ଜୀବନଶୈଳୀ

ଏହିକଥା ଭୁଲରେ ମଧ୍ୟ ବାପା ମାଆଙ୍କୁ ଜଣାନ୍ତୁ ନାହିଁ। ନହେଲେ ହୋଇଥାଏ ଅନର୍ଥ

ପୃଥିବୀ ପୃଷ୍ଠାରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ ଅଟେ। କାରଣ ମଣିଷ ପାଖରେ ହିଁ କେବଳ ବୁଝିବା କ୍ଷମତା ରହିଛି ଏବଂ ନିଜର ଭାବ ପ୍ରକାଶ କରିବାର କ୍ଷମତା ମଧ୍ୟ ରହିଛି। ଯାହାକି ଅନ୍ୟ କୌଣସି ଜୀବ ପାଖରେ ତାହା ଦେଖିବାକୁ ମିଳେ ନାହିଁ। ମଣିଷ ଶ୍ରେଷ୍ଠ ଜୀବ ହୋଇଥିଲେ ମଧ୍ୟ ଅନେକ ସମୟରେ ଭୁଲ କାମ କରି ଅଡୁଆରେ ପଡିଥାଏ। ମଣିଷ ହିଁ ଅନେକ ସମୟରେ ଅପରାଧରେ ଲିପ୍ତ ହୋଇ ରହିଥାଏ। ଯାହାଫଳରେ ଭଗବାନ ଯମକୁ ମୃତ୍ୟୁର ଦେବତା ସାଜିଛନ୍ତି। ମନୁଷ୍ୟର ଭଲ ଏବଂ ଖରାପ କର୍ମ ପାଇଁ ଫଳ ମିଳିଥାଏ।

ତେବେ ଗୀତରେ ଲେଖା ଅଛି ଯେ ମନୁଷ୍ୟ ସର୍ବଦା ସତ୍ ମାର୍ଗରେ ଯିବା ଉଚିତ। ମିଥ୍ୟାଚାର ଠାରୁ ଦୂରରେ ରହିବା ଉଚିତ। କେବଳ ସେତିକି ନୁହେଁ ମନୁଷ୍ୟ ଯଦି କୌଣସି ପାପ କାର୍ଯ୍ୟ କରିଥାଏ ତେବେ ତାହାକୁ ତୁରନ୍ତ ପ୍ରଘଟ କରିବା ଉଚିତ ଯାହାଫଳରେ ସେ ତା’ର ପାପ କର୍ମରୁ ମୁକ୍ତି ମିଳିଥାଏ। ଯଦି କିଛି ପୁଣ୍ୟ କାମ କରିଛି ତେବେ ତାହାକୁ ଗୋପନୀୟ ରଖିବା ଉଚିତ। ହେଲେ ଆଜି ଆମେ ଆପଣଙ୍କୁ ଆଜି ଏପରି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକି ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

ତେବେ ଏପରି କିଛି କଥା ଅଛି ଯାହାକି ବାପା ଓ ମାଙ୍କୁ କହିବା ଅନୁଚିତ। ନଚେତ ସଫଳ ମିଳି ନଥାଏ। ଅଧିକ କଠିନ ପରିଶ୍ରମ କରିଲେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିଥାଏ। ତେବେ ସେଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସେତେବେଳେ ଧର୍ଯ୍ୟ ହିଁ କାମରେ ଆସିଥାଏ। ମଣିଷ ଯଦି ତା’ର ଧାର୍ଯ୍ୟ ଶକ୍ତି ହରାଇ ଦିଏ ତେବେ ସଫଳତା ପାଇ ପରେ ନାହିଁ।

ତେଣୁ ଜୀବରେ ସବୁବେଳେ ପରିଶ୍ରମ କରିବା ସହ ନିଜର ଲକ୍ଷ୍ୟ ପାଇବାକୁ ଉଦ୍ୟମ ଜାରି ରଖିବା ଉଚିତ। କେବେ ବି ନିଜର ଲକ୍ଷ୍ୟକୁ ପଛରେ ପକାଇ ହାର ମାନିବା ଉଚିତ ନୁହେଁ। ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଭାଙ୍ଗି ପଡିବା ନାହିଁ। ତାହାର ସମାଧାନ କରି ଜୀବନରେ ନିଜର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିବା ଉଚିତ। ତେବେ ନିଜ ଜୀବନରେ ଆସୁଥିବା ଅସୁବିଧାକୁ ନିଜେ ସମାଧାନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button