ଜୀବନଶୈଳୀ
ମାଛ ମୁଣ୍ଡ ଖାଉଥିବା ବ୍ୟକ୍ତି ଏହି ଖବରକୁ ଥରେ ନିଶ୍ଚୟ ପଢନ୍ତୁ, ନହେଲେ ବହୁତ ପସ୍ତେଇବେ

୧. ଆଖିର ଦୃଷ୍ଟିଶକ୍ତି
ଡାକ୍ତରଙ୍କ ଅନୁସାରେ ମାଛରେ ଥିବା ପ୍ରୋଟିନ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେଇଠି ମାଛ ମୁଣ୍ଡ ଆଖି ପାଇଁ ସର୍ବାଧିକ ଲାଭକାରୀ ହୋଇଥାଏ । ମାଛ ମୁଣ୍ଡ ଖାସ କରି ସେହି ଲୋକଙ୍କୁ ଅଧିକ ଖାଇବା ଆବଶ୍ୟକ ଯାହାଙ୍କୁ ଆଖିର ସମସ୍ଯା ଅଛି ।
୨. ସ୍ଟୋନ
ଯଦି ଆପଣଙ୍କ ପେଟରେ ଦରଜ ରହୁଛି ବା ଆପଣଙ୍କୁ ସ୍ଟୋନ ର ସମସ୍ଯା ଅଛି ଓ ବହୁତ ଅଧିକ କଷ୍ଟ ହେଉଛି ତେବେ ଆପଣଙ୍କୁ ମାଛ ମୁଣ୍ଡ ଖାଇବା ଦ୍ଵାରା ସ୍ଟୋନ ସମସ୍ୟାରୁ ଆରାମ ମିଳବ । ଏଥିପାଇଁ ଯେଉଁମାନଙ୍କୁ ସ୍ଟୋନ ର ସମସ୍ୟା ହୋଇଥାଏ ଡାକ୍ତର ସେମାନଙ୍କୁ ଅଧିକରୁ ଅଧିକ ମାଛ ମୁଣ୍ଡ ଖାଇବାକୁ ଉପଦେଶ ଦିଅନ୍ତି ।
୩. ଆଣ୍ଠୁ ଗଣ୍ଠି ଦରଜ
ସାଧାରଣତଃ ଦେଖାଯାଏ କି ବୟସ ବଢିବା ସହିତ ଅତୁ ଗଣ୍ଠି ସମସ୍ୟା ଦେଖାଯାଏ ଓ ଆଉ କିଛି ଲୋକଙ୍କର ଅଳ୍ପ ବୟସରେ ହିଁ ବାଳ ଝଡିବାକୁ ଲାଗିଥାଏ । ଏମିତି ଲୋକଙ୍କୁ ନିଜ ଖାଦ୍ଯରେ ମାଛକୁ ସାମିଲ କରିବା ଆବଶ୍ୟକ । ମାଛ ଆପଣଙ୍କ ଶରୀରରେ ଆଣ୍ଠୁ ଗଣ୍ଠି ଦରଜରେ ଆରାମ ପହଞ୍ଚାଇବାର କାମ କରିଥାଏ ଓ ଆପଣଙ୍କର ବାଳ ଝଡିବା ସମସ୍ୟାକୁ ମଧ୍ୟ କମ କରିଥାଏ ।