିଲେ । ପରେ ପୋଲିସ ଖୋଜି ଉଭୟ ଭାଇ ଓ ଭଉଣୀ କୁ ଥାନା କୁ ଆଣିଥିଲା । କିନ୍ତୁ ଥାନା ରେ ଝିଅ ଟି ଉତ୍ତର ରେ ଯାହା କହିଲା ତାହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଗଲେ । ଝିଅ ଟି ନିଜ ଭାଇ କୁ ସ୍ୱାମୀ ବୋଲି କହିଥିଲା ।

ଏହାପରେ ଗାଁ ବାସୀ ମାନେ ଉଭୟ ଙ୍କୁ ଗାଁ ରେ ରହିବାକୁ ଦେଲେ ନାହିଁ ଏବଂ ପୋଲିସ କୁ ଅନୁରୋଧ କରିଥିଲେ ଯେ ଦୁହିଁ ଙ୍କୁ କଠୋର ଦଣ୍ଡ ମିଳୁ । ଏହି ଘଟଣା ୨୦୧୮ ମସିହାରେ ଘଟିଥିଲା । ୨୦୨୧ ରେ ଝିଅ ବର୍ତ୍ତମାନ ଜେଲ୍ ରୁ ଫେରିଛି । କିନ୍ତୁ ପୁଅ ନୁହେଁ । ଉଭୟ ଆଉ ଏକାଠି ମଧ୍ୟ ରହି ପାରିବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଯେ ଭାରତୀୟ ସଂସ୍କୃତି ରେ ଭାଇ ଓ ଭଉଣୀ କଣ ପାଇଁ ବିବାହ କରନ୍ତି ନାହିଁ ଏବଂ ଏହା ମଧ୍ୟ ଜାଣିବା ଯେ ମୁସଲିମ ଓ ଅନ୍ୟ ଧର୍ମ ରେ ଭାଇ ଓ ଭଉଣୀ ବିବାହ କରନ୍ତି ଅଥବା ନୁହେଁ ।

ବନ୍ଧୁଗଣ ମୁସଲିମ ଧର୍ମ ରେ ଜଣେ ଭାଇ ନିଜ ଭଉଣୀ କୁ ସେତେବେଳେ ବିବାହ କରି ପାରିବ ଯେତେବେଳେ ଉଭୟ ଙ୍କ ମଧ୍ୟ ରୁ କେହି ଜଣେ ମାଆ ଙ୍କ ସ୍ତ-ନ୍ୟ-ପା-ନ କରି ନଥିବ । ଇସାଇ ଧର୍ମ ରେ ଜଣେ ଭାଇ ନିଜ ସମ୍ପର୍କୀୟ ଭଉଣୀ କୁ ବିବାହ କରି ପାରିବ । କିନ୍ତୁ ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଜଣେ ଭାଇ ନିଜ ଭଉଣୀ ତଥା ସମ୍ପର୍କୀୟ ଭଉଣୀ କୁ ବିବାହ କରିବା ଅନୁଚିତ ଅଟେ । ଶାସ୍ତ୍ର ଅନୁସାରେ ଏହାଦ୍ବାରା ସଂପର୍କ ରେ କଳଙ୍କ ସୃଷ୍ଟି ହୋଇଥାଏ ଏବଂ ଯଦି ଗୋଟିଏ ପୁଅ ନିଜ ଭଉଣୀ କୁ ବିବାହ କରିଥାଏ ତେବେ ସେ ଆୟୁଷ ପୁରିବା ପୂର୍ବରୁ ମୃ-ତ୍ୟୁ ବରଣ କରିଥାଏ ।

ବୈଜ୍ଞାନିକ ଦୃଷ୍ଟିକୋଣ ରୁ ଯଦି ଦେଖିବା ତେବେ ଯଦି ଭାଇ ଓ ଭଉଣୀ ଅଥବା ରକ୍ତ ସମ୍ପର୍କୀୟ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଏବଂ ଶା-ରୀ-ରି-କ ସମ୍ପର୍କ ରଖନ୍ତି ତେବେ ଜନ୍ମ ହୋଇଥିବା ଛୁଆ କୁ ଫାଲାସେନିଆ ରୋଗ ହେବାର ୯୦% ସମ୍ଭାବନା ରହିଥାଏ । ଏଭଳି ଛୁଆ ପାଗଳ ଅଥବା ମୃ-ତ ଜନ୍ମ ହୋଇପାରେ । ଆଧୁନିକ ଯୁଗ ରେ ବିଜ୍ଞାନ ବର୍ତ୍ତମାନ ଯାହା କହୁଛି ସେହି ସମ୍ବନ୍ଧରେ ହଜାର ହଜାର ବର୍ଷ ପୂର୍ବେ ମୁନି ଋଷି ମାନେ ମଧ୍ୟ କହିଥିଲେ । ତେଣୁ ହିନ୍ଦୁ ଧର୍ମ ରେ ଜଣେ ଭାଇ ନିଜର ଭଉଣୀ ଏବଂ ରକ୍ତ ସମ୍ପର୍କୀୟ କୁ କେବେ ବି ବିବାହ କରିବା ଉଚିତ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button