ବିଚାର

ମାଁ ବାପାଙ୍କ ଏହି ପରି ଛୋଟ ଭୁଲ ଦ୍ଵାରା ଜନ୍ମ ହୋଇ ଥାନ୍ତି କିନ୍ନର, ଭୁଲରେ ବି ଏହି କାମ କରନ୍ତୁ ନାହିଁ

ଏହି ସମାଜରେ ସ୍ତ୍ରୀ ଏବଂ ପୁରୁଷ ଛଡା ମଧ୍ୟା ଆହୁରି ଗୋଟେ ବର୍ଗ ଅଛି କିନ୍ତୁ ସେହି ବର୍ଗ ନା ପୂର୍ଣ ରୂପରେ ପୁରୁଷ ଅଟେ ନା ପୂର୍ଣ ରୂପରେ ସ୍ତ୍ରୀ ଅଟେ, ଯାହାକୁ ଲୋକ ଛକା ବା କିନ୍ନର ମଧ୍ୟ କହି ଥାନ୍ତି । କିନ୍ନରମାନଙ୍କ ବିଷୟରେ ଜାଣିବା ପାଇଁ ଲୋକ ସବୁବେଳେ ଇଛୁକ ରୁହନ୍ତି, ଆପଣ ନିଜ ଆଖ ପାଖରେ କୌଣସି ଖୁସି ଉତ୍ସବ ରେ କିନ୍ନରଙ୍କୁ ନାଚୁଥିବାର ବା ଗାଉ ଥିବାର ଦେଖି ଥିବେ । କିନ୍ନର କାହାର ବିବାହ ବା ଛୁଆ ମୁଣ୍ଡନରେ ଆସି ଗାଈ ଥାନ୍ତି ଏବଂ ନାଚିଥାନ୍ତି ଏହାକୁ ଲୋକ ଶୁଭ ମାନନ୍ତି ।

Image Courtesy: Google

ତେବେ କେତେକ ଥର ଆପଣ କିନ୍ନରଙ୍କୁ ଟ୍ରେନ ରେ ମଧ୍ୟ ଟଙ୍କା ମାଗିବାର ଦେଖି ଥାନ୍ତି । କିନ୍ନରମାନଙ୍କୁ ଦେଖି ସମସ୍ତଙ୍କ ମନରେ ବହୁତ ପ୍ରକାର ପ୍ରଶ୍ନ ଆସି ଥାଏ ଯେମିତି କି ସେ କେମିତି ରହୁ ଥିବେ ? କେଉଁ କାରଣ ପାଇଁ ସେ ଏହି ପରି ଜନ୍ମ ହୋଇଛନ୍ତି ? ତାଙ୍କ ଶାରୀରିକ ଇଛା କଣ ହେଉ ଥିବ ? ଇତ୍ୟାଦି ।

Image Courtesy: Google

ଯେମିତି ଅନ୍ୟ ସମୁଦାୟ ଲୋକେ ପର୍ବ ପର୍ବାଣି ରେ ନିଜ ସମୁଦାୟ ଲୋକଙ୍କ ସହ ଦେଖା କରନ୍ତି ସେମିତି କିନ୍ନରମାନେ ମଧ୍ୟ କରନ୍ତି କିନ୍ତୁ ବହୁତ ବିଶେଷ ଅବସର ରେ । କିନ୍ନରମାନଙ୍କ ରହିବା ଚାଲିବା ଅନ୍ୟ ଲୋକଙ୍କ ଠାରୁ ବହୁତ ଭିନ୍ନ ହୋଇ ଥାଏ, ସାମାନ୍ଯ ଲୋକଙ୍କ ଠାରୁ ସେ ଆଗକୁ ରୁହନ୍ତି । କିନ୍ନରମାନଙ୍କ ଜନ୍ମ ଆଜି ପର୍ଯ୍ୟନ୍ତ ମଧ୍ୟ ଗୋଟେ ରହସ୍ୟ ଅଟେ, ତାଙ୍କ ଜନ୍ମ ସହ ତାଙ୍କ ପରିଚୟ ହୋଇ ଥାଏ, ଲେଙ୍ଗିକ ଅନୁଯାଇ ନର ଏବଂ ନାରୀ ମଧ୍ୟ ର ହୋଇ ଥାନ୍ତି କିନ୍ନର ।

Image Courtesy: Google

ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ କିନ୍ନରମାନଙ୍କ ଜନ୍ମ କଣ ପାଇଁ ହୋଇ ଥାଏ ଏବଂ କେମିତି ହୋଇ ଥାଏ ? ଆଜି ଆମେ ଆପଣମାନଙ୍କୁ ଜ୍ଯୋତିଷ ଶାସ୍ତ୍ର କିଛି ଏମିତି ରହସ୍ୟ କହିବାକୁ ଯାଉଛୁ ଯାହା ଅନୁଯାଇ କିନ୍ନର ଜନ୍ମ ହୁଅନ୍ତି, ଆପଣ ସମସ୍ତେ ଜାଣିଛନ୍ତି ଯେ ଜାତକ ମଣିଷ ପ୍ରତେକ କଥା କହି ଥାଏ । ଛୁଆ ଜନ୍ମ ହେଲା ପରେ ମାଁ ବାପା ଜାଣି ଯାନ୍ତି ତାଙ୍କ ଛୁଆ ସାମାନ୍ଯ ନୁହ । ଜ୍ଯୋତିଷ ଶାସ୍ତ୍ର ଜନ୍ମପତ୍ରୀ ଅଷ୍ଟମ ଘରେ ଶୁକ୍ର ଏବଂ ଶନିଙ୍କ ବାସ ଏବଂ ତାଙ୍କୁ ଗୁରୁ, ଚନ୍ଦ୍ର ଦେଖନ୍ତି ନାହିଁ, ତେବେ ମଣିଷ ନପୁଂସକ ହୋଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button