ରୋଷେଇ ଘର ରଖିଛନ୍ତି କି ବେଲଣା କାଠି ! ଜାଣନ୍ତୁ ଭୟଙ୍କର କଥା
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରୋଷେଇ ଘରେ ରୋଷେଇ ସମୟରେ ବ୍ୟବହୃତ ଅନେକ ସାମଗ୍ରୀ ଦେଖିବାକୁ ମିଳିଥାଏ । ସେଥିମଧ୍ୟରେ ବେଲଣା କାଠି ଓ ପଟା ମଧ୍ୟ ରହିଥାଏ । ତେବେ ବେଲଣା ପଟା ଓ କାଠି ରୋଷେଇ ଘର ସମସ୍ତ ସାମଗ୍ରୀ ମଧ୍ୟରୁ ଏକମାତ୍ର ଯୋଡିଦାର ସାମଗ୍ରୀ ହୋଇଥାଏ । ତେବେ ବନ୍ଧୁଗଣ ସେହି ବେଲଣା କାଠି ଓ ପଟା ସମ୍ବଧିତ କିଛି କଥା ଆଲୋଚନା କରିନେବା । ଯାହାକୁ ଜାଣିବା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଦରକାରୀ ହୋଇଥାଏ ।
ତେବେ ବହୁ ସମୟରେ ଯଦି ବେଲଣା ପଟାର ତଳେ ରହିଥିବା ୩ ବା ୪ ଟିକିଆ ଗୋଡ ମଧ୍ୟରୁ କୌଣସି ଗୋଡ ମଧ୍ୟ ଛୋଟ ରହିଥାଏ । ତେବେ ରୁଟି ବେଲିବା ସମୟରେ ତାହା ଠକ ଠକ ଆବାଜ କରିଥାଏ । ଯାହାକି ଘରର ବ୍ୟକ୍ତିଙ୍କ ସ୍ଵାସ୍ଥ ଉପରେ ବହୁ କୁପ୍ରଭାବ ପକାଇଥାଏ । ତେଣୁ ଏଥିପ୍ରତି ଯତ୍ନବାନ ହୋଇ ରହିବା ଉଚିତ । ଯେପରି ବେଲଣା ପଟାର ସବୁ ଗୋଡ ସମାନ ଭାବେ ରହିବା ଉଚିତ ।
ସମାନ ପଦାର୍ଥର ବେଲଣା ପଟା ସହ ବେଲଣା କାଠି ବ୍ୟବହାର କରିବା ଦ୍ଵାରା ଘର ପାଇଁ ଶୁଭକର ହୋଇଥାଏ । ଚତୁର୍ଥରେ ନିଜ ରୋଷେଇ ଘରର ବେଲଣା ପଟା ଓ କାଠିକୁ ନିଜ ଘର ସଦସ୍ୟଙ୍କ ଛଡା ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ଉଚିତ ହୋଇନଥାଏ । ବହୁ ସମୟରେ ଘରକୁ ଆସିଥିବା ଅତିଥି ମନେ ରୋଷେଇ କାର୍ଯ୍ୟରେ ସାହାଜ୍ଯ କରିବାକୁ ଯାଇ ରୁଟି ବେଲିଦେଇଥାନ୍ତି । ଏପରି କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଅସନ୍ତୁଳିତ ହୋଇଯାଇଥାଏ ।
ପଞ୍ଚମରେ ବେଲଣା ପଟାକୁ କେବେବି କାନ୍ଥରେ ଟାଙ୍ଗନ୍ତୁ ନାହିଁ । କି ଛିଡା କରି ମଧ୍ୟ ରଖନ୍ତୁ ନାହିଁ । ରୋଷେଇ ଘର ଚୁଲାର ଡାହାଣ ପାଖରେ ହିଁ ବେଲଣା ପଟା ଓ କାଠିକୁ ରଖନ୍ତୁ । ଏପରି କରିବା ଦ୍ଵାରା ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ରହିଥାଏ । ବେଲଣା ପଟା ଉପରେ କୌଣସି ଅନ୍ୟ ଜିନିଷ ରଖିବା ମଧ୍ୟ ଅନୁଚିତ ହୋଇଥାଏ । ସୋମବାର ଓ ମଙ୍ଗଳବାର ଦିନ ଘରକୁ ବେଲଣା ପଟା ଓ କାଠି ଆଣିବା ଘର ପାଇଁ ଶୁଭଦାୟକ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।