ବିଚାର

ରିସର୍ଚ ଅନୁସାରେ ଝିଅମାନେ ଏହି ଅବସ୍ଥାରେ ନିଜକୁ ଅଧିକ ସନ୍ତୁଷ୍ଟ ଓ ଖୁସି ଅନୁଭବ କରିଥାନ୍ତି

କୁହାଯାଏ କି ବିବାହ ଏକ ଏମିତି ପରମ୍ପରା ଅଟେ ଯାହା କୌଣସି ବି ମହିଳା ଓ ପୁରୁଷକୁ ସାତ ଜନ୍ମ ପର୍ଯ୍ୟନ୍ତ ବାନ୍ଧି ରଖିଥାଏ । ଏହି ବନ୍ଧନରେ ବାନ୍ଧିବା ପରେ ଝିଅମାନେ ନିଜକୁ ଅଧିକ ଭାଗ୍ୟଶାଳୀ ଓ ସୁଖୀ ମନେ କରନ୍ତି । କିନ୍ତୁ ଏକ ରିସର୍ଚ ଅନୁସାରେ ମାନିବେ ତ ଝିଅମାନେ ବିବାହ ଅପେକ୍ଷା କୁଆଁରୀ ଅବସ୍ଥାରେ ରହିବାକୁ ଅଧିକ ଖୁସି ମନେ କରନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିବ କି ଝିଅମାନେ କୁଆଁରୀ ଅବସ୍ଥାରେ ନିଜକୁ କେମିତି ଖୁସିରେ ରଖି ପାରିବେ ।

ଯେତେବେଳେ କି ଏମିତି କୁହାଯାଏ କି ଝିଅମାନେ ନିଜକୁ ସମ୍ବନ୍ଧରେ ଅଧିକ ଖୁସି ଅନୁଭବ କରନ୍ତି । ଜଣେ ବୈଜ୍ଞାନିକଙ୍କ ରିସର୍ଚ ଅନୁସାରେ ଝିଅମାନେ ସଂଭୋଗ ଅବସ୍ଥାରେ ଅଧିକ ସନ୍ତୁଷ୍ଟ ଓ ଖୁସି ଅନୁଭବ କରନ୍ତି । କିନ୍ତୁ ଅନ୍ୟ ପଟେ ଅନ୍ୟ ଏକ ରିସର୍ଚ ଅନୁସାରେ ଏହା କୁହା ଯାଇଛି କି ଝିଅମାନେ ବିନା ବିବାହ କରି ବି ଅଧିକ ଖୁସିରେ ରହିଥାନ୍ତି । ଯାହାର କାରଣ ତାଙ୍କର ସ୍ଵତନ୍ତ୍ରତା ଅଟେ ।

ସେ ନିଜର ଇଚ୍ଛାର ପୂର୍ତ୍ତି ପାଇଁ କିଛି ବି କରି ପାରନ୍ତି । ତାକୁ ଅନ୍ୟ କାହା ଉପରେ ନିର୍ଭର ରହିବାକୁ ପଡେ ନାହିଁ । ଅନ୍ୟ ପଟେ ଯେତେବେଳ ତାହାର ବିବାହ ହୋଇଯାଏ ତେବେ ସେ ନିଜର ସ୍ଵାମୀ ଉପରେ ନିର୍ଭର ରହିଥାଏ । ଯେତେବେଳେ ସେ ମା ହୋଇଯାଏ ତେବେ ତାକୁ ନିଜର ଶିଶୁର ପାଳନ ପୋଷଣ ଓ ଭବିଷ୍ୟତକୁ ନେଇ ଚିନ୍ତା ରହିଥାଏ । ଯାହା ଦ୍ଵାରା ସେ ନିଜେ ଖୁସିରେ ରହି ପାରେ ନାହିଁ ।

କହିବାକୁ ଗଲେ ଏହି ରିସର୍ଚରେ କିଛି ମହିଳାମାନଙ୍କୁ ଚୟନ କରାଗଲା ଯେଉଁମାନଙ୍କ ମଧ୍ୟରେ କିଛି ବିବାହିତା ଓ କୁଆଁରୀ ଥିଲେ । ଯେତେବେଳେ ଦୁଇ ଜଣଙ୍କ ଖୁସିକୁ ଅଧ୍ୟୟନ କରାଗଲା ତେବ ଯେଉଁ ପରିଣାମ ସାମ୍ନାକୁ ଆସିଲା ତାହା ବହୁତ ଆଶ୍ଚର୍ଯ୍ୟକର ଥିଲା । ତାହା ଏହା ଅଟେ କି ଝିଅମାନେ ବିବାହ ନ କରି ବହୁତ ଖୁସିରେ ରହିଥାନ୍ତି । କିନ୍ତୁ ଅନ୍ୟ ପଟେ ଏମିତି କୁହାଯାଏ କି ଝିଅମାନେ ନିଜକୁ ବିବାହ ବନ୍ଧନରେ ଏବଂ ମାତୃତ୍ଵ ଅବସ୍ଥାରେ ହିଁ ଅଧିକ ଖୁସି ଅନୁଭବ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button